es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
668
Suscriptores
Sin datos24 horas
-47 días
-3830 días
Archivo de publicaciones
🅱️🆎🩸🅱️🆎🆎🅱️
🅱️🆎🩸🅱️🆎🆎🅱️

Happy Raksha Bandhan To All My Dear Sisters 😍
Happy Raksha Bandhan To All My Dear Sisters 😍

Acid and their source
Acid and their source

🌚ଆଜି ଆକାଶରେ ଦୃଶ୍ୟମାନ ହେବ ‘ସୁପର ବ୍ଲୁ ମୁନ୍‌’🌚 ସୁପରମୁନ୍‌ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍‌ କୁହାଯାଏ। ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ। ତେବେ ୨୦୨୪ ମସିହାରେ ‘୪ ସୁପରମୁନ୍‌ ସିରିଜ୍‌’ର ପ୍ରଥମ ସୁପରମୁନ୍‌ ସେମାବାର (ଅଗଷ୍ଟ ୧୯)ରେ ଦେଖାଯିବ। ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯% ବଡ଼ ଓ ୨୦% ଅଧିକ ଉଜ୍ଜ୍ବଳ ଦେଖାଯିବ। ଏହି ବିରଳ ‘ସୁପର ବ୍ଲୁ ମୁନ୍‌’ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ଏବେ ବଜାର ରେ B.ED CYCLONE ଆଉ 😲
ଏବେ ବଜାର ରେ B.ED CYCLONE ଆଉ 😲

ନକଲି ଜିଲ୍ଲାପାଳ😂😂
ନକଲି ଜିଲ୍ଲାପାଳ😂😂

Injection technique
Injection technique

😲ଆଜି ଓଟିଇଟି ପରୀକ୍ଷା: ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି😲 ଆଜି ହୋଇଛି ଓଟିଇଟି ପରୀକ୍ଷା। ସାରା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ, ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି। ସବୁଠାରୁ ବଡ଼ କଥା ହେଉଛି ଜଣେ ୟୁଟ୍ୟୁବର ଏହି ପ୍ରଶ୍ନପତ୍ରକୁ ଟିକିନିଖି କରି ବୁଝାଉଛନ୍ତି। ୯୦ଟି ପ୍ରଶ୍ନ ପତ୍ର ଦଲାଲଙ୍କ ହାତରେ ଲାଗିଛି ବୋଲି ସେମାନେ ଦାବି କରିଛନ୍ତି। ସେପଟେ ହାତ ଲେଖା ଥିବା ଏହି ପ୍ରଶ୍ନପତ୍ରଟି ଇଂଲିଶ ଏବଂ ଓଡ଼ିଆରେ ରହିଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁ ଏହି ପରୀକ୍ଷା କରାଯାଏ। ହେଲେ ପରୀକ୍ଷା ପୂର୍ବରୁ ୯୦ଟି ହାତ ଲେଖା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ବୋଲି ଦଲାଲ ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି। କିଏ ସେ ମହାନ୍ YOUTUBER 😅

🌻🌻🌻🌻🌻🌻🌻🌻🌻🌻🌻🌻🌻🌻
🌻🌻🌻🌻🌻🌻🌻🌻🌻🌻🌻🌻🌻🌻

😲😲😲😲😲😲😲😲😲😲😲😲😲
😲😲😲😲😲😲😲😲😲😲😲😲😲

RAVENSHAW UNIVERSITY UPDATE
+2
RAVENSHAW UNIVERSITY UPDATE

ସମ୍ବାଦ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୪
ସମ୍ବାଦ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୪

🧡🤍💚🧡🤍💚🧡🤍💚 ମୁକ୍ତ ଆକାଶରେ ଉଡ଼ିଲେ ତ୍ରିରଙ୍ଗା ଶାନ୍ତିର ବାରତା ଦେଇ l ପ୍ରକୃତି କୋଳରେ ତ୍ରିରଙ୍ଗାର ରଙ୍ଗ ଆପେ ଯାଏ ଆଙ୍କି ହୋଇ ll ଭାରତବର୍ଷର ୭୮ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ ଶୁଭ ଅବସରରେ https://t.me/carrerstudyclasses ଚ୍ୟାନେଲର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ll     HAPPY INDEPENDENCE DAY JAY BHARAT / JAY HIND 🧡🤍💚🧡🤍💚🧡🤍💚 Secretary office by CARRIER FAMILY 🗽🗽 @rajendra143_2k

It's our official family group We have already appreciate our MINISTRY Of CERTIFICATE 📚📚📚
It's our official family group We have already appreciate our MINISTRY Of CERTIFICATE 📚📚📚

୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ "ଘରେ ଘରେ ତ୍ରିରଙ୍ଗା" ଅଭିଯାନରେ ସାମିଲ ହୁଅନ୍ତୁ । ସେଲ୍‌ଫି ଉଠାନ୍ତୁ ଓ http
୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ "ଘରେ ଘରେ ତ୍ରିରଙ୍ଗା" ଅଭିଯାନରେ ସାମିଲ ହୁଅନ୍ତୁ । ସେଲ୍‌ଫି ଉଠାନ୍ତୁ ଓ http://harghartiranga.com ରେ ଅପ୍‌ଲୋଡ୍‌ କରନ୍ତୁ।

*CARRER STUDY CLASSES *ତୁମ ପାଇଁ କିଛି ପଠାଇଛନ୍ତି🎁 💁 *ଶୀଘ୍ର ନୀଳ ରେଖା ଛୁଇଁ ଦେଖନ୍ତୁ* 👇👇👇 1message.co.in/od/?n=CARRER-STUDY-CLASSES- CARRER STUDY CLASSES My all dear students It's our official family group Advance independence day special

🌞🌞🌞🌞🌞🌞🌞🌞🌞🌞🌞
🌞🌞🌞🌞🌞🌞🌞🌞🌞🌞🌞

OSSSC UPDATE
OSSSC UPDATE

It's our official family STAFF