2 123
订阅者
无数据24 小时
-47 天
-1930 天
帖子存档
FORM FILLUP ଯେଉଁ ମାନେ କରି ନାହୋ କରି ନେବ ଆଜି LAST DATE ନହେଲେ EXAM ଦେଇ ପାରିବ ନାହିଁ
ପରେ କହିବ ପୁଣି EXTENSION ହେବ କି ବୋଲି ଆଉ କୌଣସି EXTENSION ହବ ନାହିଁ ମନେ ରଖ
ସବୁ ପିଲା ଙ୍କ FORM FILLUP ଚାଲିଛି
+3
PG ( OCB BATCH, FEBRUARY BATCH ଏବଂ JULY BATCH
ଶେଷ ସୁଯୋଗ ସେଇ ମାନଙ୍କ ପାଇଁ ଯେଉଁ ମାନେ 2024 ocb ଏବଂ February 2025 admission kari re admission kari pari ନଥିଲେ
କରି ଦିଅନ୍ତୁ ଆଉ asibani 2nd year pain re admission
🔴 IMPORTANT UPDATE 🔴
✳️ASSIGNMENT SUBMIT ONLINE ରେ କରିବାର ଶେଷ ତାରିଖ 31.01.2026
✳️OFFLINE ରେ SUBMIT କରିବାର ଶେଷ ତାରିଖ 01.02.2026
✅FORM FILLUP କରିବାର ଶେଷ ତାରିଖ
28.01.2026
🛑ଏହା ସମସ୍ତ BATCH ଯଥା ( 2024 OCTOBER, FEBRUARY 2025 BATCH ଏବଂ JULY 2025 BATCH)
🟡ଏହା ସମସ୍ତ UG ଏବଂ PG ପିଲା ଙ୍କ ପାଇଁ ଅଟେ
ଯେଉଁ ମାନେ କରି ନାହାନ୍ତି କରି ନେବେ
Repost from N/a
❇️ANNOUNCEMENTS❇️
✳️ଯେଉଁ ମାନେ join ହେବାକୁ ଚାହୁଁଛନ୍ତି join ହେଇ ପାରିବେ କେବଳ 200 ଟଙ୍କା ଦେଇ ଗୋଟିଏ book କୁ 200 ଦେଇ join ହେଇ ପାରିବେ ଆଜି ଠାରୁ class ଆରମ୍ଭ ହୋଇ ଯିବ ରାତି 8 pm ରେ
💥ସବୁ department ଯଥା ଓଡ଼ିଆ, English, political science, history, SOCIOLOGY, ଏମିତି ଯେଉଁ ସବୁ department ଅଛି ଯେଉଁ ମାନେ 2nd sem ଅଛନ୍ତି ସେମାନେ join ହେଇ ପାରିବେ 💥
ଅନ୍ୟ class ସବୁ ଯେମିତି କି ARTIFICIALLY INTELIGENT ଓ INDIAN KNOWLEDGE SYSTEM (ଓଡ଼ିଆ)ପାଇଁ ମଧ୍ୟ JOIN ହେଇ ପାରିବେ ତାହା ପାଇଁ ଅଲଗା payments କରିବାକୁ ହବ
Payment କରିବା ପରେ screen shot ପଠେଇ ବାକୁ ଭୁଲିବେ ନାହିଁ
Note - paid group ରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ଏହା କେବଳ ନୂଆ ରେ join କରିବି kahiba ପିଲା ଙ୍କ ପାଇଁ ଅଟେ
ଯାହାକୁ ଯେଉଁ PROCESS ଇଚ୍ଛା ସେ ସେଇଟା ଲେଖିବ
ଆଜିର କ୍ଲାସ ର RECORDING ଶୁଣି ASSIGNMENT ଲେଖିଲେ ତୁମ ଇଚ୍ଛା BOOK ରୁ ANS ବାହାରି କରି ମଧ୍ୟ ପଠେଇ ଦେଇଚି ସେଥିରୁ ମଧ୍ୟ ଲେଖି ପାରିବେ
ନଚେତ୍ ମୁଁ କହିଲା ଭଳି ଲେଖି ବେ
ଆପଣ ଙ୍କ ଇଚ୍ଛା
NEW ରେ PIN MSG ଦେଇ ଦେଇଚି 5TI ASSIGNMENT ANS ଲେଖିବେ
ଆଜିର DATE କୁ ବି ସର୍ଚ୍ଚ କରିଲେ ମଧ୍ୟ ANS ଆସିଯିବ
One app for all your Word, Excel, PowerPoint and PDF needs. Get the Microsoft 365 Copilot app: https://aka.ms/GetM365
