ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 275 名订阅者,在 教育 类别中位列第 16 341,并在 印度 地区排名第 33 207

📊 受众指标与增长动态

невідомо 创建以来,项目保持高速增长,吸引了 12 275 名订阅者。

根据 09 七月, 2026 的最新数据,频道保持稳定运转。过去 30 天订阅人数变化为 -192,过去 24 小时变化为 19,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.44%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 016 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 10 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 275
订阅者
+1924 小时
-307
-19230
帖子存档
A message along with a link is claiming that Ministry of Education will provide free laptops to all people to support virtual
A message along with a link is claiming that Ministry of Education will provide free laptops to all people to support virtual learning amid the COVID19 outbreak ▶️This claim is #FAKE ▶️Don't forward such messages ▶️Never disclose personal information on such websites ବୁଝି ହେଉନି ଏତେ FAKE ଆସୁଛି କୁଆଡୁ🤔😅

⭕୨୦ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକ⭕ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସହିତ ଅନ୍ୟ ଗୁରୁତ୍ବପୂଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂତନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦାୟିତ୍ବ ଗ୍ରହଣ ପରେ ଆସନ୍ତା ୨୦ରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିବ । ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେବେ । ଜାନୁଆରୀ ୨୦ ତାରିଖ ଅପରାହ୍ନ ୪ଟାରେ ଭର୍ଜୁଆଲ୍ ମୋଡ୍‌ରେ ବୈଠକ ଅନୁଷ୍ଠିତ ହେବ । ଏଥୁରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହିତ ମାଟ୍ରିକ୍ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବା ସହିତ ଅନଲାଇନ୍ ଉଚ୍ଚ ସିଏଚଏସଇ ସହିତ + ୨ ପିଲାଙ୍କ ପରୀକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ପିଲାଙ୍କ ଅନଲାଇନ୍ ଶିକ୍ଷା ସମ୍ପର୍କରେ ଆଲୋଚନା ହେବା ସହିତ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ପ୍ରସ୍ତାନ ଉପରେ ମଧ୍ୟ ବିଚାରବିମର୍ଶ କରାଯିବ । ସେହିପରି ଓସେପା ଆଦିର ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

photo content

✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Department ➡️Higher Education Department ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️ e-Medhabruti (PG Merit) ⭕ Category ➡️General, SC, ST, OBC/SEBC, EBC ⭕ Class /Course ➡️Forestry, Journalism, Law, M. A., M. Com., M. Ed., M. Sc., Master in Social Work ( MSW)/ Master in Social Management, Occupational Therapy, PG DIPLOMA, Pharmacy, Physiotherapy, Prosthetics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️10,000/- (Per Year) ➡️10,000×2 =20,000 /- (Total) ⭕No.of Scholarship ➡️ 6,000 ____________ ✅e-Medhabruti Scholarship 2022 (-ମେଧାବୃତତି ) ⭕Scheme ➡️e-Medhabruti (Technical and Professional) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Agriculture & Allied Sciences, Animal Husbandary, Architecture, Ayurvedic, B. Sc. Technical/Professional, Bachelor of tourism & Hospitality management, Dental, Engineering - B.Tech Course, Fishery, Forestry, Homeopathy, Hotel Management, Integrated M.Sc., Integrated MBA, Integrated MCA, Law, Management, Master in Computer Application (MCA), Master in Finance & Control (MFC), Master of Business Administration (MBA), Medical, Nursing, Occupational Therapy, Pharmacy, Physiotherapy, Prosthetics and Orthotics, Social Works, Tourism/Travel Management ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️ 10,000 /- (Per Year) ➡️10,000× No. Course of years ⭕ No.of Scholarship ➡️2,500 ___________ ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️e-Medhabruti (U.G Merit) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Plus 3, Bachelor of Business Administration (BBA), Bachelor of Computer Application (BCA), Journalism (B.J.M.C.), Occupational Therapy, Physiotherapy, Prosthetics and Orthotics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️5,000/- (Per Year) ➡️5,000×3=15,000 /- (Total) ⭕No.of Scholarship ➡️6,000 ___________ ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Documents Required ➡️Aadhaar Card of student ➡️Income Certificate of the Parent/ guardian ➡️Residence Certificate of the Student ➡️Copy of passbook of Bank account with account number and IFSC code of the bank branch ➡️Passport size Photograph of student ➡️College Id Card of the Student ➡️Marksheet of last exam passed

