fa
Feedback
SSC OSSC OSSSC OPSC GOVT Exam

SSC OSSC OSSSC OPSC GOVT Exam

رفتن به کانال در Telegram

Free SSC OSSC OSSSC OPSC Preparation Channel

نمایش بیشتر
1 511
مشترکین
+124 ساعت
اطلاعاتی وجود ندارد7 روز
+2030 روز
جذب مشترکین
ژوئیه '26
ژوئیه '26
+4
در 0 کانال‌ها
ژوئن '26
+43
در 0 کانال‌ها
Get PRO
مه '26
+28
در 0 کانال‌ها
Get PRO
آوریل '26
+18
در 0 کانال‌ها
Get PRO
مارس '26
+18
در 0 کانال‌ها
Get PRO
فوریه '26
+10
در 0 کانال‌ها
Get PRO
ژانویه '26
+10
در 0 کانال‌ها
Get PRO
دسامبر '25
+15
در 0 کانال‌ها
Get PRO
نوامبر '25
+12
در 0 کانال‌ها
Get PRO
اکتبر '25
+12
در 0 کانال‌ها
Get PRO
سپتامبر '25
+16
در 0 کانال‌ها
Get PRO
اوت '25
+20
در 0 کانال‌ها
Get PRO
ژوئیه '25
+17
در 0 کانال‌ها
Get PRO
ژوئن '25
+33
در 0 کانال‌ها
Get PRO
مه '25
+9
در 0 کانال‌ها
Get PRO
آوریل '25
+12
در 0 کانال‌ها
Get PRO
مارس '25
+17
در 0 کانال‌ها
Get PRO
فوریه '25
+5
در 0 کانال‌ها
Get PRO
ژانویه '25
+16
در 0 کانال‌ها
Get PRO
دسامبر '24
+19
در 0 کانال‌ها
Get PRO
نوامبر '24
+20
در 1 کانال‌ها
Get PRO
اکتبر '24
+26
در 0 کانال‌ها
Get PRO
سپتامبر '24
+39
در 0 کانال‌ها
Get PRO
اوت '24
+46
در 0 کانال‌ها
Get PRO
ژوئیه '24
+35
در 0 کانال‌ها
Get PRO
ژوئن '24
+20
در 0 کانال‌ها
Get PRO
مه '24
+23
در 0 کانال‌ها
Get PRO
آوریل '24
+28
در 0 کانال‌ها
Get PRO
مارس '24
+38
در 0 کانال‌ها
Get PRO
فوریه '24
+64
در 0 کانال‌ها
Get PRO
ژانویه '24
+102
در 0 کانال‌ها
Get PRO
دسامبر '23
+80
در 0 کانال‌ها
Get PRO
نوامبر '23
+27
در 0 کانال‌ها
Get PRO
اکتبر '23
+40
در 0 کانال‌ها
Get PRO
سپتامبر '23
+26
در 0 کانال‌ها
Get PRO
اوت '23
+12
در 0 کانال‌ها
Get PRO
ژوئیه '23
+9
در 0 کانال‌ها
Get PRO
ژوئن '23
+33
در 0 کانال‌ها
Get PRO
مه '23
+24
در 0 کانال‌ها
Get PRO
آوریل '23
+38
در 0 کانال‌ها
Get PRO
مارس '23
+24
در 0 کانال‌ها
Get PRO
فوریه '23
+19
در 0 کانال‌ها
Get PRO
ژانویه '23
+22
در 0 کانال‌ها
Get PRO
دسامبر '22
+34
در 0 کانال‌ها
Get PRO
نوامبر '22
+51
در 0 کانال‌ها
Get PRO
اکتبر '22
+304
در 0 کانال‌ها
Get PRO
سپتامبر '22
+411
در 0 کانال‌ها
Get PRO
اوت '22
+203
در 0 کانال‌ها
Get PRO
ژوئیه '22
+92
در 0 کانال‌ها
Get PRO
ژوئن '22
+94
در 0 کانال‌ها
Get PRO
مه '22
+64
در 0 کانال‌ها
Get PRO
آوریل '22
+373
در 0 کانال‌ها
تاریخ
رشد مشترکین
اشارات
کانال‌ها
09 ژوئیه0
08 ژوئیه+1
07 ژوئیه+1
