Deba Knowledge Point
رفتن به کانال در Telegram
➡️ALL PDF BOOK available here ➡️ Exam Related Questions answer ➡️ Latest Job Updated ➡️ Regular & Distance bcourse related Yt channel https://www.youtube.com/channel/UCwcXnNtuNCX_Ro75aaux1Xg
نمایش بیشتر1 815
مشترکین
اطلاعاتی وجود ندارد24 ساعت
-37 روز
+530 روز
آرشیو پست ها
1 815
ବାଙ୍କି ଏବଂ ଖୋର୍ଦ୍ଧାର ସୀମା ବିବାଦ କେଉଁ ନାଟକରେ ଦେଖିବାକୁ ମିଳିଥାଏ?
1 815
ମହାତ୍ମାଗାନ୍ଧୀଙ୍କ 'ଭାରତଛାଡ଼' ଆନ୍ଦୋଳନର ପଟ୍ଟଭୂମିରେ କେଉଁ ନାଟକ ରଚିତ?
1 815
ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।ପ୍ରଫେସର ସ୍ୱାଇଁ ଏହି ପଦବୀରେ ୩ ବର୍ଷ ରହିବେ। ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି। ପ୍ରଫେସର ସ୍ୱାଇଁ ୧୦ଟି ପୁସ୍ତକ ଲେଖିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୨ ଜଣ ଡି.ଲିଟ୍, ୧୫ ଜଣ ପିଏଚ୍ଡି ଓ ୫୬ ଜଣ ସଫଳତାର ସହିତ ଏମ୍ଫିଲ୍ କରିଛନ୍ତି l
1 815
କେଉଁ ନାଟକ ପାଇଁ ରାମଚନ୍ଦ୍ର ମିଶ୍ର ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ?