❌ ALERT ❌ ଏଭଳି ଦାବି ସରକାରଙ୍କ ଦ୍ଵାରା ଘୋଷଣା କରା ଯାଇ ନାହିଁ। ଏ ସବୁ ଲିଙ୍କ୍ HACKER ମାନଙ୍କ ଦ୍ଵାରା ସୃଷ୍ଟି!! ଏ ଭଳି ଲିଙ୍କ୍ ରେ କ୍ଲିକ୍ କଲ
❌ ALERT ❌ ଏଭଳି ଦାବି ସରକାରଙ୍କ ଦ୍ଵାରା ଘୋଷଣା କରା ଯାଇ ନାହିଁ। ଏ ସବୁ ଲିଙ୍କ୍ HACKER ମାନଙ୍କ ଦ୍ଵାରା ସୃଷ୍ଟି!! ଏ ଭଳି ଲିଙ୍କ୍ ରେ କ୍ଲିକ୍ କଲେ ଆପଣଙ୍କ ସମସ୍ତ DATA HACKER ପାଖକୁ ଚାଲି ଯାଇ ପାରେ ଯଦି ଆପଣ ବି ଏଭଳି FAKE NEWS ପାଉଛନ୍ତି,ଆମକୁ ଜଣାନ୍ତୁ ଯାହା ଦ୍ୱାରା ଆମେ ଅନ୍ୟ ମାନଙ୍କୁ ସଚେତନ କରାଇ ପାରିବୁ

ସକାଳୁ ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କୁ, ସବୁ ଦୁଃଖ ହେବ ଦୂର ନୀଳାଚଳ ଧାମ ଯାଇ ମୁଁ ପାରୁନି, ଏଇଠି କରୁଛି ଦଣ୍ଡବତ...ହେ ଜଗନ୍ନାଥ ହେ ଜଗନ୍ନାଥ.
ସକାଳୁ ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କୁ, ସବୁ ଦୁଃଖ ହେବ ଦୂର ନୀଳାଚଳ ଧାମ ଯାଇ ମୁଁ ପାରୁନି, ଏଇଠି କରୁଛି ଦଣ୍ଡବତ...ହେ ଜଗନ୍ନାଥ ହେ ଜଗନ୍ନାଥ......🙏🙏

Nirman Shramik Kalyan Yojana 2022 ||Who can apply ?,Documents,Money & Dateline Full Details |Odisha🔥 🛑 NIRMAN SHRAMIK KALYAN YOJANA 2022 ✅ OBJECTIVE- BUILDING AND OTHER CONSTRUCTION WORKER (BOC) for continuing education of their children under Nirman Shramik Kalyan Yojana ✅ CATEGORY- GENERAL, SC, ST, OBC/SEBC, EBC ✅ CLASS- VI, VII, VIII, IX, X, +2, +3,M. A., M. Com., M. Sc., B.tech, MCA, PHARMACY, B. Ed., Nursing, Teacher Training ✅ REQUIRED DOCUMENTS ➡️ AADHAR CARD ➡️ BANK PASSBOOK COPY ➡️ VALID PHONE NUMBER & G-MAIL ➡️ MARKSHEET OF LAST EXAM PASSED ➡️ PASSPORT SIZE PHOTO ➡️ BOC ID CARD ➡️ COLLEGE I'D CARD ➡️ FIRST PAGE OF BANK PASSBOOK OF REGISTER BOC WORKER (PARENTS) ⭕ LAST DATE- 28/02/2022

Apply ପାଇଁ ବହୁତ ଦିନ ଅଛି ଯାହାର ଯାହାର Labour card ନାହିଁ ସେମାନେ ଶୀଘ୍ର Labour card apply କରିକି Scholarship apply କରନ୍ତୁ

👉Class 6th & 7th - ବର୍ଷକୁ 2,000/- 👉Class 8th -ବର୍ଷକୁ 2,000/- 👉 Class 9th -ବର୍ଷକୁ 3,000/- 👉 Class 10th -ବର୍ଷକୁ 4,000/- 👉C
👉Class 6th & 7th - ବର୍ଷକୁ 2,000/- 👉Class 8th -ବର୍ଷକୁ 2,000/- 👉 Class 9th -ବର୍ଷକୁ 3,000/- 👉 Class 10th -ବର୍ଷକୁ 4,000/- 👉Class 10th ରେ 90% ଅଧିକ ରଖିଥିଲେ -10,000/- 👉 Class 11th & 12th - ବର୍ଷକୁ 5,000/- 👉 +3 BA/BSC/BCOM & PG -ବର୍ଷକୁ 7,000/- 👉 BEd /CT / Nursing -ବର୍ଷକୁ 10,000/- 👉 B.Tech /MCA/MBA/ Engineering -ବର୍ଷକୁ 40,000/- ସମସ୍ତେ Apply କରନ୍ତୁ .......🥰

ଭାବନା ସବୁବେଳେ ନୂଆ ରଖନ୍ତୁ କିନ୍ତୁ ସଂସ୍କାର ପୁରୁଣା ରଖିବା ହିଁ ବହୁତ ଭଲ ।। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ , ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ....... 🙏🏻ଜୟ ଜଗନ୍ନାଥ🙏

କାଲି ସମସ୍ତଙ୍କ ପାଇଁ Good News ଆସିବ .......🥰🥰🥰

ଆଉ +2 ପିଲାଙ୍କୁ Share kara

ଏହି Channel କୁ Support କର

Gote Request ଅଛି

କାହାର State Scholarship payment successful ଲେଖିଛି ମତେ massage କର