fa
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

رفتن به کانال در Telegram
1 643
مشترکین
اطلاعاتی وجود ندارد24 ساعت
-37 روز
-3130 روز
آرشیو پست ها
SUBMISSION OF ASSIGNMENT HAS BEEN EXTENDED UPTO 5. November 2023
SUBMISSION OF ASSIGNMENT HAS BEEN EXTENDED UPTO 5. November 2023

କାଲି last date ଯେଉଁ ମାନେ assignment submission କରି ନାହାନ୍ତି କରି ନେବେ BETTER ହବ ଆଜି କରି ଦିଅନ୍ତୁ କାରଣ ଯେଉଁ ମାନେ BUS ରେ CLG ଯାଇ SUBMIT କରୁଥିଲେ ସେମାନଙ୍କ ପାଇଁ କାଲି PROBLEM ହେଇ ପାରେ କାରଣ BUS STRIKE କାଲିଠାରୁ ହବ ତେଣୁ ଆଜି ହିଁ ଯାଇ SUBMIT କରି ଦିଅନ୍ତୁ

INSTALMENT ମଧ୍ୟ ରହି ଅଛି ଯେଉଁ ମାନଙ୍କ MONEY PROBLEM ରହୁଚି ସେମାନେ ବର୍ତ୍ତମାନ 200 ଦେଇ ଗୋଟିଏ ମାସ ପରେ ଆଉ ବଳକା ଥିବା 200 କୁ ଦେଇ JOIN ହ
INSTALMENT ମଧ୍ୟ ରହି ଅଛି ଯେଉଁ ମାନଙ୍କ MONEY PROBLEM ରହୁଚି ସେମାନେ ବର୍ତ୍ତମାନ 200 ଦେଇ ଗୋଟିଏ ମାସ ପରେ ଆଉ ବଳକା ଥିବା 200 କୁ ଦେଇ JOIN ହେଇ ପାରିବେ ତେବେ PAYMENT କରି ସାରିବା ପରେ 9078507424 ରେ SCREEN SHOT କୁ WHATSAPP କରିବାକୁ ଭୁଲିବେ ନାହି

ଖୁସି ଖବର ପୁଣି ଥରେ RE ADMISSION ପାଇଁ OPTION ଆସିଗଲା LAST DATE 32. OCTOBER 2023 ଯେଉଁ ମାନେ କରି ପାରି ନଥିଲେ କରି ନେବେ ଏମିତି SUJAGA ଆ
ଖୁସି ଖବର ପୁଣି ଥରେ RE ADMISSION ପାଇଁ OPTION ଆସିଗଲା LAST DATE 32. OCTOBER 2023 ଯେଉଁ ମାନେ କରି ପାରି ନଥିଲେ କରି ନେବେ ଏମିତି SUJAGA ଆଉ ମିଳିବ ନାହିଁ

କେଉଁ ମାନେ କରଞ୍ଜିଆ study centre ର ଅଛ କହିଲ..?

କରଞ୍ଜିଆ study centre ରେ କୁଆଡେ assignment submission କରିବା ପାଇଁ ପଇସା ମାଗୁଛନ୍ତି ଦୟାକରି କେହି ଦେବ ନାହି Osou କୁ cal କରିବ

ମୁଁ ବନେଇ ଥିବା ୟେ PDF କୁ କିଛି ନକଲି କାର ମାନେ COPY କଲେଣି ଦୟାକରି ORIGINAL DOCUMENT ଯିଏ ବନାଉଚି ତାଙ୍କ ପାଖରେ ପଢନ୍ତୁ ନହେଲେ ଏମିତି ନକଲି କରିବା ଲୋକ ଙ୍କ ପାଖରେ ରହି ନକଲି କରିବା ଆପଣ ମାନେ ବି ଶିଖି ଯିବେ ମୋତେ ତ ଲାଗୁଚି ପ୍ରାଚୀ କାଳର ପୁରାଣ କାର ମାନେ ବି ସେମିତି ପୋଥି ସବୁ କୁ ନକଲି କରି ପାରୁ ନଥିବେ ଯେମିତି ଏହି ଡିଜିଟାଲ ଯୁଗ ନକଲି କାର ମାନେ ବନେଇଲେଣୀ ବହୁତ୍ ସୁନ୍ଦର ଭାବରେ COPY କରିବା ଆରମ୍ଭ କରି ଦେଲେ ନି 😂

ASSIGNMENT SUBMIT କରିବାକୁ ଆଜି କେଉଁ ମାନେ ଯାଇଛ CMT କର

NAAC ପାଇଁ ଆବେଦନ କରା ଯାଇଚି ଦେଖିବା କଣ ହଉଚି