fa
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

رفتن به کانال در Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

نمایش بیشتر
2 141
مشترکین
-124 ساعت
-47 روز
-1730 روز
آرشیو پست ها
🔴 IMPORTANT UPDATE 🔴 ✳️ASSIGNMENT SUBMIT ONLINE ରେ କରିବାର ଶେଷ ତାରିଖ 31.01.2026 ✳️OFFLINE ରେ SUBMIT କରିବାର ଶେଷ ତାରିଖ 01.02.2026 ✅FORM FILLUP କରିବାର ଶେଷ ତାରିଖ 28.01.2026 🛑ଏହା ସମସ୍ତ BATCH ଯଥା ( 2024 OCTOBER, FEBRUARY 2025 BATCH ଏବଂ JULY 2025 BATCH) 🟡ଏହା ସମସ୍ତ UG ଏବଂ PG ପିଲା ଙ୍କ ପାଇଁ ଅଟେ ଯେଉଁ ମାନେ କରି ନାହାନ୍ତି କରି ନେବେ

Repost from N/a
❇️ANNOUNCEMENTS❇️ ✳️ଯେଉଁ ମାନେ join ହେବାକୁ ଚାହୁଁଛନ୍ତି join ହେଇ ପାରିବେ କେବଳ 200 ଟଙ୍କା ଦେଇ ଗୋଟିଏ book କୁ 200 ଦେଇ join ହେଇ ପାରିବେ
❇️ANNOUNCEMENTS❇️ ✳️ଯେଉଁ ମାନେ join ହେବାକୁ ଚାହୁଁଛନ୍ତି join ହେଇ ପାରିବେ କେବଳ 200 ଟଙ୍କା ଦେଇ ଗୋଟିଏ book କୁ 200 ଦେଇ join ହେଇ ପାରିବେ ଆଜି ଠାରୁ class ଆରମ୍ଭ ହୋଇ ଯିବ ରାତି 8 pm ରେ 💥ସବୁ department ଯଥା ଓଡ଼ିଆ, English, political science, history, SOCIOLOGY, ଏମିତି ଯେଉଁ ସବୁ department ଅଛି ଯେଉଁ ମାନେ 2nd sem ଅଛନ୍ତି ସେମାନେ join ହେଇ ପାରିବେ 💥 ଅନ୍ୟ class ସବୁ ଯେମିତି କି ARTIFICIALLY INTELIGENT ଓ INDIAN KNOWLEDGE SYSTEM (ଓଡ଼ିଆ)ପାଇଁ ମଧ୍ୟ JOIN ହେଇ ପାରିବେ ତାହା ପାଇଁ ଅଲଗା payments କରିବାକୁ ହବ Payment କରିବା ପରେ screen shot ପଠେଇ ବାକୁ ଭୁଲିବେ ନାହିଁ Note - paid group ରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ଏହା କେବଳ ନୂଆ ରେ join କରିବି kahiba ପିଲା ଙ୍କ ପାଇଁ ଅଟେ

ASSIGNMENT SLIP 1.pdf0.87 KB

FREE ASSIGNMENT ANS MAOD 1ST SEM JULY BATCH

ଯାହାକୁ ଯେଉଁ PROCESS ଇଚ୍ଛା ସେ ସେଇଟା ଲେଖିବ ଆଜିର କ୍ଲାସ ର RECORDING ଶୁଣି ASSIGNMENT ଲେଖିଲେ ତୁମ ଇଚ୍ଛା BOOK ରୁ ANS ବାହାରି କରି ମଧ୍ୟ ପଠେଇ ଦେଇଚି ସେଥିରୁ ମଧ୍ୟ ଲେଖି ପାରିବେ ନଚେତ୍ ମୁଁ କହିଲା ଭଳି ଲେଖି ବେ ଆପଣ ଙ୍କ ଇଚ୍ଛା NEW ରେ PIN MSG ଦେଇ ଦେଇଚି 5TI ASSIGNMENT ANS ଲେଖିବେ ଆଜିର DATE କୁ ବି ସର୍ଚ୍ଚ କରିଲେ ମଧ୍ୟ ANS ଆସିଯିବ

+4
ASSIGNMENT POD 101

ସରସ୍ଵତୀ ପୂଜା ରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏
ସରସ୍ଵତୀ ପୂଜା ରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏

FOR LMS PROBELM FOR ASSIGNMENT PROBLEM OFFICIAL NO
FOR LMS PROBELM FOR ASSIGNMENT PROBLEM OFFICIAL NO

photo content

One app for all your Word, Excel, PowerPoint and PDF needs. Get the Microsoft 365 Copilot app: https://aka.ms/GetM365

21ASSIGNMENT 12 222212.pdf1.49 KB

21ASSIGNMENT 12 222 222233.pdf1.20 KB

POD 1 ASSIGNMENT FRONT PAGE.pdf1.20 KB

1ST SEM PREVIOUS YEAR QUESTION POD 105.pdf

POD 104 PREVIOUS YEAR QUESTION.pdf

1ST SEM PREVIOUS YEAR QUESTION POD 103.pdf

1ST SEM PREVIOUS YEAR QUESTION POD 102.pdf