CAREER STUDY CLASSES 📘📚📝
رفتن به کانال در Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
نمایش بیشتر668
مشترکین
اطلاعاتی وجود ندارد24 ساعت
-47 روز
-3830 روز
آرشیو پست ها
🔴ସେପ୍ଟେମ୍ବର ୨ ଯାଏଁ ବଢ଼ିଲା +୩ ନାମଲେଖା ଆବେଦନ🔴
+୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଅବଧି ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ବଢ଼଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। କୌଣସି ତ୍ରୁଟି ଥିଲେ ୩ ତାରିଖରେ ସଂଶୋଧନ କରିପାରିବେ। ସେପ୍ଟେମ୍ୱର ୧୦ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ରୁ ୧୩ତାରିଖ ମଧ୍ୟରେ ନାମଲେଖାଇ ପାରିବେ।
ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୭ତାରିଖ ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ ବୋର୍ଡ ଏବଂ ୱେବ୍ସାଇଟରେ ପ୍ରକାଶ କରିବେ ଏବଂ ୧୮ ଓ ୧୯ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍ ବଳକା ରହିଲେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠନ ପକ୍ଷରୁ କଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ନାମଲେଖା ପାଇଁ ଅବଗତ କରାଯାଇ ୨୦ ଓ ୨୧ଲ ତାରିଖରେ ସେମାନଙ୍କ ନାମଲେଖା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି।
ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ୍ ତଥା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
📌 ଆଜିଠୁ ଆରମ୍ଭ ହେବ
ନିଟ୍'ର ନାମଲେଖା ପ୍ରକ୍ରିୟା
📌 ନିଟ୍'ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ପ୍ରକ୍ରିୟାରେ ଭାଗନେବେ
📌 ଭୁବନେଶ୍ବର ସ୍ଥିତ ଓଜେଇଇ ଅଫିସରେ ଦିନ 11ରୁ ପ୍ରକ୍ରିୟା ଆରମ୍ଭ ହେବ
📌 ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ପ୍ରକିୟାସାଇବର ଠକମାନଙ୍କ ଠାରୁ ଗୋଟିଏ ପାଦ ଆଗରେ ରୁହନ୍ତୁ । ଆପଣମାନେ ମଧ୍ୟ ସାମ୍ବାଦିକ ବନ୍ଧୁଙ୍କ ଭଳି ଦୂରଦ୍ରଷ୍ଟା ସମ୍ପନ୍ନ ହୁଅନ୍ତୁ । କଲ୍ କରୁଥିବା ବ୍ୟକ୍ତିଙ୍କ ସତ୍ୟତା ଯାଞ୍ଚ କରନ୍ତୁ, ସାଇବର ଠକେଇରୁ ଦୁରେଇ ରୁହନ୍ତୁ ।
🔴 +2 ପିଲା ଯେଉଁମାନେ 1st Phase ରେ Already Admission କରିଛନ୍ତି,ସେମାନେ 2nd Phase ରେ Form Apply କରିପାରିବେ।
🥴 TELEGRAM 🥴
TELEGRAM BAN କରାଯିବାର ସମ୍ଭାବନା ନାହିଁ। ହୁଏତ ବଡ଼ ଧରଣର ଅଙ୍କୁଶ ଲାଗି ପାରେ। ଏକ ରିପୋର୍ଟ ଅନୁସାରେ TELEGRAM ଭାରତର NEW IT POLICY ଅନୁସାରେ ସବୁ କାମ କରିଛି। ତେଣୁ ସେମିତି କିଛି ନ ହେଇ ପାରେ ।
କିନ୍ତୁ TELEGRAM ପ୍ରତି ଅଙ୍କୁଶ ଜରୁରୀ। ନଚେତ୍ ଖୁବ୍ ଶୀଘ୍ର TELEGRAM BAN ହେବ। ଅତିରୁ ଇତି ହେଲେ ଖରାପ୍।
ନିମ୍ନ ଲିଖିତ ପଦକ୍ଷେପ TELEGRAM ପକ୍ଷରୁ ଗ୍ରହଣ କରାଯାଇପାରେ
୧. TELEGRAM ରେ COPYRIGHT POLICY କୁ STRONG କରାଯାଉ। ତାହା ଦ୍ଵାରା PIRATE ହେବା ଅନେକାଂଶ ରେ କମି ଯିବ
୨. DRUGS, TRADING,P*RN, PIRATE MOVIE ଇତ୍ୟାଦି ଖରାପ୍ କାମ ଚାଲିଥିବା ଗ୍ରୁପ ଏବଂ CHANNEL କୁ ୨୪ ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ହଟାଇ ଦିଆ ଯାଉ
୩. ପରେ ଯଦି ଏମିତି କେହି କରିବା ପାଇଁ ଚେଷ୍ଟା କରେ ସେପରି ACCOUNT କୁ PERMANENTLY BLOCK କରାଯାଉ
✍️ @rajendra143_2k
https://chat.whatsapp.com/EAF1Kksk0kK5QiFnH8adkB
❌❌❌
INDIA BANS TELEGRAM: MINISTRY OF ELECTRONICS AND IT CONFIRMS BAN EFFECTIVE TONIGHT
👉 CHECK COMMENT BOX FOR MORE
😃 +୩ ରେ ଫାଙ୍କା ପଡ଼ିଛି ଏକ ଲକ୍ଷ ରୁ ଅଧିକ ସିଟ୍
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଡିଗ୍ରୀ କଲେଜଗୁଡ଼ିକ ପାଇଁ ଗତ ଜୁନ୍ 26ରେ SAMS ଜରିଆରେ +3 ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ କରିଥିଲା। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ଥିବା 1ଲକ୍ଷ 78 ହଜାର 976 ଛାତ୍ରଙ୍କ ମଧ୍ୟରୁ କେବଳ 92, 247 ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା 43 ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବାବେଳେ 30 ହଜାର ଛାତ୍ରଛାତ୍ରୀ ଆଡମିଶନ କରିଥିଲେ । ଫଳରେ ବିଭିନ୍ନ କଲେଜରେ ପ୍ରାୟ ଏବେବି ଲକ୍ଷେ ସିଟ୍ ଖାଲି ପଡିଛି ।
