ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

Pca Bonth

Pca Bonth

الذهاب إلى القناة على Telegram

Computer Institutions

إظهار المزيد
1 014
المشتركون
لا توجد بيانات24 ساعات
لا توجد بيانات7 أيام
+430 أيام
أرشيف المشاركات
photo content

photo content

ଆସନ୍ତା କାଲି ର ସମସ୍ତ କ୍ଲାସ ସୁସ୍ପେଣ୍ଡ କରି ଦିଆ ଯାଇଛି... 8ଘଟିକା ସମୟ ରେ ଏକ ଷ୍ଟୁଡେଣ୍ଟ ମିଟିଂ ରଖା ଯାଇଛି... Meeting attend compulsory

photo content

photo content

📢 ଜରୁରୀ ସୂଚନା 📢 PADMABATI COMPUTER ACADEMY (PCA), BANTH ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଉଛି ଯେ, କଲେଜ ନିର୍ବାଚନ ହେତୁ ଆସନ୍ତାକାଲି ତାରିଖ ୧୫ ଅକ୍ଟୋବର ୨୦୨୬ (ଗୁରୁବାର) ଦିନ ବନ୍ତ PCA କେନ୍ଦ୍ର ବନ୍ଦ ରହିବ। ଏଥିପାଇଁ ଆସନ୍ତାକାଲି କୌଣସି କ୍ଲାସ୍ ହେବ ନାହିଁ। ପରବର୍ତ୍ତୀ କ୍ଲାସ୍ ନିୟମିତ ସମୟରେ ଅନୁଷ୍ଠିତ ହେବ। ଏହି ସୂଚନାକୁ ସମସ୍ତ ଛାତ୍ରଛାତ୍ରୀ ଗୁରୁତ୍ୱର ସହ ଗ୍ରହଣ କରନ୍ତୁ। ଧନ୍ୟବାଦ। ଆଦେଶାନୁସାରେ ପରିଚାଳନା କମିଟି Padmabati Computer Academy (PCA)

photo content

🌟 ଆମ ପିଲା, ଆମ ଗର୍ବ! 🌟 ପ୍ରିୟ ଛାତ୍ରଛାତ୍ରୀ, Padmabati Computer Academy ପରିବାର ପକ୍ଷରୁ କଲେଜ ଇଲେକ୍ସନ୍‌ରେ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ଆମର ସମସ୍ତ ପିଲାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 💐 ନିର୍ବାଚନରେ ଛିଡ଼ା ହେବା ହିଁ ତୁମର ସାହସ, ଆତ୍ମବିଶ୍ୱାସ ଓ ନେତୃତ୍ୱର ପରିଚୟ। ମନେ ରଖ, ନେତା ହେବାର ଅର୍ଥ କେବଳ ଜିତିବା ନୁହେଁ, ବରଂ ସମସ୍ତଙ୍କ ଭଲ ପାଇଁ କାମ କରିବା, ସମସ୍ତଙ୍କୁ ସମ୍ମାନ ଦେବା ଏବଂ ନିଜର ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇବା। ✅ ସବୁବେଳେ ସତ୍ୟର ପଥରେ ଚାଲ। ✅ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ମାନ ଦିଅ। ✅ ଶିକ୍ଷାକୁ ପ୍ରଥମ ପ୍ରାଥମିକତା ଦିଅ। ✅ ଜିତିଲେ ଅହଂକାର କର ନାହିଁ, ହାରିଲେ ହତାଶ ହୁଅ ନାହିଁ। ତୁମର ସଫଳତା ଅପେକ୍ଷା ତୁମର ଚରିତ୍ର, ବ୍ୟବହାର ଓ ନେତୃତ୍ୱ ଆମ ପାଇଁ ଅଧିକ ମୂଲ୍ୟବାନ। ତୁମେ ଯେଉଁଠି ରୁହ, ଯାହା ବି କର, ଆମ ଏକାଡେମୀର ନାମକୁ ଗର୍ବିତ କର। ❤️ Best Wishes to All Our Candidates! ❤️ ଶୁଭେଚ୍ଛା ସହ, Padmabati Computer Academy (PCA) ପରିବାର

Excel question

Photo from Sanjaya Kumar Lenka
Photo from Sanjaya Kumar Lenka

📢 URGENT NOTICE – PADMABATI COMPUTER ACADEMY Dear Students, ⚠️ FINAL DEADLINE: 10TH DECEMBER — NO EXTENSION! ⚠️ Please be informed that some students’ IDs have already been blocked due to non-payment of pending dues. 🔴 The deadline of 10th December has passed. No further extension will be granted. All students with outstanding dues must clear their payments immediately to restore their IDs and avoid further interruption to their classes. Please take this notice seriously and clear your dues without further delay. By Order Padmabati Computer Academy

EX CH 4

⚠️ LAST PAYMENT REMINDER Please clear your pending payment on or before 10th October 2026. This is the final reminder. If the payment is not received by the deadline, your access will be blocked without further notice. Please make the payment on time to avoid any inconvenience. Thank you for your cooperation.

📢 STUDENT DUE NOTICE All students are hereby informed that they must clear all pending dues on or before 10th October 2026. ⚠️ Important: If the dues are not cleared within the given deadline: - Your Student ID/Registration may be blocked. - Your Registration may be cancelled. - You may not be allowed to continue classes/examinations. 📌 If you have any genuine issue regarding payment, please inform the office before 5th October 2026 and discuss the matter with the management. ❗ After the deadline, no request will be considered. By Order Management PADMABATI COMPUTER ACADEMY (P.C.A.)

Excel Ch-1.pdf4.36 KB

photo content
+4

photo content
+9

photo content