ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Akash Tutorial

Akash Tutorial

前往频道在 Telegram

Owner - @Owner857

显示更多

📈 Telegram 频道 Akash Tutorial 的分析概览

频道 Akash Tutorial (@akash64656) 是活跃参与者。目前社区聚集了 14 341 名订阅者,在 教育 类别中位列第 14 235,并在 印度 地区排名第 27 304 位。

📊 受众指标与增长动态

自 невідомо 创建以来,项目保持高速增长,吸引了 14 341 名订阅者。

根据 17 十一月, 2026 的最新数据,频道保持稳定运转。过去 30 天订阅人数变化为 -690,过去 24 小时变化为 -31,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 2.95%。内容发布后 24 小时内通常能获得 0.52% 的反应,占订阅者总量。
  • 帖子覆盖: 每篇帖子平均可获得 423 次浏览,首日通常累积 74 次浏览。
  • 互动与反馈: 受众积极参与,单帖平均反应数为 2。
  • 主题关注点: 内容集中在 kara, ହଜାର, ତାରିଖ, ମିଳିବ, ଶ୍ରେଣୀ 等核心主题上。

📝 描述与内容策略

作者将该频道定位为表达主观观点的平台:
“Owner - @Owner857”

凭借高频更新(最新数据采集于 18 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

14 341
订阅者
-3124 小时
-1927 天
-69030 天
帖子存档
12 11月, 11:57

All class ପାଇଁ special Group create କରାଯାଇଛି ଯେଉଁମାନେ join karibaku ଚାହୁଁଛନ୍ତି ସେମାନେ Msg କରିପାରିବେ My I'd - @Owner857
07 11月, 06:29

Repost from BetaBotHub
Channel for sell Price 220 Dm - @lll_SHIV_lll
Channel for sell Price 220 Dm - @lll_SHIV_lll
02 11月, 13:49

✅ ‘ମୁରାସୁ’ ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ସୂଚନା ଦେଲେ IMD ନିର୍ଦ୍ଦେଶିକା ମନୋରମା ମହାନ୍ତି -ବିଶେଷକରି ୩ ଓ ୪ ତାରିଖରେ ପବନ ସହ ବର୍ଷା ସମ୍ଭାବନା ରହିଛି -କାଲି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ -୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା -୪ ତାରିଖରେ ବି ପାଗର ସ୍ଥିତି ସମାନ ରହିବ- IMD ନିର୍ଦ୍ଦେଶିକା -ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା -୫ ତାରିଖରୁ ବର୍ଷା କମିବ; କାଁ ଭାଁ ସ୍ଥାନରେ ବର୍ଷା ହେବ -କାଲି ଦକ୍ଷିଣ ଓଡ଼ିଶାରେ ଝଟ୍‌କା ପବନ ୬୦ କିମି ବେଗରେ ବହିବ ୩ରେ ୫୦ରୁ ୬୦ କିମି ପବନ ବହିବ, ଝଟ୍‌କା ପବନର ବେଗ ରହିବ ୭୦ କିମି
01 11月, 11:37

📢 ଆସିଗଲା...! ❤️🔥 BSE ODISHA CLASS 10 BOARD EXAM 2027 ପାଇଁ ଭୌତିକ ବିଜ୍ଞାନର ଦ୍ୱିତୀୟ ଅଧ୍ୟାୟ – ଅମ୍ଳ, କ୍ଷାର ଓ ଲବଣର COMPLETE IMPORTANT QUESTION BANK. 📚 📖 ଏଥିରେ ରହିଛି:
🔹 ସମସ୍ତ Important Terms & Definitions 🔹 MCQ – PYQ Based + Important Questions 🔹 ୨ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୩ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୪ ମାର୍କ (Long Type) ପ୍ରଶ୍ନ ଓ ଉତ୍ତର 🔹 Important Chemical Equations
📝 ସମସ୍ତେ PDF Download କରି ଭଲଭାବରେ ପଢ଼ନ୍ତୁ ଏବଂ ପ୍ରତ୍ୟେକ ପ୍ରଶ୍ନକୁ ଲେଖିକି Practice କରନ୍ତୁ। 💯 ❤️ PDF କେମିତି ଲାଗିଲା, ନିଶ୍ଚୟ Feedback ଦେବେ। ଏହିଭଳି ଅନ୍ୟ ସମସ୍ତ ଅଧ୍ୟାୟ ପାଇଁ ମଧ୍ୟ Question Bank ଚାହୁଁଛନ୍ତି କି? ତେବେ ନିଜ ସାଙ୍ଗମାନଙ୍କ ସହିତ ଏହି Post Share କରନ୍ତୁ। 📩 Any Doubt / Suggestion: @CHANDAN_O9 ଆପଣଙ୍କର ଗୋଟିଏ Feedback ଆମ ପାଇଁ ବହୁତ ମୂଲ୍ୟବାନ। ❤️
31 10月, 22:11

ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ Chapter 2 Question Bank ( PYQ+MOST IMPORTANT) BOARD 2027.pdf
31 10月, 22:11

📢 ଜରୁରୀ ସୂଚନା – ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ 🎓 ✅ JUNIOR MERIT SCHOLARSHIP ଆବେଦନ ତାରିଖ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆବେଦନ ଚାଲିଛି। 💰 ଆବେଦନ କରିବା ପାଇଁ ଶୀଘ୍ର ଆମକୁ ମେସେଜ୍ କରନ୍ତୁ। ଆବେଦନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ ମିଳିବ। 📩 Message Here: @maasantoshi2000 ✍️ ମେସେଜ୍‌ରେ POST MATRIC – ODIA TUTOR ଲେଖନ୍ତୁ। ⚠️ ଶେଷ ତାରିଖକୁ ଅପେକ୍ଷା କରନ୍ତୁ ନାହିଁ, ଶୀଘ୍ର ଆବେଦନ କରନ୍ତୁ! 🙏 ଜୟ ଜଗନ୍ନାଥ ❤️
31 10月, 13:52

📢 POST MATRIC SCHOLARSHIP ଆବେଦନର ଶେଷ ତାରିଖ ବୃଦ୍ଧି (Date Extended) ହୋଇଛି।
📢 POST MATRIC SCHOLARSHIP ଆବେଦନର ଶେଷ ତାରିଖ ବୃଦ୍ଧି (Date Extended) ହୋଇଛି।
31 10月, 13:51

📢 ଆସିଗଲା...! ❤️🔥 BSE ODISHA CLASS 10 BOARD EXAM 2027 ପାଇଁ ବିଜ୍ଞାନ (ଭୌତିକ ବିଜ୍ଞାନ) ର ପ୍ରଥମ ଅଧ୍ୟାୟ – ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ର COMPLETE IMPORTANT QUESTION BANK. 📚 📖 ଏଥିରେ ରହିଛି:
🔹 ସମସ୍ତ Important Terms & Definitions 🔹 MCQ – PYQ Based + Important Questions 🔹 ୨ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୩ ମାର୍କ ପ୍ରଶ୍ନ ଓ ଉତ୍ତର 🔹 ୪ ମାର୍କ (Long Type) ପ୍ରଶ୍ନ ଓ ଉତ୍ତର 🔹 Important Chemical Equations
📝 ସମସ୍ତେ PDF Download କରି ଭଲଭାବରେ ପଢ଼ନ୍ତୁ ଏବଂ ପ୍ରତ୍ୟେକ ପ୍ରଶ୍ନକୁ ଲେଖିକି Practice କରନ୍ତୁ। 💯 ❤️ PDF କେମିତି ଲାଗିଲା ନିଶ୍ଚୟ Feedback ଦେବେ। ଆପଣମାନେ ଚାହୁଁଛନ୍ତି କି ଆମେ ଏହିଭଳି ସବୁ Chapter ପାଇଁ Prepare କରାଇବୁ? ତେବେ ନିଜ ସାଙ୍ଗମାନଙ୍କ ସହିତ ଏହି Post Share କରନ୍ତୁ। 📩 Any Doubt / Suggestion: @CHANDAN_O9 ଆପଣଙ୍କର ଗୋଟିଏ Feedback ଆମ ପାଇଁ ବହୁତ ମୂଲ୍ୟବାନ। ❤️
30 10月, 01:01

ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ Chapter 1 Question Bank ( PYQ+MOST IMPORTANT) BOARD 2027.pdf
30 10月, 01:01

ବନ୍ୟା ସ୍ଥିତି ପାଇଁ ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ୍‌ ବନ୍ଦ
ବନ୍ୟା ସ୍ଥିତି ପାଇଁ ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ୍‌ ବନ୍ଦ
29 10月, 13:49