06 ژوئیه0
05 ژوئیه0
04 ژوئیه+1
03 ژوئیه+1
02 ژوئیه0
01 ژوئیه0
پست‌های کانال
*ଖବର ଆଜିର* ତାରିଖ:୦୮/୦୭/୨୬, ବୁଧବାର ୧-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ+୨ ପ୍ରଥମ ମେଧା ତାଲିକା, ଚଳିତ ବର୍ଷ ଖାଲି ପଡ଼ିପାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ସିଟ୍। ୨-ପୁଣି ଆସୁଛି ଲଘୁଚାପ ! ଜୁଲାଇ ୧୨-୧୫ ତାରିଖ ମଧ୍ୟରେ ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା ! ୩-ଦଶରଥପୁର:ବୈତରଣୀ ଓ କାଣୀରେ ବନ୍ୟା, କଣ୍ଟାପଡ଼ାରେ ୭୦ ଫୁଟ୍ ର ଘାଇ। ୪-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗ୍ରୁପ୍-‘ଏ’ ଓ ଗ୍ରୁପ୍-‘ବି’ ଅଧିକାରୀଙ୍କ e-PAR ଦାଖଲ ପାଇଁ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି ହେଲା। ୫-ବିପର୍ଯ୍ୟୟ ମୁକାବିଲାରେ ବଡ଼ ପଦକ୍ଷେପ; ୧୮୦ କୋଟିରେ ଗଢ଼ାହେବା ଡିଜାଷ୍ଟର ମ୍ୟାନେଜମେଣ୍ଟ ଭବନ, ଦେଢ଼ ବର୍ଷରେ କାମ ସରିବା ଲକ୍ଷ୍ୟ। ୬-ବର୍ଷାରେ ଦୁର୍ଘଟଣା ରୋକିବାକୁ ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍‌; ଭୁବନେଶ୍ୱର-କଟକ-ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ, ୨୪ ଘଣ୍ଟା ଖୋଲା ରହିବ କଣ୍ଟ୍ରୋଲ ରୁମ୍‌। ୭-ଇନ୍ସପେକ୍ଟର ବିୟୁଟୀ ମହାନ୍ତି ମୃତ୍ୟୁ ଘଟଣା ; ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ୮-ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ; ବ୍ୟାଙ୍କକ୍‌ରୁ ଆସିଥିବା ଯାତ୍ରୀ ଅଟକ। ୯-ଆଦିବାସୀଙ୍କୁ  ଅବହେଳା କରୁଥିବା ଅଭିଯୋଗରେ ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି,ରାଲି ; ପୁଲିସ ଛାଉଣୀରେ ସହର। ୧୦-ଆରଡି ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଅଣଛାତ୍ର ପ୍ରବେଶକୁ ବିରୋଧ। ୧୧-ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କୁଳପତିଙ୍କ ସୂଚନା। ୧୨-ସାନଖେମୁଣ୍ଡି,ମହାନଳା ଅଞ୍ଚଳ:ପୁଣି ବୁଲା କୁକୁରଙ୍କ ଆତଙ୍କ; ୬ ବର୍ଷର ଶିଶୁକନ୍ୟାକୁ ଝୁଣିଲେ କୁକୁର ପଲ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ୧୩-ନଟିଂହାମ୍:ଭାରତ ୭୬ରେ ଅଲ୍ ଆଉଟ୍, ଇଂଲଣ୍ଡ ୧୨୫ ରନ୍ ରେ ଜିତିଲା। ୧୪-ଫିଫା  ଫୁଟବଲ ବିଶ୍ଵ କପ୍:୭୦ ବର୍ଷ ପରେ କ୍ବାଟରରେ ପହଞ୍ଚିଲା ସ୍ବିଜରଲାଣ୍ଡ। ୧୫-ନୁଆ ଦିଲ୍ଲୀ:AI ଡାଟା ସେଣ୍ଟର ନିଯୁକ୍ତି,ଏବେ ଚାହିଦାରେ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ୧୬-ଆହୁରି ଶସ୍ତା ହେଇଗଲା ସୁନା; ଦିନକୁ ଦିନ ଖସୁଛି ସୁନା ରେଟ୍।ଏବେ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୩ ହଜାର। ୧୭-ଅହମଦାବାଦ ବିସ୍ଫୋରଣ ମାମଲା ; ୩୮ ଦୋଷୀଙ୍କୁ ଫାଶୀ, ୧୧ ଜଣଙ୍କୁ ଆଜୀବନ ଦଣ୍ଡାଦେଶ କାଏମ। ୧୮-ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଗାନ୍ଦର ଅଞ୍ଚଳର ବାସିନ୍ଦା ମିଲଖି ରାମ,ବୟସ ୭୫ ବର୍ଷ, ୩୨ ଡିଗ୍ରି ସାର୍ଟିଫିକେଟ୍‌; ପୁଣି ପରୀକ୍ଷା କେନ୍ଦ୍ରରେ ବସିଲେ ବୃଦ୍ଧ। ୧୯-କୋଲକାତା:ବିଦ୍ରୋହୀ ସାଂସଦ ସାୟୋନୀ ଘୋଷଙ୍କୁ ଘେରିଲେ ଲୋକେ,'ଗଦ୍ଦାର' ଓ 'ବେଇମାନ' ନାରା ଦେଇ ସ୍ବାଗତ କଲେ। ୨୦-ହାଇଦ୍ରାବାଦ: ତେଲେଙ୍ଗାନା DSPଙ୍କ ୩୦୦ କୋଟି ସମ୍ପତ୍ତି,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ୨୧-E20 ପେଟ୍ରୋଲ :କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ। ୨୨-ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’। ୨୩-ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ; ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ ସଇଦର ନାମ।

2
LIVE Class 10 PM: SSB Junior Assistant Exam 2026 General Studies Class Books and Authors Part 1 https://www.youtube.com/watch?v=BurodydTw8Y
54
3
Why do northern plains of India experience frost during winter nights?
42
4
Which type of vegetation is predominant in the Himalayan region above an altitude of 3,000 metres?
42
5
The Permanent Settlement system of land revenue was introduced in Bengal in 1793 by:
37
6
The Utkal Sammilani convened its 8th annual session on 6-7 April 1912 in which specific city?
34
7
Who consolidated the Jat state at Bharatpur (in the present-day Rajasthan) during 1756 –1763?
32
8
LIVE Class 10 PM: OUSSSC Police SI & Allied Departments Exam 2026 Basic English Translation Class Class 2 https://www.youtube.com/watch?v=K9vue4PAU0Y
191
9
*ଖବର ଆଜିର* ତାରିଖ:୦୮/୦୭/୨୬, ବୁଧବାର ୧-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ+୨ ପ୍ରଥମ ମେଧା ତାଲିକା, ଚଳିତ ବର୍ଷ ଖାଲି ପଡ଼ିପାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ସିଟ୍। ୨-ପୁଣି ଆସୁଛି ଲଘୁଚାପ ! ଜୁଲାଇ ୧୨-୧୫ ତାରିଖ ମଧ୍ୟରେ ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା ! ୩-ଦଶରଥପୁର:ବୈତରଣୀ ଓ କାଣୀରେ ବନ୍ୟା, କଣ୍ଟାପଡ଼ାରେ ୭୦ ଫୁଟ୍ ର ଘାଇ। ୪-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗ୍ରୁପ୍-‘ଏ’ ଓ ଗ୍ରୁପ୍-‘ବି’ ଅଧିକାରୀଙ୍କ e-PAR ଦାଖଲ ପାଇଁ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି ହେଲା। ୫-ବିପର୍ଯ୍ୟୟ ମୁକାବିଲାରେ ବଡ଼ ପଦକ୍ଷେପ; ୧୮୦ କୋଟିରେ ଗଢ଼ାହେବା ଡିଜାଷ୍ଟର ମ୍ୟାନେଜମେଣ୍ଟ ଭବନ, ଦେଢ଼ ବର୍ଷରେ କାମ ସରିବା ଲକ୍ଷ୍ୟ। ୬-ବର୍ଷାରେ ଦୁର୍ଘଟଣା ରୋକିବାକୁ ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍‌; ଭୁବନେଶ୍ୱର-କଟକ-ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ, ୨୪ ଘଣ୍ଟା ଖୋଲା ରହିବ କଣ୍ଟ୍ରୋଲ ରୁମ୍‌। ୭-ଇନ୍ସପେକ୍ଟର ବିୟୁଟୀ ମହାନ୍ତି ମୃତ୍ୟୁ ଘଟଣା ; ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ୮-ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ; ବ୍ୟାଙ୍କକ୍‌ରୁ ଆସିଥିବା ଯାତ୍ରୀ ଅଟକ। ୯-ଆଦିବାସୀଙ୍କୁ ଅବହେଳା କରୁଥିବା ଅଭିଯୋଗରେ ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି,ରାଲି ; ପୁଲିସ ଛାଉଣୀରେ ସହର। ୧୦-ଆରଡି ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଅଣଛାତ୍ର ପ୍ରବେଶକୁ ବିରୋଧ। ୧୧-ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କୁଳପତିଙ୍କ ସୂଚନା। ୧୨-ସାନଖେମୁଣ୍ଡି,ମହାନଳା ଅଞ୍ଚଳ:ପୁଣି ବୁଲା କୁକୁରଙ୍କ ଆତଙ୍କ; ୬ ବର୍ଷର ଶିଶୁକନ୍ୟାକୁ ଝୁଣିଲେ କୁକୁର ପଲ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ୧୩-ନଟିଂହାମ୍:ଭାରତ ୭୬ରେ ଅଲ୍ ଆଉଟ୍, ଇଂଲଣ୍ଡ ୧୨୫ ରନ୍ ରେ ଜିତିଲା। ୧୪-ଫିଫା ଫୁଟବଲ ବିଶ୍ଵ କପ୍:୭୦ ବର୍ଷ ପରେ କ୍ବାଟରରେ ପହଞ୍ଚିଲା ସ୍ବିଜରଲାଣ୍ଡ। ୧୫-ନୁଆ ଦିଲ୍ଲୀ:AI ଡାଟା ସେଣ୍ଟର ନିଯୁକ୍ତି,ଏବେ ଚାହିଦାରେ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ୧୬-ଆହୁରି ଶସ୍ତା ହେଇଗଲା ସୁନା; ଦିନକୁ ଦିନ ଖସୁଛି ସୁନା ରେଟ୍।ଏବେ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୩ ହଜାର। ୧୭-ଅହମଦାବାଦ ବିସ୍ଫୋରଣ ମାମଲା ; ୩୮ ଦୋଷୀଙ୍କୁ ଫାଶୀ, ୧୧ ଜଣଙ୍କୁ ଆଜୀବନ ଦଣ୍ଡାଦେଶ କାଏମ। ୧୮-ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଗାନ୍ଦର ଅଞ୍ଚଳର ବାସିନ୍ଦା ମିଲଖି ରାମ,ବୟସ ୭୫ ବର୍ଷ, ୩୨ ଡିଗ୍ରି ସାର୍ଟିଫିକେଟ୍‌; ପୁଣି ପରୀକ୍ଷା କେନ୍ଦ୍ରରେ ବସିଲେ ବୃଦ୍ଧ। ୧୯-କୋଲକାତା:ବିଦ୍ରୋହୀ ସାଂସଦ ସାୟୋନୀ ଘୋଷଙ୍କୁ ଘେରିଲେ ଲୋକେ,'ଗଦ୍ଦାର' ଓ 'ବେଇମାନ' ନାରା ଦେଇ ସ୍ବାଗତ କଲେ। ୨୦-ହାଇଦ୍ରାବାଦ: ତେଲେଙ୍ଗାନା DSPଙ୍କ ୩୦୦ କୋଟି ସମ୍ପତ୍ତି,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ୨୧-E20 ପେଟ୍ରୋଲ :କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ। ୨୨-ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’। ୨୩-ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ; ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ ସଇଦର ନାମ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ( SSC, Railways, OPSC, OSSC, OSSSC କିମ୍ବା Teaching ପରୀକ୍ଷା) ଏହି ବିଷୟଗୁଡିକ (Math, Reasoning, English, Odia, General Studies ଏବଂ Computer )ତ ପରୀକ୍ଷାରେ ନିଶ୍ଚିତ ଆସେ ତେଣୁ ଆଜି ହି NCERT ବ୍ୟାଚ ବହୁତ ହି କମ ମୂଲ୍ୟ ରେ ନେଇକି ପାଠ ପଢା ଆରମ୍ଭ କରନ୍ତୁ। ଅଧିକା ଜାଣିବା ପାଇଁ ଆମ YT ଚେନେଲ ଦେଖନ୍ତୁ। https://youtube.com/@businesshelpline9886?si=-SdLCstj1mGAqvY6
56
10
Select the option that can be used as a one-word substitute for the given group of words. The quality of being too ready to believe what others say
46
11
Select the most appropriate option to fill in the blank. You should buy new _________ for your interview.
