fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید

Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 725 مشترک است و جایگاه 16 043 را در دسته آموزش و رتبه 30 361 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 725 مشترک جذب کرده است.

بر اساس آخرین داده‌ها در تاریخ 24 نوامبر, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر 1 095 و در ۲۴ ساعت گذشته برابر -1 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 17.80% است و در ۲۴ ساعت نخست پس از انتشار، محتوا معمولاً 4.86% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 266 بازدید دریافت می‌کند. در اولین روز معمولاً 619 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 16 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

به لطف به‌روزرسانی‌های پرتکرار (آخرین داده در تاریخ 25 نوامبر, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 725
مشترکین
-124 ساعت
-547 روز
+1 09530 روز
آرشیو پست ها
🌻Lata Mangeshkar (audio speaker iconlisten)) (born as Hema Mangeshkar; 28 September 1929 – 6 February 2022) was an Indian si
🌻Lata Mangeshkar (audio speaker iconlisten)) (born as Hema Mangeshkar; 28 September 1929 – 6 February 2022) was an Indian singer and music composer. She was widely considered as one of the greatest and most influential singers in India 🏆Awards 🥇National Film Awards 🥇BFJA Awards 🥇Filmfare Award for Best Female Playback Singer 🥇Filmfare Special Awards 🥇Filmfare Lifetime Achievement Award 🏆Honours 🌼Padma Bhushan (1969) 🌼Dadasaheb Phalke Award (1989) 🌼Maharashtra Bhushan (1997) 🌼Padma Vibhushan (1999) 🌼Bharat Ratna (2001) 🌼Legion of Honour (2006) Join us -https://t.me/SukantTutorial
06 فوریه 2022, 06:20

ଦେଖନ୍ତୁ ଖବର କାଗଜ ଆମେ ପ୍ରିଣ୍ଟ କରୁନୁ । ଯାହା ବି ଦେଇଛି ଆମେ କହୁଚୁ । ଆଉ papar re ଦେଇଛି ମାନେ କିଛି ତ ସତ୍ୟତା ଥିବ ନା । ମୁଁ ଜାଣିଛି ଯେଉଁ
ଦେଖନ୍ତୁ ଖବର କାଗଜ ଆମେ ପ୍ରିଣ୍ଟ କରୁନୁ । ଯାହା ବି ଦେଇଛି ଆମେ କହୁଚୁ । ଆଉ papar re ଦେଇଛି ମାନେ କିଛି ତ ସତ୍ୟତା ଥିବ ନା । ମୁଁ ଜାଣିଛି ଯେଉଁ ମାନେ ତାଙ୍କ ପାଠ ପଢା ନେଇ serious ସେ ତାଙ୍କର ଆଗ ୩୫ ଦିନ ପାଇଁ ପ୍ଲାନ୍ କରି ସାରିଥିବା👍👍 ଆଉ ଯେଉଁ ମାନଙ୍କୁ fake ଲାଗୁଚି ସେମାନେ wt କର official ନୋଟିସ ଆସିବା ପଯ୍ୟନ୍ତ ।ତା ପରେ ଯାଇ prepara ହବ ପରୀକ୍ଷା ପାଇଁ 😏।
06 فوریه 2022, 02:28

⭕ମାର୍ଚ୍ଚ ତୃତୀୟ ସପ୍ତାହରେ + ୨ ପରୀକ୍ଷା !⭕ ଫେବୃଆରୀ ୨୨ରୁ ପ୍ରାକ୍ଟିକାଲ , ମାର୍ଚ୍ଚ ୧୫ରୁ ଥିଓରୀ ପାଇଁ ଯୋଜନା ଚଳିତ ବର୍ଷର ଯୁକ୍ତଦୁଇ କଳା , ବିଜ୍ଞାନ , ବାଣିଜ୍ୟ ଏବଂ ଧନ୍ଦାମୂଳକ ପିଲାଙ୍କ ପରୀକ୍ଷା ମାର୍ଚ୍ଚରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଚାରବିମର୍ଶ ଚାଲିଛି । + ୨ ପିଲାଙ୍କ ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ କରିବାକୁ ବିଭାଗ ଯୋଜନା ରଖୁଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨୨ ତଥା ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉକି + ୨ ପରୀକ୍ଷା ପାଇଁ ଚଳିତ ବର୍ଷ କଳା , ବାଣିଜ୍ୟ ଓ ବିଜ୍ଞାନରେ ପାଖାପାଖ୍ ୩ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଅପରପକ୍ଷେ ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ + ୨ ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
05 فوریه 2022, 22:55

05 فوریه 2022, 22:39

ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତପଦ୍ମାସନା ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଦେବ
ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତପଦ୍ମାସନା ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଦେବୈଃ ସଦା ବନ୍ଦିତା ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷ ଜାଡ଼୍ୟାପହା। ବିଦ୍ୟାଦାତ୍ରୀ ମା' ସରସ୍ୱତୀ ପୂଜା ତଥା ବସନ୍ତ ପଞ୍ଚମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
05 فوریه 2022, 00:02

ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ । ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ? ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ । ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ? ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର 'ଉତ୍କଳ ଗୌରବ' ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
04 فوریه 2022, 11:00

ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା, କ୍ଲାସ୍ ରୁମ୍ ପାଠପଢା ଆରମ୍ଭ ଯୋଗୁଁ ୬ ତାରିଖରୁ ଖୋଲିବ ଛାତ୍ରାବାସ, ୬ରୁ ଛାତ
ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା, କ୍ଲାସ୍ ରୁମ୍ ପାଠପଢା ଆରମ୍ଭ ଯୋଗୁଁ ୬ ତାରିଖରୁ ଖୋଲିବ ଛାତ୍ରାବାସ, ୬ରୁ ଛାତ୍ରାବାସ ଖୋଲିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି
04 فوریه 2022, 09:32

⭕ମାର୍ଚ୍ଚରେ + ୨ ପରୀକ୍ଷା ! ⭕ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚ୍‌ଏସ୍‌ଇ ) ଦ୍ବାରା ପରିଚାଳିତ + ୨ ( ଦ୍ୱାଦଶ ) ପରୀକ୍ଷା ପୂର୍ବରୁ ଜାରି ନିୟମାବଳୀ ଅନୁସାରେ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ଶାସନ ସଚିବ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି । ଏହାଦ୍ୱାରା ପରୀକ୍ଷା ପାଇଁ ବାଟ ଫିଟିଛି । ଆସନ୍ତା ମାର୍ଚ୍ଚରେ ପରୀକ୍ଷା କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଛି । + ୨ ପରୀକ୍ଷା ନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ମାର୍ଚ୍ଚ ୧୫ ପରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ପରିଷଦ ପକ୍ଷରୁ ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତି ( ଅଫଲାଇନ୍ ) ରେ ପରୀକ୍ଷା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶପତ୍ର ( ଆଡମିଟ୍‌କାର୍ଡ ) ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା କଟକଣାରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖଯାଇଛି । ଖୁବ୍‌ଶୀଘ୍ର ଏନେଇ ବୈଠକ କରାଯିବା ସହ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ପରୀକ୍ଷା ବିପକ୍ଷରେ ଗୋଟିଏ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ଥିବାବେଳେ ସପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ବିକ୍ଷୋଭ କରିଛନ୍ତି । କରୋନା ଯୋଗୁଁ ପାଠପଢା ପ୍ରଭାବିତ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୈମାସିକ ଅଙ୍କ ଆଧାରରେ ଫଳ ପ୍ରକାଶ କରିବାକୁ ଗୋଟିଏ ଗୋଷ୍ଠୀ ଦାବି କରିଛନ୍ତି । ଏହି ଗୋଷ୍ଠୀ ଛାତ୍ରଛାତ୍ରୀ ଆଜି ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଧାରଣା ଦେବା ସହ ପ୍ରତିବାଦ କରିବା ଯୋଗୁଁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । Sukant Tutorial
03 فوریه 2022, 22:24

photo content
03 فوریه 2022, 22:23

03 فوریه 2022, 22:23

⭕ସୂର୍ଯ୍ୟ ଉଦୟ ଓ ଅସ୍ତ ବେଳେ କାହିଁକି ଲାଲ ରଙ୍ଗ ଦେଖାଯାଏ ?⭕ ଏହି ବୈଜ୍ଞାନିକ ପକ୍ରିୟାର ରହସ୍ୟ ରେଲି ସ୍କେଟରିଂ (Rayleigh Scattering) ରେ ରହିଛି। ଉନବିଂଶ ଶତାବ୍ଦୀ‌ରେ ବ୍ରିଟେନର ବୈଜ୍ଞାନିକ ଲର୍ଡ ରେଲି ଲାଇଟ୍ ସ୍କେଟରିଂ ବିଷୟରେ କହିଥିବା ପ୍ରଥମ ବ୍ୟକ୍ତି ଥିଲେ। ଏହି ପକ୍ରିୟା ହୋଇଥାଏ ଯେବେ ସୂର୍ଯ୍ୟଙ୍କ କିରଣ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ ଓ ପୁଣିଥରେ ଧୂଳି ଓ ମାଟିର କଣିକା ସହ ମାଡ ହୋଇ ବ୍ୟାପିଥାଏ। କିନ୍ତୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ସମୟ ସେଭଳି ହୋଇନଥାଏ ସୂର୍ଯ୍ୟ କିରଣରେ ୭ଟି ରଙ୍ଗ ଥାଏ। ଯାହା ଭିତରେ ଇନ୍ଦ୍ରଧନୁ ତିଆରି ହୋଇଥାଏ। ଏହାର ରଙ୍ଗ ବାଇଗେଣୀ, ଘନନୀଳ, ନୀଳ,ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ ରଙ୍ଗ। ଏଥିରେ ଲାଲ ରଙ୍ଗର ଓ୍ବେଭଲେନଥ୍ ସବୁଠାରୁ ଅଧିକ ହୋଇଥାଏ। ଏହାର ଅର୍ଥ ନାଲି ରଙ୍ଗ ସବୁଠାରୁ ଅଧିକ ଦୂର ପର୍ଯ୍ୟନ୍ତ ନଜର ଆସିଥାଏ। ସୂର୍ଯ୍ୟ ଯେତେବେଳେ ଉଦୟ କିମ୍ବା ଅସ୍ତ ହୋଇଥାନ୍ତି ତେବେ ବାକି ୬ଟି ରଙ୍ଗ ଦୂର କାରଣରୁ ନଜର ଆସିନଥାନ୍ତି ଯେତେବେଳେ ସୂର୍ଯ୍ୟ ଚମକିଥାଏ ତେବେ ବର୍ଷାର ବୁନ୍ଦା ଆକାଶରେ ନାଚୁରାମ ଫ୍ରିଜମ୍ ପ୍ରସ୍ତୁତ କରିଦେଇଥାଏ। ଯାହାଫଳରେ ଲାଇଟ୍ ସ୍କେଟରିଂ (Light Scattering) ପକ୍ରିୟା ହୋଇଥାଏ ଓ ଇନ୍ଦ୍ରଧନୁ ହୋଇଯାଇଥାଏ। ଏଥିରେ ମଧ୍ୟ ୭ଟି ରଙ୍ଗରୁ ଲାଲ ରଙ୍ଗ ଅଧିକ ଓ୍ବେଭଲେନ୍ଥ କାରଣରୁ ସବୁଠାରୁ ଉପରେ ଦେଖିବାକୁ ମିଳିଥାଏ।
03 فوریه 2022, 12:27