📢 ନିଯୁକ୍ତି ସୁଯୋଗ 💼 📝 Employment Exchange Registration, Update, Renewal ଓ Qualification Addition ପାଇଁ ଯୋଗାଯୋଗ କରନ୍ତୁ। 📩 Ap
📢 ନିଯୁକ୍ତି ସୁଯୋଗ 💼 📝 Employment Exchange Registration, Update, Renewal ଓ Qualification Addition ପାଇଁ ଯୋଗାଯୋଗ କରନ୍ତୁ। 📩 Apply କରିବା ପାଇଁ ମେସେଜ୍ କରନ୍ତୁ 👉 @CHANDAN_O9
29 10月, 05:04

✅ NRTS RESULT OUT
✅ NRTS RESULT OUT
29 10月, 02:21

💬 𝐉𝐎𝐈𝐍 𝐅𝐎𝐑 𝐂𝐇𝐈𝐋𝐋 🖤 🤝 Meet New People • Make Friends 🔥 Come & Enjoy the Vibe!
29 10月, 00:08
29 10月, ~00:17

Repost from N/a
══🦩𓆩💕𓆪 GLOBAL CHATTING 𓆩💕𓆪🦩══      💫 Welcome To Our Chat World 💫 Looking for a cozy place to chill, make new friends, and enjoy non-stop toxicity-free conversations? Welcome to ˹ GLOBAL CHATTINGGROUP ˼! 🥳🎉 ─── ⋆ 💡 𝗪𝗛𝗬 𝗝𝗢𝗜𝗡 𝗨𝗦? ⋆ ─── 𓏲💗 𝟮𝟰×𝟳 𝗔𝗰𝘁𝗶𝘃𝗲 𝗖𝗵𝗮𝘁 — Always someone to talk to! 𓏲🫡 𝗙𝗿𝗶𝗲𝗻𝗱𝗹𝘆 𝗩𝗶𝗯𝗲𝘀 — Warm & welcoming family. 𓏲👑 𝗔𝗰𝘁𝗶𝘃𝗲 𝗔𝗱𝗺𝗶𝗻𝘀 — Keeping the environment safe. 𓏲🥰 𝗡𝗼 𝗔𝗱𝘂𝗹𝘁 𝗖𝗵𝗮𝘁 — Strictly clean & safe group. ╭━━━━━━━━━━━━━━━━━━━━━━━━╮      😙 𝗝𝗢𝗜𝗡 𝗢𝗨𝗥 𝗙𝗔𝗠𝗜𝗟𝗬 𝗡𝗢𝗪 👈     https://t.me/+Uij4KOwFTwhlNmJl ╰━━━━━━━━━━━━━━━━━━━━━━━━╯ 🕊️ Stop scrolling alone! Click the link above and become a part of our beautiful flock today! 👇👇 https://t.me/+Uij4KOwFTwhlNmJl https://t.me/+Uij4KOwFTwhlNmJl https://t.me/+Uij4KOwFTwhlNmJl https://t.me/+Uij4KOwFTwhlNmJl 💎 ── 𝖲𝗉𝗋𝖾𝖺𝖽 𝖫𝗈𝖵𝖾 & 𝖢𝗁𝖺𝗍 𓏲🦋 ── 💎
29 10月, 00:07
29 10月, ~00:17

📌 SCHOLARSHIP APPLY ପାଇଁ MESSAGE କରନ୍ତୁ @CHANDAN_O9 👆👆👆👆👆👆👆👆👆👆👆
28 10月, 07:24

ବାତ୍ୟା_ପାଇଁ_ସ୍କୁଲ_ଛୁଟି 🌬️ ବାତ୍ୟା ଅର୍ଣ୍ଣବ ପାଇଁ ସ୍କୁଲ ଛୁଟି ଘୋଷଣା। 📢 ନବରଙ୍ଗପୁର ଓ ରାୟଗଡ଼ାରେ ୨୭ ଓ ୨୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ରହିଛି। ⚠️ ସେପଟେ ବାତ୍ୟା ପାଇଁ କୋରାପୁଟ ଓ ଗଂଜାମରେ ୩ ଦିନ ସ୍କୁଲ୍ ଛୁଟି କରାଯାଇଛି। ୨୭ରୁ ୨୯ ତାରିଖ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
27 10月, 05:22

ସ୍କୁଲ ଛୁଟି ଘୋଷଣ 🏫🌪️: ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
27 10月, 02:03