CAREER STUDY CLASSES 📘📚📝
رفتن به کانال در Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
نمایش بیشتر668
مشترکین
اطلاعاتی وجود ندارد24 ساعت
-47 روز
-3830 روز
آرشیو پست ها
🌚ଆଜି ଆକାଶରେ ଦୃଶ୍ୟମାନ ହେବ ‘ସୁପର ବ୍ଲୁ ମୁନ୍’🌚
ସୁପରମୁନ୍ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ। ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ। ତେବେ ୨୦୨୪ ମସିହାରେ ‘୪ ସୁପରମୁନ୍ ସିରିଜ୍’ର ପ୍ରଥମ ସୁପରମୁନ୍ ସେମାବାର (ଅଗଷ୍ଟ ୧୯)ରେ ଦେଖାଯିବ। ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯% ବଡ଼ ଓ ୨୦% ଅଧିକ ଉଜ୍ଜ୍ବଳ ଦେଖାଯିବ। ଏହି ବିରଳ ‘ସୁପର ବ୍ଲୁ ମୁନ୍’ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।
😲ଆଜି ଓଟିଇଟି ପରୀକ୍ଷା: ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି😲
ଆଜି ହୋଇଛି ଓଟିଇଟି ପରୀକ୍ଷା। ସାରା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ, ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି। ସବୁଠାରୁ ବଡ଼ କଥା ହେଉଛି ଜଣେ ୟୁଟ୍ୟୁବର ଏହି ପ୍ରଶ୍ନପତ୍ରକୁ ଟିକିନିଖି କରି ବୁଝାଉଛନ୍ତି। ୯୦ଟି ପ୍ରଶ୍ନ ପତ୍ର ଦଲାଲଙ୍କ ହାତରେ ଲାଗିଛି ବୋଲି ସେମାନେ ଦାବି କରିଛନ୍ତି। ସେପଟେ ହାତ ଲେଖା ଥିବା ଏହି ପ୍ରଶ୍ନପତ୍ରଟି ଇଂଲିଶ ଏବଂ ଓଡ଼ିଆରେ ରହିଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁ ଏହି ପରୀକ୍ଷା କରାଯାଏ। ହେଲେ ପରୀକ୍ଷା ପୂର୍ବରୁ ୯୦ଟି ହାତ ଲେଖା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ବୋଲି ଦଲାଲ ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି।
କିଏ ସେ ମହାନ୍ YOUTUBER 😅
🧡🤍💚🧡🤍💚🧡🤍💚
ମୁକ୍ତ ଆକାଶରେ ଉଡ଼ିଲେ ତ୍ରିରଙ୍ଗା
ଶାନ୍ତିର ବାରତା ଦେଇ l
ପ୍ରକୃତି କୋଳରେ ତ୍ରିରଙ୍ଗାର ରଙ୍ଗ
ଆପେ ଯାଏ ଆଙ୍କି ହୋଇ ll
ଭାରତବର୍ଷର ୭୮ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ ଶୁଭ ଅବସରରେ https://t.me/carrerstudyclasses ଚ୍ୟାନେଲର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ll
HAPPY INDEPENDENCE DAY
JAY BHARAT / JAY HIND
🧡🤍💚🧡🤍💚🧡🤍💚
Secretary office by CARRIER FAMILY 🗽🗽
@rajendra143_2k
It's our official family group
We have already appreciate our
MINISTRY Of CERTIFICATE 📚📚📚
୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ "ଘରେ ଘରେ ତ୍ରିରଙ୍ଗା" ଅଭିଯାନରେ ସାମିଲ ହୁଅନ୍ତୁ । ସେଲ୍ଫି ଉଠାନ୍ତୁ ଓ http://harghartiranga.com ରେ ଅପ୍ଲୋଡ୍ କରନ୍ତୁ।
*CARRER STUDY CLASSES *ତୁମ ପାଇଁ କିଛି ପଠାଇଛନ୍ତି🎁
💁 *ଶୀଘ୍ର ନୀଳ ରେଖା ଛୁଇଁ ଦେଖନ୍ତୁ*
👇👇👇
1message.co.in/od/?n=CARRER-STUDY-CLASSES-
CARRER STUDY CLASSES
My all dear students
It's our official family group
Advance independence day special
