ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

10th Class Study

10th Class Study

前往频道在 Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

显示更多
3 841
订阅者
无数据24 小时
-127 天
-7030 天
帖子存档
https://forms.gle/k18c7erDeDXa9dYF6 SCP ଅଭ୍ୟାସ online ରେ ଦିଅ l
14 5月 2024, 09:32

Trigonometry Relation
Trigonometry Relation
14 5月 2024, 04:45

+6
Basic Se English Bolna Sikhen Class 6.pdf8.75 KB
13 5月 2024, 21:16

CBSE Board Class 12th Exam Result Declared
CBSE Board Class 12th Exam Result Declared
13 5月 2024, 03:07

https://forms.gle/Et3XrmN5hi1PRaAZ9 TLS( ସଂସ୍କୃତ) Practice Test
12 5月 2024, 03:00

https://forms.gle/sRAssX2BpzVUir6Y7 ହିନ୍ଦୀ (TLH).... Practice test for class X
12 5月 2024, 03:00

ରାସାୟନିକ_ପ୍ରତିକ୍ରିୟା_ଓ_ସମୀକରଣ_long_question_X.pdf4.54 MB
11 5月 2024, 10:57

+4
Life_Science_SCL_100_important_question_for_AHSC_Examination_2024.PDF2.93 KB
11 5月 2024, 10:57

+4
ପରୀକ୍ଷା_ଦର୍ପଣ_୨୦୨୦_ପରୀକ୍ଷା_ଦର୍ପଣ_ବିଜ୍ଞାନ_SciencePD.pdf4.14 MB
11 5月 2024, 10:57

+2
ପୋଷଣ Notes .pdf6.63 KB
11 5月 2024, 10:57

11 5月 2024, 10:47

Pogo tv ରେ ପିଲାମାନଙ୍କ ପାଇଁ ଆସୁଛି ଜୟ ଜଗନ୍ନାଥ l ମେ 20 ସୋମବାର -ଶୁକ୍ରବାର ସକାଳ 9.30ରେ
Pogo tv ରେ ପିଲାମାନଙ୍କ ପାଇଁ ଆସୁଛି ଜୟ ଜଗନ୍ନାଥ l ମେ 20 ସୋମବାର -ଶୁକ୍ରବାର ସକାଳ 9.30ରେ
11 5月 2024, 04:49

All things Bright and Beautiful Important long question
All things Bright and Beautiful Important long question
10 5月 2024, 08:38

REFRESHER TRAINING FOR PO AND PO1s - FINAL 13.04.2024
10 5月 2024, 08:38
10 5月 2024, ~11:19

https://forms.gle/bign1jepsiV1puKWA ଇତିହାସ ଦଶମ ଶ୍ରେଣୀ ଗାନ୍ଧୀ ଯୁଗ.. Online test
10 5月 2024, 03:46

CLASS X ENGLISH EXAM LINK-DATE-10.05.2024 ,OPENING TIME-1.30 PM TO 4.00 PM https://forms.gle/htFKk3iwVEjeJP3j7 ଆଜି ଦଶମ English ର online ପରୀକ୍ଷା କରିବା 1.30 ରୁ ଆରମ୍ଭ ହେବ l 1.30 PM ରେ ଲିଙ୍କ ଖୋଲିବ l
10 5月 2024, 03:46

https://forms.gle/ebJMeCXM7UeFVQCv6 https://docs.google.com/forms/d/e/1FAIpQLScK37bwoZ09lKyUg6lNbFVUGKuw8x8FZAjxuQxRMhp9pxUfgQ/viewform 20 ପ୍ରଶ୍ନର ଭୂଗୋଳ ପ୍ରଶ୍ନ ଉତ୍ତର ନିଜ ଖାତାରେ କର ଆଉ ଠିକ ଉତ୍ତରକୁ ଲିଙ୍କ ରେ ଛୁଇଁ ଶେଷରେ 20 ମାର୍କ ରୁ କେତେ ପାଇଲା ଚେକ କଲେ ଜାଣିପାରିବ l
10 5月 2024, 03:46

photo content
10 5月 2024, 03:46

୬ ଉତ୍କଳ ସୁରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ॥ ଦର୍ପଯୁକ୍ତ ଯୋଦ୍ଧାମାନଙ୍କ ନିବାସସ୍ଥଳ ଯେଉଁଠାରେ ସେମାନଙ୍କ ଶରୀର ଶତ୍ରୁସମୂହଙ୍କ ରକ୍ତରେ ରଞ୍ଜିତ ହୋଇଥାଏ (ବା ଶତ୍ରୁମାନଙ୍କୁ ବିନାଶ କରିବାରେ ପାରଙ୍ଗମ), ଯାହା ପାଇଁ ସେମାନେ ବିଶ୍ୱର ସମସ୍ତସ୍ଥାନର ଶ୍ରେଷ୍ଠ ପୁରୁଷମାନଙ୍କ ସ୍ନେହ ଓ ଆଦର ଓ ସମ୍ମାନ ପାଇଛନ୍ତି, ସେହି ଉତ୍କଳ ଦେଶର ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ । ସୁରବର = ଯୋଦ୍ଧା, ଗେହା = ଘର, ସ୍ଥାନ ଦର୍ପିତ-ଦେହା = ଦେହ ଦର୍ପଯୁକ୍ତ, ଅରିକୁଳ = ଶତ୍ରୁସମୂହ, ଶୋଣିତ = ରକ୍ତ, ଚର୍ଚ୍ଚିତ = ଲିପା ହୋଇଥିବା, ବିଶ୍ୱ ଭୂମଣ୍ଡଳ = ସମଗ୍ର ବିଶ୍ୱର ଭୂମି , କୃତବର = ଶ୍ରେଷ୍ଠ ବରପୁତ୍ର ଏହି ପଦରେ ଗେହା, ଦେହା ଓ ସ୍ନେହା ଶବ୍ଦ ଲାଳିତ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଛି । ୭ କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା, ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ॥ କବିଶ୍ରେଷ୍ଠ ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ଯିଏ ବନ୍ଦିତ ହୁଏ, ଯାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ଘୋଷିତ ହୁଏ, ଯିଏ ସର୍ବଦା ଧନରେ, ପୁଣ୍ୟରେ ସନ୍ତାନ ମାନଙ୍କୁ ନିଜକୋଳରେ ଶରଣ ଦେଇଥାଏ, ସେହି ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ । କବିକୁଳ ମୌଳି = କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସୁନନ୍ଦନ- ବନ୍ଦ୍ୟା = ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ବନ୍ଦିତ, ଭୁବନ = ପୃଥିବୀ, ବିଘୋଷିତ = ଘୋଷଣା ହେବା, ଅନିନ୍ଦ୍ୟା = ପ୍ରଶଂସନୀୟ
10 5月 2024, 03:46