10th Class Study
Ir al canal en Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Mostrar más3 841
Suscriptores
Sin datos24 horas
-127 días
-7030 días
Archivo de publicaciones
3 841
13 may 2024, 03:07
3 841
https://forms.gle/sRAssX2BpzVUir6Y7
ହିନ୍ଦୀ (TLH).... Practice test for class X
12 may 2024, 03:00
3 841
Life_Science_SCL_100_important_question_for_AHSC_Examination_2024.PDF2.93 KB
11 may 2024, 10:57
3 841
ପରୀକ୍ଷା_ଦର୍ପଣ_୨୦୨୦_ପରୀକ୍ଷା_ଦର୍ପଣ_ବିଜ୍ଞାନ_SciencePD.pdf4.14 MB
11 may 2024, 10:57
3 841
Pogo tv ରେ ପିଲାମାନଙ୍କ ପାଇଁ ଆସୁଛି ଜୟ ଜଗନ୍ନାଥ l ମେ 20 ସୋମବାର -ଶୁକ୍ରବାର ସକାଳ 9.30ରେ
11 may 2024, 04:49
3 841
REFRESHER TRAINING FOR PO AND PO1s - FINAL 13.04.2024
10 may 2024, 08:38
10 may 2024, ~11:19
3 841
https://forms.gle/bign1jepsiV1puKWA
ଇତିହାସ ଦଶମ ଶ୍ରେଣୀ
ଗାନ୍ଧୀ ଯୁଗ.. Online test
10 may 2024, 03:46
3 841
CLASS X ENGLISH EXAM LINK-DATE-10.05.2024 ,OPENING TIME-1.30 PM TO 4.00 PM https://forms.gle/htFKk3iwVEjeJP3j7
ଆଜି ଦଶମ English ର online ପରୀକ୍ଷା କରିବା 1.30 ରୁ ଆରମ୍ଭ ହେବ l
1.30 PM ରେ ଲିଙ୍କ ଖୋଲିବ l
10 may 2024, 03:46
3 841
https://forms.gle/ebJMeCXM7UeFVQCv6
https://docs.google.com/forms/d/e/1FAIpQLScK37bwoZ09lKyUg6lNbFVUGKuw8x8FZAjxuQxRMhp9pxUfgQ/viewform
20 ପ୍ରଶ୍ନର ଭୂଗୋଳ ପ୍ରଶ୍ନ ଉତ୍ତର ନିଜ ଖାତାରେ କର ଆଉ ଠିକ ଉତ୍ତରକୁ ଲିଙ୍କ ରେ ଛୁଇଁ ଶେଷରେ 20 ମାର୍କ ରୁ କେତେ ପାଇଲା ଚେକ କଲେ ଜାଣିପାରିବ l
10 may 2024, 03:46
3 841
୬
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ॥
ଦର୍ପଯୁକ୍ତ ଯୋଦ୍ଧାମାନଙ୍କ ନିବାସସ୍ଥଳ ଯେଉଁଠାରେ ସେମାନଙ୍କ ଶରୀର ଶତ୍ରୁସମୂହଙ୍କ ରକ୍ତରେ ରଞ୍ଜିତ ହୋଇଥାଏ (ବା ଶତ୍ରୁମାନଙ୍କୁ ବିନାଶ କରିବାରେ ପାରଙ୍ଗମ), ଯାହା ପାଇଁ ସେମାନେ ବିଶ୍ୱର ସମସ୍ତସ୍ଥାନର ଶ୍ରେଷ୍ଠ ପୁରୁଷମାନଙ୍କ ସ୍ନେହ ଓ ଆଦର ଓ ସମ୍ମାନ ପାଇଛନ୍ତି, ସେହି ଉତ୍କଳ ଦେଶର ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
ସୁରବର = ଯୋଦ୍ଧା, ଗେହା = ଘର, ସ୍ଥାନ ଦର୍ପିତ-ଦେହା = ଦେହ ଦର୍ପଯୁକ୍ତ, ଅରିକୁଳ = ଶତ୍ରୁସମୂହ, ଶୋଣିତ = ରକ୍ତ, ଚର୍ଚ୍ଚିତ = ଲିପା ହୋଇଥିବା, ବିଶ୍ୱ ଭୂମଣ୍ଡଳ = ସମଗ୍ର ବିଶ୍ୱର ଭୂମି , କୃତବର = ଶ୍ରେଷ୍ଠ ବରପୁତ୍ର
ଏହି ପଦରେ ଗେହା, ଦେହା ଓ ସ୍ନେହା ଶବ୍ଦ ଲାଳିତ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଛି ।
୭
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ॥
କବିଶ୍ରେଷ୍ଠ ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ଯିଏ ବନ୍ଦିତ ହୁଏ, ଯାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ଘୋଷିତ ହୁଏ, ଯିଏ ସର୍ବଦା ଧନରେ, ପୁଣ୍ୟରେ ସନ୍ତାନ ମାନଙ୍କୁ ନିଜକୋଳରେ ଶରଣ ଦେଇଥାଏ, ସେହି ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
କବିକୁଳ ମୌଳି = କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସୁନନ୍ଦନ- ବନ୍ଦ୍ୟା = ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ବନ୍ଦିତ, ଭୁବନ = ପୃଥିବୀ, ବିଘୋଷିତ = ଘୋଷଣା ହେବା, ଅନିନ୍ଦ୍ୟା = ପ୍ରଶଂସନୀୟ
10 may 2024, 03:46
