Akash Tutorial
رفتن به کانال در Telegram
📈 تحلیل کانال تلگرام Akash Tutorial
کانال Akash Tutorial (@akash64656) بازیگری فعال است. در حال حاضر جامعه شامل 14 341 مشترک است و جایگاه 14 235 را در دسته آموزش و رتبه 27 304 را در منطقه الهند دارد.
📊 شاخصهای مخاطب و پویایی
از زمان ایجاد در невідомо، پروژه رشد سریعی داشته و 14 341 مشترک جذب کرده است.
بر اساس آخرین دادهها در تاریخ 17 نوامبر, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -690 و در ۲۴ ساعت گذشته برابر -31 بوده و همچنان دسترسی گستردهای حفظ شده است.
- وضعیت تأیید: تأیید نشده
- نرخ تعامل (ER): میانگین تعامل مخاطب 2.95% است و در ۲۴ ساعت نخست پس از انتشار، محتوا معمولاً 0.52% واکنش نسبت به کل مشترکان کسب میکند.
- دسترسی پستها: هر پست به طور میانگین 423 بازدید دریافت میکند. در اولین روز معمولاً 74 بازدید جمعآوری میشود.
- واکنشها و تعامل: مخاطبان بهطور فعال حمایت میکنند؛ میانگین واکنش به هر پست 2 است.
- علایق موضوعی: محتوا بر موضوعات کلیدی مانند kara, ହଜାର, ତାରିଖ, ମିଳିବ, ଶ୍ରେଣୀ تمرکز دارد.
📝 توضیح و سیاست محتوایی
نویسنده این فضا را محل بیان دیدگاههای شخصی توصیف میکند:
“Owner - @Owner857”
به لطف بهروزرسانیهای پرتکرار (آخرین داده در تاریخ 18 نوامبر, 2026)، کانال همواره بهروز و دارای دسترسی بالاست. تحلیلها نشان میدهد مخاطبان بهطور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کردهاند.
14 341
مشترکین
-3124 ساعت
-1927 روز
-69030 روز
آرشیو پست ها
14 339
All class ପାଇଁ special Group create କରାଯାଇଛି ଯେଉଁମାନେ join karibaku ଚାହୁଁଛନ୍ତି ସେମାନେ Msg କରିପାରିବେ
My I'd - @Owner857
07 نوامبر, 06:29
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
✅ ‘ମୁରାସୁ’ ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ସୂଚନା ଦେଲେ IMD ନିର୍ଦ୍ଦେଶିକା ମନୋରମା ମହାନ୍ତି
-ବିଶେଷକରି ୩ ଓ ୪ ତାରିଖରେ ପବନ ସହ ବର୍ଷା ସମ୍ଭାବନା ରହିଛି
-କାଲି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ
-୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା
-୪ ତାରିଖରେ ବି ପାଗର ସ୍ଥିତି ସମାନ ରହିବ- IMD ନିର୍ଦ୍ଦେଶିକା
-ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା
-୫ ତାରିଖରୁ ବର୍ଷା କମିବ; କାଁ ଭାଁ ସ୍ଥାନରେ ବର୍ଷା ହେବ
-କାଲି ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନ ୬୦ କିମି ବେଗରେ ବହିବ
୩ରେ ୫୦ରୁ ୬୦ କିମି ପବନ ବହିବ, ଝଟ୍କା ପବନର ବେଗ ରହିବ ୭୦ କିମି
01 نوامبر, 11:37
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📢 ଆସିଗଲା...! ❤️🔥
BSE ODISHA CLASS 10 BOARD EXAM 2027 ପାଇଁ ଭୌତିକ ବିଜ୍ଞାନର ଦ୍ୱିତୀୟ ଅଧ୍ୟାୟ – ଅମ୍ଳ, କ୍ଷାର ଓ ଲବଣର COMPLETE IMPORTANT QUESTION BANK. 📚
📖 ଏଥିରେ ରହିଛି:
