fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید

CAREER STUDY CLASSES 📘📚📝

CAREER STUDY CLASSES 📘📚📝

رفتن به کانال در Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

نمایش بیشتر
668
مشترکین
اطلاعاتی وجود ندارد24 ساعت
-47 روز
-3830 روز
آرشیو پست ها
SEEKHIYE INSEY SEEKHIYE😁
SEEKHIYE INSEY SEEKHIYE😁

Ye To Good Newz Hai😊
Ye To Good Newz Hai😊

INTEGRATED BED ADMISSION 2024
INTEGRATED BED ADMISSION 2024

ସୁଭଦ୍ରା ଯୋଜନା ଖବର
+2
ସୁଭଦ୍ରା ଯୋଜନା ଖବର

NCERT ର କେବଳ ପ୍ରସ୍ତାବ(ତେଣୁ କେହି ମେସେଜ କରିବନି କେବେ ମିଶିବ)
NCERT ର କେବଳ ପ୍ରସ୍ତାବ(ତେଣୁ କେହି ମେସେଜ କରିବନି କେବେ ମିଶିବ)

🔴 ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ... ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ । ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର । ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ । ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ମିଳିବ

ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି ଓ ଏହି ଆକ୍ରାନ୍ତ ପକ୍ଷୀମାନଙ୍କଠାରୁ ମଣିଷ ମାନେ ମଧ୍
ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି ଓ ଏହି ଆକ୍ରାନ୍ତ ପକ୍ଷୀମାନଙ୍କଠାରୁ ମଣିଷ ମାନେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । କୁକୁଡା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତିଙ୍କୁ ଜ୍ଵର, ଛିଙ୍କ, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଆତଙ୍କିତ ହୁଅନ୍ତୁ ନାହିଁ।

All students new 🆕 batches start. So offer now https://chat.whatsapp.com/EAF1Kksk0kK5QiFnH8adkB Secretary office by CARRIER FAMILY 🗽🗽 Online apply contact administrative office Secretary office by 👉 👉 @rajendra143_2k Ur any problem personal DM me 🗞️🗞️🗞️📰

11th physics chapter 1 physcical world n measurement.pdf

🤨ପ୍ରେମ ନେଉଛି ଯୁବପିଢ଼ିଙ୍କ ଜୀବନ, ରାଜଧାନୀରେ ଅଧା ବର୍ଷରେ ଆତ୍ମହତ୍ୟା କଲେଣି ୨୫୩ ଜଣ🤨 ପୋଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ। କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବିଷ ପିଇ ଆତ୍ମହତ୍ୟା କରିବା ଠାରୁ ବେକରେ ରଶି କିମ୍ବା କପଡ଼ା ବାନ୍ଧି ଆତ୍ମହତ୍ୟା କରିବା ସଂଖ୍ୟା ଅଧିକ ରହିଛି। ୨୦୨୪ରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୨୫୩ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୩ ଏହି ମାସ ପର୍ଯ୍ୟନ୍ତ ଆତ୍ମହତ୍ୟା ସଂଖ୍ୟା ୨୨୦ ରହିଥିଲା। ଗତ ୨ ବର୍ଷ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର୍ଯ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି। କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି। ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି।

ଆମେ ଓଡ଼ିଆ,କିନ୍ତୁ ଭାଷା ଆମର ଓଡ଼ିଆ+ହିନ୍ଦୀ+ଇଂରାଜୀ(ଓହିଂଲିଶ)
ଆମେ ଓଡ଼ିଆ,କିନ୍ତୁ ଭାଷା ଆମର ଓଡ଼ିଆ+ହିନ୍ଦୀ+ଇଂରାଜୀ(ଓହିଂଲିଶ)

ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୪
ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୪

🔥🔥🔥 ସୂଚନାଯୋଗ୍ୟ ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ, ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ ।

Good morning 🌅🌄🌄🌅 My all dear students

All students kahar kichhi any problem massage me Anything problem I try to help you 🗽🗽 @EducationfamilyBot

+3 ADMISSION UPDATE
+1
+3 ADMISSION UPDATE