⚪ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା⚪ ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କୋଭିଡ ନିୟମମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସାମାଜିକ ଦୂରତ୍ବ ଜାଗାରେ ଶାରୀରିକ ଦୂରତ୍ବ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ଶାରୀରିକ ଦୂରତ୍ବ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ। ସ୍କୁଲରେ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ଥିର କରିବ। ଟିକାକରଣ ସହ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରିବ ଅପରପକ୍ଷରେ ନୂଆ ଗାଇଡ ଲାଇନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍କୁଲକଲେଜକୁ ଆସିବାକୁ ଥିବା ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ତାହା ରାଜ୍ୟ ସ୍ଥିର କରିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯିବ।
03 فوریه 2022, 10:13

✅ ଆସନ୍ତା ୭ରେ ରାଜ୍ୟରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ⭕ ୭ରୁ ଅଷ୍ଟମ ଉପରକୁ କ୍ଲାସ ଖୋଲିବ ⭕ ୧୪ ଫେବୃୟାରୀରୁ କେଜିରୁ ୭ମ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ⭕ ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ କହିଲେ ମୁଖ୍ୟ ସଚିବ Join us -https://t.me/SukantTutorial Or What's app group- https://chat.whatsapp.com/CXTRoavjCaa9UVj7ga3s39 ⭕ କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ ⭕ ଏକାଦଶରୁ ଦ୍ୱାଦଶ ଯିବାକୁ ମଧ୍ୟ କ୍ଲାସ ପ୍ରମୋସନ ପରୀକ୍ଷା ହେବ ⭕ ଉଭୟ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ ⭕ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ ⭕ ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ ଅନୁସାରେ ପରୀକ୍ଷା କରିବେ ⭕ ହଷ୍ଟେଲ ମଧ୍ୟ ଖୋଲିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ⭕ ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା, ଏଥିପାଇ ପ୍ରସ୍ତୁତି କରାଯାଉଛି ⭕ ପିଲା ଭଭୟ ଅନଲାଇନ ଓ ଅଫଲାଇନରେ କ୍ଲାସ କରିପାରିବେ ⭕ ଆବଶ୍ୟକ ହେଲେ ଗ୍ରୀଷ୍ମ ଛୁଟି ଅବଧି କମାଇ ପାଠ ପଢ଼ାଯିବ
03 فوریه 2022, 10:12

03 فوریه 2022, 10:08

Join On 7.55 p.m Osepa Youtube Live Streaming Class Links 🔥🔥🔥🔥🔥🔥 👇👇👇👇👇👇 https://youtu.be/lhaQiMCYUZc
03 فوریه 2022, 09:14

02 فوریه 2022, 10:57

OSEPA YOUTUBE LIVE STREAMING CLASSES LINKS 🔥🔥🔥🔥🔥🔥 👇Must Watch👇 https://youtu.be/Bews58JO_jE
02 فوریه 2022, 09:16

⭕ଆସନ୍ତା ୨ ମାସ ଭିତରେ ଖୋଲ ସ୍କୁଲ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ⭕ ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାର ବିଚାର କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି
02 فوریه 2022, 04:16

Plz...... 🙏 Subscribe this channel ....
02 فوریه 2022, 00:03

Join 10th trigonometry Class Live On 2.30 p.m 🔥🔥🔥🔥🔥🔥 Topic-ତ୍ରିକୋଣମିତି 🔥🔥🔥🔥🔥🔥 Important Class For Formative Assessment 3 🔥🔥🔥🔥🔥🔥 👇👇Must Join👇👇 https://youtu.be/iNl--ApZg3A
02 فوریه 2022, 00:02