48
12
Select the most appropriate option to fill in the blanks. He appointed __ umpire for the international cricket match and recommended ___ university administrator to oversee the programme.
43
13
Select the most appropriate meaning of the given idiom. Elephant in the room
34
14
Select the most appropriate meaning of the given idiom/proverb/phrase. The best of both worlds
36
15
10.30 LIVE Class : OSSSC PEO & DEO 2026 History Class Introduction with History I Ancient History of India Part 2 https://www.youtube.com/watch?v=hI-gbKZcN0Q
238
16
*ଖବର ଆଜିର* ତାରିଖ:୦୭/୦୭/୨୬, ମଙ୍ଗଳବାର ୧-ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର; ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ। ୨-ବଦଳିଲା ସ୍କୁଲ ପରୀକ୍ଷା ବ୍ୟବସ୍ଥା: ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ଟି ପରୀକ୍ଷା, ଶିଶୁବାଟିକାରୁ ଦ୍ୱିତୀୟ ଯାଏଁ ନାହିଁ ଲିଖିତ ପରୀକ୍ଷା। ୩-ପୁରୀ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମୀକ୍ଷା ବୈଠକ।ନିୟମ ଅନୁସାରେ କର୍ଡନ ପାସ୍ ମିଳିବ। ୪-ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ।ଖୋଲିବ ହୀରାକୁଦ ଗେଟ।ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। ୫-ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ: ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଲାଗୁଛି ଲମ୍ବା ଲାଇନ୍। ୬-ଆପି ଆୱାର୍ଡ ୨୦୨୬, ଆମେରିକାରେ କିଟ୍–କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ହେଲେ ସମ୍ମାନିତ।ଆପି ହେଉଛି ୧ଲକ୍ଷ ୨୦ ହଜାର ପ୍ରବାସୀ ଭାରତୀୟ ଡାକ୍ତରଙ୍କ ସଂଘ। ୭-ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ; ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୮-ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା। ୯-ମାରାତ୍ମକ କ୍ୟାନ୍ସର ରୋଗର ଚିକିତ୍ସା କ୍ଷେତ୍ରରେ ଗବେଷକଙ୍କୁ ବଡ଼ ସଫଳତା।ଗନ୍ଧମାର୍ଦ୍ଦନ ପାହାଡ଼ର ଔଷଧୀୟ ଉଦ୍ଭିଦରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ହର୍ବାଲ ଫର୍ମୁଲା କ୍ୟାନ୍ସର ଚିକିତ୍ସାରେ ଆଶାର ନୂଆ କିରଣ ଦେଖାଇଛି। ୧୦-କେନ୍ଦୁଝର,ପାଟଣା:ସୀତା ନଦୀରେ ଭାସି ଯାଇ ଜଣେ ଯୁବକ ମୃତ ; ୩ ଉଦ୍ଧାର। ୧୧-ଭୁବନେଶ୍ୱର:ସେଲ୍ଫି, ରିଲ୍ସ ପଛରେ ବାୟା ଯୁବ ପୀଢ଼ି, ଲାଇକ୍-ଭିୟୁଜ୍ ଲାଗି ବାଜିରେ ଲାଗୁଛି ଜୀବନ। ୧୨-ବାଣପୁର : ଗାଁରେ ବୁଲୁଛି ବାଘ। ଗ୍ରାମବାସୀ ଭୟଭୀତ। ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ୧୩-କେନ୍ଦୁଝର:ଚମ୍ପୁଆ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର ଆହତ। ୧୪-ନଟିଂହାମ୍:ଆଜି ତୃତୀୟ ଟି୨୦, ପ୍ରତ୍ୟାବର୍ତ୍ତନ ଲକ୍ଷରେ ଭାରତ। ୧୫-ଗର୍ଭରେ ପିଲାକୁ ରଖିବା କିମ୍ବା ଗର୍ଭପାତ କରିବା ନିଷ୍ପତ୍ତି କେବଳ ମହିଳାଙ୍କର:ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ। ୧୬-ମୁମ୍ବାଇ:TCS ଧର୍ମାନ୍ତରୀକରଣ ଓ ନିର୍ଯାତନା ମାମଲା, ନିଦା ଖାନଙ୍କୁ ଜାମିନ, ଡାନିଶ୍ ଶେଖ୍‌ଙ୍କ ଆବେଦନ ଖାରଜ। ୧୭-ଭାବ ଭକ୍ତି ଆଗରେ ହାର ମାନିଲା ବୟସ: ୩,୫୫୦ ପାହାଚ ଚଢ଼ି ତିରୁପତି ପହଁଚିଲେ ୧୧୬ ବର୍ଷିୟା ମହିଳା, ମିଳିଲା ଭିଆଇପି ଦର୍ଶନ। ୧୮-ଭାରତରେ ୨୫୦୦, ଆମେରିକାରେ ୪୫ ହଜାର ଟଙ୍କା: ଔଷଧ ଦାମ୍‌ ଶୁଣି ଭାରତୀୟ କାବା, ଡାକ୍ତରଙ୍କ ଫି ବି ୨୩୦୦୦ ଟଙ୍କା। ୧୯-ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଟିମକୁ ଫେରିଲେ ରିଙ୍କୁ ସିଂ, ୪ ନୂଆ ଚେହେରାଙ୍କୁ ମିଳିବ ସୁଯୋଗ। ୨୦-ମାୟାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ; ୧୩ ଜଣ ମୃତ।ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଓ ପୁରୁଣା ରାଜପଥ ବନ୍ଦ। ୨୧-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ, ଇଣ୍ଡୋନେସିଆର ଜାକର୍ତାରେ ପହଞ୍ଚିଲେ। ୨୨-ଶ୍ରୀଲଙ୍କା:ଜେଲ୍‌ରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ୨୫ ମୃତ, ୫୦ରୁ ଅଧିକ ଆହତ। ୨୩-ପ୍ରଶାନ୍ତ ମହାସାଗରରେ ପରମାଣୁ କ୍ଷମତା ସମ୍ପନ୍ନ ମିଜାଇଲ ପରୀକ୍ଷଣ କଲା ଚୀନ, ଚିନ୍ତାରେ ପଡୋଶୀ ଦେଶ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ( SSC, Railways, OPSC, OSSC, OSSSC କିମ୍ବା Teaching ପରୀକ୍ଷା) ଏହି ବିଷୟଗୁଡିକ (Math, Reasoning, English, Odia, General Studies ଏବଂ Computer )ତ ପରୀକ୍ଷାରେ ନିଶ୍ଚିତ ଆସେ ତେଣୁ ଆଜି ହି NCERT ବ୍ୟାଚ ବହୁତ ହି କମ ମୂଲ୍ୟ ରେ ନେଇକି ପାଠ ପଢା ଆରମ୍ଭ କରନ୍ତୁ। ଅଧିକା ଜାଣିବା ପାଇଁ ଆମ YT ଚେନେଲ ଦେଖନ୍ତୁ। https://youtube.com/@businesshelpline9886?si=-SdLCstj1mGAqvY6
41
17
10.30 PM Youtube Live Class for OPSC ASO 2026 English Class Introduction with Part of Speech I Basic English Class Part 2 https://www.youtube.com/watch?v=Pu9yoB6EioM
300
18
Which of the following Union Territories has its own Chief Minister and Council of Ministers?
49
19
Which of the following is the only major port in Odisha developed primarily for large-scale iron ore exports?
47
20
What is the time period of the Moderate phase in the history of the Indian National Congress?
46