ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
الذهاب إلى القناة على Telegram
إظهار المزيد
1 643
المشتركون
لا توجد بيانات24 ساعات
-37 أيام
-3130 أيام
أرشيف المشاركات
SUBMISSION OF ASSIGNMENT HAS BEEN EXTENDED UPTO 5. November 2023
କାଲି last date ଯେଉଁ ମାନେ assignment submission କରି ନାହାନ୍ତି କରି ନେବେ
BETTER ହବ ଆଜି କରି ଦିଅନ୍ତୁ କାରଣ ଯେଉଁ ମାନେ BUS ରେ CLG ଯାଇ SUBMIT କରୁଥିଲେ ସେମାନଙ୍କ ପାଇଁ କାଲି PROBLEM ହେଇ ପାରେ କାରଣ BUS STRIKE କାଲିଠାରୁ ହବ ତେଣୁ ଆଜି ହିଁ ଯାଇ SUBMIT କରି ଦିଅନ୍ତୁ
INSTALMENT ମଧ୍ୟ ରହି ଅଛି ଯେଉଁ ମାନଙ୍କ MONEY PROBLEM ରହୁଚି ସେମାନେ ବର୍ତ୍ତମାନ 200 ଦେଇ ଗୋଟିଏ ମାସ ପରେ ଆଉ ବଳକା ଥିବା 200 କୁ ଦେଇ JOIN ହେଇ ପାରିବେ
ତେବେ PAYMENT କରି ସାରିବା ପରେ 9078507424 ରେ SCREEN SHOT କୁ WHATSAPP କରିବାକୁ ଭୁଲିବେ ନାହି
Follow the STUDY WITH KRISHNA SIR channel on WhatsApp: https://whatsapp.com/channel/0029VaAh7EiGpLHKXZ95Ka0S
ଖୁସି ଖବର ପୁଣି ଥରେ RE ADMISSION ପାଇଁ OPTION ଆସିଗଲା LAST DATE 32. OCTOBER 2023
ଯେଉଁ ମାନେ କରି ପାରି ନଥିଲେ କରି ନେବେ
ଏମିତି SUJAGA ଆଉ ମିଳିବ ନାହିଁ
କରଞ୍ଜିଆ study centre ରେ କୁଆଡେ assignment submission କରିବା ପାଇଁ ପଇସା ମାଗୁଛନ୍ତି ଦୟାକରି କେହି ଦେବ ନାହି
Osou କୁ cal କରିବ
ମୁଁ ବନେଇ ଥିବା ୟେ PDF କୁ କିଛି ନକଲି କାର ମାନେ COPY କଲେଣି
ଦୟାକରି ORIGINAL DOCUMENT ଯିଏ ବନାଉଚି ତାଙ୍କ ପାଖରେ ପଢନ୍ତୁ ନହେଲେ ଏମିତି ନକଲି କରିବା ଲୋକ ଙ୍କ ପାଖରେ ରହି ନକଲି କରିବା ଆପଣ ମାନେ ବି ଶିଖି ଯିବେ
ମୋତେ ତ ଲାଗୁଚି ପ୍ରାଚୀ କାଳର ପୁରାଣ କାର ମାନେ ବି ସେମିତି ପୋଥି ସବୁ କୁ ନକଲି କରି ପାରୁ ନଥିବେ ଯେମିତି ଏହି ଡିଜିଟାଲ ଯୁଗ ନକଲି କାର ମାନେ ବନେଇଲେଣୀ ବହୁତ୍ ସୁନ୍ଦର ଭାବରେ COPY କରିବା ଆରମ୍ଭ କରି ଦେଲେ ନି 😂
https://t.me/OSOU3RDSEM?livestream=b0e3c3c57e19eee041
JOIN Live CLS
MAOD 10 ଚିତ୍ର କଳ୍ପ ବାଦ
LIVE NOW
متاح الآن! بحث تيليغرام 2025 — أهم رؤى العام 