🔹 ସମସ୍ତ Important Terms & Definitions 🔹 MCQ – PYQ Based + Important Questions 🔹 ୨ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୩ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୪ ମାର୍କ (Long Type) ପ୍ରଶ୍ନ ଓ ଉତ୍ତର 🔹 Important Chemical Equations📝 ସମସ୍ତେ PDF Download କରି ଭଲଭାବରେ ପଢ଼ନ୍ତୁ ଏବଂ ପ୍ରତ୍ୟେକ ପ୍ରଶ୍ନକୁ ଲେଖିକି Practice କରନ୍ତୁ। 💯 ❤️ PDF କେମିତି ଲାଗିଲା, ନିଶ୍ଚୟ Feedback ଦେବେ। ଏହିଭଳି ଅନ୍ୟ ସମସ୍ତ ଅଧ୍ୟାୟ ପାଇଁ ମଧ୍ୟ Question Bank ଚାହୁଁଛନ୍ତି କି? ତେବେ ନିଜ ସାଙ୍ଗମାନଙ୍କ ସହିତ ଏହି Post Share କରନ୍ତୁ। 📩 Any Doubt / Suggestion: @CHANDAN_O9 ଆପଣଙ୍କର ଗୋଟିଏ Feedback ଆମ ପାଇଁ ବହୁତ ମୂଲ୍ୟବାନ। ❤️
31 اکتبر, 22:11
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ Chapter 2 Question Bank ( PYQ+MOST IMPORTANT) BOARD 2027.pdf
31 اکتبر, 22:11
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📢 ଜରୁରୀ ସୂଚନା – ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ 🎓
✅ JUNIOR MERIT SCHOLARSHIP ଆବେଦନ ତାରିଖ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆବେଦନ ଚାଲିଛି।
💰 ଆବେଦନ କରିବା ପାଇଁ ଶୀଘ୍ର ଆମକୁ ମେସେଜ୍ କରନ୍ତୁ। ଆବେଦନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ ମିଳିବ।
📩 Message Here: @maasantoshi2000
✍️ ମେସେଜ୍ରେ POST MATRIC – ODIA TUTOR ଲେଖନ୍ତୁ।
⚠️ ଶେଷ ତାରିଖକୁ ଅପେକ୍ଷା କରନ୍ତୁ ନାହିଁ, ଶୀଘ୍ର ଆବେଦନ କରନ୍ତୁ!
🙏 ଜୟ ଜଗନ୍ନାଥ ❤️
31 اکتبر, 13:52
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📢 POST MATRIC SCHOLARSHIP ଆବେଦନର ଶେଷ ତାରିଖ ବୃଦ୍ଧି (Date Extended) ହୋଇଛି।
31 اکتبر, 13:51
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📢 ଆସିଗଲା...! ❤️🔥
BSE ODISHA CLASS 10 BOARD EXAM 2027 ପାଇଁ ବିଜ୍ଞାନ (ଭୌତିକ ବିଜ୍ଞାନ) ର ପ୍ରଥମ ଅଧ୍ୟାୟ – ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ର COMPLETE IMPORTANT QUESTION BANK. 📚
📖 ଏଥିରେ ରହିଛି:
🔹 ସମସ୍ତ Important Terms & Definitions 🔹 MCQ – PYQ Based + Important Questions 🔹 ୨ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୩ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୪ ମାର୍କ (Long Type) ପ୍ରଶ୍ନ ଓ ଉତ୍ତର 🔹 Important Chemical Equations📝 ସମସ୍ତେ PDF Download କରି ଭଲଭାବରେ ପଢ଼ନ୍ତୁ ଏବଂ ପ୍ରତ୍ୟେକ ପ୍ରଶ୍ନକୁ ଲେଖିକି Practice କରନ୍ତୁ। 💯 ❤️ PDF କେମିତି ଲାଗିଲା ନିଶ୍ଚୟ Feedback ଦେବେ। ଆପଣମାନେ ଚାହୁଁଛନ୍ତି କି ଆମେ ଏହିଭଳି ସବୁ Chapter ପାଇଁ Prepare କରାଇବୁ? ତେବେ ନିଜ ସାଙ୍ଗମାନଙ୍କ ସହିତ ଏହି Post Share କରନ୍ତୁ। 📩 Any Doubt / Suggestion: @CHANDAN_O9 ଆପଣଙ୍କର ଗୋଟିଏ Feedback ଆମ ପାଇଁ ବହୁତ ମୂଲ୍ୟବାନ। ❤️
30 اکتبر, 01:01
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ Chapter 1 Question Bank ( PYQ+MOST IMPORTANT) BOARD 2027.pdf
30 اکتبر, 01:01
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
ବନ୍ୟା ସ୍ଥିତି ପାଇଁ ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ୍ ବନ୍ଦ
29 اکتبر, 13:49
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📢 ନିଯୁକ୍ତି ସୁଯୋଗ 💼
📝 Employment Exchange Registration, Update, Renewal ଓ Qualification Addition ପାଇଁ ଯୋଗାଯୋଗ କରନ୍ତୁ।
📩 Apply କରିବା ପାଇଁ ମେସେଜ୍ କରନ୍ତୁ 👉 @CHANDAN_O9
29 اکتبر, 05:04
14 339
💬 𝐉𝐎𝐈𝐍 𝐅𝐎𝐑 𝐂𝐇𝐈𝐋𝐋 🖤
🤝 Meet New People • Make Friends
🔥 Come & Enjoy the Vibe!
