ar
Feedback
Deba Knowledge Point

Deba Knowledge Point

الذهاب إلى القناة على Telegram

➡️ALL PDF BOOK available here ➡️ Exam Related Questions answer ➡️ Latest Job Updated ➡️ Regular & Distance bcourse related Yt channel https://www.youtube.com/channel/UCwcXnNtuNCX_Ro75aaux1Xg

إظهار المزيد
1 815
المشتركون
لا توجد بيانات24 ساعات
-37 أيام
+530 أيام
أرشيف المشاركات
ବାଙ୍କି ଏବଂ ଖୋର୍ଦ୍ଧାର ସୀମା ବିବାଦ କେଉଁ ନାଟକରେ ଦେଖିବାକୁ ମିଳିଥାଏ?
Anonymous voting

ଦ୍ୱିତୀୟ ମହାଯୁଦ୍ଧର ପୃଷ୍ଠଭୂମିରେ କେଉଁ ନାଟକ ରଚିତ?
Anonymous voting

ମହାତ୍ମାଗାନ୍ଧୀଙ୍କ 'ଭାରତଛାଡ଼' ଆନ୍ଦୋଳନର ପଟ୍ଟଭୂମିରେ କେଉଁ ନାଟକ ରଚିତ?
Anonymous voting

2023030658 (1).pdf7.36 KB

photo content

photo content

photo content

photo content

A) B) C) D)
A) B) C) D)

A) B) C) D)
A) B) C) D)

photo content

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ
ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।ପ୍ରଫେସର ସ୍ୱାଇଁ ଏହି ପଦବୀରେ ୩ ବର୍ଷ ରହିବେ। ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି। ପ୍ରଫେସର ସ୍ୱାଇଁ ୧୦ଟି ପୁସ୍ତକ ଲେଖିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୨ ଜଣ ଡି.ଲିଟ୍, ୧୫ ଜଣ ପିଏଚ୍‌ଡି ଓ ୫୬ ଜଣ ସଫଳତାର ସହିତ ଏମ୍‌ଫିଲ୍‌ କରିଛନ୍ତି l

କେଉଁ ନାଟକ ପାଇଁ ରାମଚନ୍ଦ୍ର ମିଶ୍ର ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ?
Anonymous voting

ଘିଅ ମହୁର ଦେଶ ନାଟକଟି କେବେ ପ୍ରକାଶିତ?
Anonymous voting

କେଉଁଟି ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସର ନାଟ୍ୟ ରୂପ?
Anonymous voting

କେଉଁ ନାଟକଟିରେ ଗାନ୍ଧୀବାଦୀ ଆଦର୍ଶ ପ୍ରତିଫଳିତ?
Anonymous voting

ମିଛୁ ମହାନ୍ତି କେଉଁ ନାଟକର ଏକ ଚରିତ୍ର?
Anonymous voting

ଗନ୍ଧର୍ବ କେଉଁ ନାଟକର ଏକ ଚରିତ୍ର?
Anonymous voting