1 004
مشترکین
-124 ساعت
+47 روز
+730 روز
آرشیو پست ها
1 004
📢 PADMABATI COMPUTER ACADEMY
🔔 IMPORTANT NOTICE – DUE CLEARANCE
ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଉଛି ଯେ, Course Fee / Due Amount ପୈଠ କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
📅 Extended Last Date: 10 September 2026
ସମସ୍ତ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜର ସମସ୍ତ Due Clear କରିବାକୁ ଅନୁରୋଧ କରାଯାଉଛି।
⚠️ 10 September ପରେ Due ରହିଲେ ଏକାଡେମି ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରେ।
ଧନ୍ୟବାଦ
PADMABATI COMPUTER ACADEMY
1 004
📢 ପରୀକ୍ଷା ସୂଚନା
ପଦ୍ମାବତୀ କମ୍ପ୍ୟୁଟର ଏକାଡେମି
ଯେଉଁ ଛାତ୍ରଛାତ୍ରୀମାନେ MS Word 2nd Exam ରେ କମ୍ ମାର୍କ ରଖିଛନ୍ତି, ସେମାନଙ୍କ ପାଇଁ ପୁଣିଥରେ Exam ରଖାଯାଇଛି।
📅 ତାରିଖ:3sep2026
⏰ ସମୟ: ସକାଳ ୭:୦୦ଟା
ସମସ୍ତ ସମ୍ପୃକ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଭାବରେ Exam ରେ ଭାଗ ନିଅନ୍ତୁ ଏବଂ ପାସ୍ ମାର୍କ ହାସଲ କରି Excel Class ରେ Join କରନ୍ତୁ।
⚠️ Exam କୁ ଅବହେଳା କରନ୍ତୁ ନାହିଁ।
— Padmabati Computer Academy
1 004
📢 ପରୀକ୍ଷା ସୂଚନା
ପଦ୍ମାବତୀ କମ୍ପ୍ୟୁଟର ଏକାଡେମି
ଯେଉଁ ଛାତ୍ରଛାତ୍ରୀମାନେ MS Word Exam ରେ କମ୍ ମାର୍କ ରଖିଛନ୍ତି, ସେମାନଙ୍କ ପାଇଁ ପୁଣିଥରେ Exam ରଖାଯାଇଛି।
📅 ତାରିଖ: ଆସନ୍ତାକାଲି
⏰ ସମୟ: ସକାଳ ୭:୦୦ଟା
ସମସ୍ତ ସମ୍ପୃକ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଭାବରେ Exam ରେ ଭାଗ ନିଅନ୍ତୁ ଏବଂ ପାସ୍ ମାର୍କ ହାସଲ କରି Excel Class ରେ Join କରନ୍ତୁ।
⚠️ Exam କୁ ଅବହେଳା କରନ୍ତୁ ନାହିଁ।
— Padmabati Computer Academy
1 004
📢 ଜରୁରୀ ସୂଚନା
ପଦ୍ମାବତୀ କମ୍ପ୍ୟୁଟର ଏକାଡେମି
ଏତଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଉଛି କି, ଆସନ୍ତାକାଲି ରବିବାର ସକାଳ ୯ଟା ସମୟରେ ଗଣେଶ ପୂଜା ଆୟୋଜନ ସମ୍ବନ୍ଧରେ ଏକ ଷ୍ଟୁଡେଣ୍ଟ ମିଟିଂ ଅନୁଷ୍ଠିତ ହେବ।
ସମସ୍ତ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ଗଣେଶ ପୂଜା କିପରି ଏବଂ କେଉଁ ଭାବରେ ଆୟୋଜନ କରାଯିବ, ସେ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ।
🕘 ସମୟ: ସକାଳ ୯:୦୦
📅 ଦିନ: ଆସନ୍ତାକାଲି, ରବିବାର
📍 ସ୍ଥାନ: ପଦ୍ମାବତୀ କମ୍ପ୍ୟୁଟର ଏକାଡେମି
ଆପଣମାନଙ୍କର ଉପସ୍ଥିତି ଓ ସହଯୋଗ ଅତ୍ୟନ୍ତ ଆବଶ୍ୟକ।
🙏 ଧନ୍ୟବାଦ
ପଦ୍ମାବତୀ କମ୍ପ୍ୟୁଟର ଏକାଡେମି