29 اکتبر, 00:08
29 اکتبر, ~00:17
14 339
Repost from N/a
══🦩𓆩💕𓆪 GLOBAL CHATTING 𓆩💕𓆪🦩══
💫 Welcome To Our Chat World 💫
Looking for a cozy place to chill, make new friends, and enjoy non-stop toxicity-free conversations? Welcome to ˹ GLOBAL CHATTINGGROUP ˼! 🥳🎉
─── ⋆ 💡 𝗪𝗛𝗬 𝗝𝗢𝗜𝗡 𝗨𝗦? ⋆ ───
𓏲💗 𝟮𝟰×𝟳 𝗔𝗰𝘁𝗶𝘃𝗲 𝗖𝗵𝗮𝘁 — Always someone to talk to!
𓏲🫡 𝗙𝗿𝗶𝗲𝗻𝗱𝗹𝘆 𝗩𝗶𝗯𝗲𝘀 — Warm & welcoming family.
𓏲👑 𝗔𝗰𝘁𝗶𝘃𝗲 𝗔𝗱𝗺𝗶𝗻𝘀 — Keeping the environment safe.
𓏲🥰 𝗡𝗼 𝗔𝗱𝘂𝗹𝘁 𝗖𝗵𝗮𝘁 — Strictly clean & safe group.
╭━━━━━━━━━━━━━━━━━━━━━━━━╮
😙 𝗝𝗢𝗜𝗡 𝗢𝗨𝗥 𝗙𝗔𝗠𝗜𝗟𝗬 𝗡𝗢𝗪 👈
https://t.me/+Uij4KOwFTwhlNmJl
╰━━━━━━━━━━━━━━━━━━━━━━━━╯
🕊️ Stop scrolling alone! Click the link above and become a part of our beautiful flock today! 👇👇
https://t.me/+Uij4KOwFTwhlNmJl
https://t.me/+Uij4KOwFTwhlNmJl
https://t.me/+Uij4KOwFTwhlNmJl
https://t.me/+Uij4KOwFTwhlNmJl
💎 ── 𝖲𝗉𝗋𝖾𝖺𝖽 𝖫𝗈𝖵𝖾 & 𝖢𝗁𝖺𝗍 𓏲🦋 ── 💎
29 اکتبر, 00:07
29 اکتبر, ~00:17
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
📌 SCHOLARSHIP APPLY ପାଇଁ MESSAGE କରନ୍ତୁ @CHANDAN_O9
👆👆👆👆👆👆👆👆👆👆👆
28 اکتبر, 07:24
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
ବାତ୍ୟା_ପାଇଁ_ସ୍କୁଲ_ଛୁଟି 🌬️
ବାତ୍ୟା ଅର୍ଣ୍ଣବ ପାଇଁ ସ୍କୁଲ ଛୁଟି ଘୋଷଣା। 📢 ନବରଙ୍ଗପୁର ଓ ରାୟଗଡ଼ାରେ ୨୭ ଓ ୨୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ରହିଛି। ⚠️ ସେପଟେ ବାତ୍ୟା ପାଇଁ କୋରାପୁଟ ଓ ଗଂଜାମରେ ୩ ଦିନ ସ୍କୁଲ୍ ଛୁଟି କରାଯାଇଛି। ୨୭ରୁ ୨୯ ତାରିଖ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
27 اکتبر, 05:22
14 339
Repost from 𝗢𝗗𝗜𝗔 𝗧𝗨𝗧𝗢𝗥
ସ୍କୁଲ ଛୁଟି ଘୋଷଣ 🏫🌪️:
ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
27 اکتبر, 02:03
