CAREER STUDY CLASSES 📘📚📝
Ir al canal en Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Mostrar más674
Suscriptores
Sin datos24 horas
-57 días
-4030 días
Archivo de publicaciones
ନମସ୍କାର ସମସ୍ତଙ୍କୁ 🙏
ମୁଁ ତୁମର ପ୍ରିୟ SIR,
ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା ।
ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍
ନିଜର ଫଟୋ ଉଠାଇ share କରିବ
DP ରେ all students PIC files Prepare ହେବ,,,,
https://t.me/carrerstudyclasses
👆👆👆👆👆🔗🔗🔜🔜🔜
Join all should ...
୧- ସମ ବିଭାଜନ ରେ ନ୍ୟଷ୍ଟି ବିଭାଜନ ର ଚାରୋଟି ଅବସ୍ଥା(vvimp)
୨- ସପୁଷ୍ପକ ଉଦ୍ଭିଦ ର ସମୟନ ପ୍ରକ୍ରିୟା(vvimp)
୩- ଆଲୋକସ୍ଲେଷଣ
୪- ମେଣ୍ଡେଲ୍ ଦୁଇସଙ୍କରଣ ପରୀକ୍ଷଣ(vvimp)
୫- ଜଙ୍ଗଲ ସୁରକ୍ଷାର ଜଙ୍ଗଲ ସମ୍ପଦ ର ଅଂଶୀଦାର ର ଭୂମିକା (imp)
୬- ଗ୍ଲୋବାଲ ୱର୍ମିଂ
୭- covid ୧୯ ଟିକା ପ୍ରସ୍ତୁତି(vvimp)
୮- ଗ୍ଲୋମେରୁଲସ ରେ ରକ୍ତ ଛଣା କାର୍ଯ୍ୟ କିପରି ସମ୍ପାଦିତ ହୁଏ (vvimp)
୯- କୋଷ ରେ ସାଇଟ୍ରିକ୍ ଚକ୍ର
୧୦- ଖାଦ୍ୟ ଶୃଙ୍ଖଳ
1- ବିଦ୍ୟୁତ୍ ସ୍ରୋତର ପ୍ରଭାବ କଣ?
ଜୁଲ୍ ଙ୍କ ତାପଜ ବିଦ୍ୟୁତ୍ ନିୟମ ନିଗମନ କର। (Vvimp)
୨- ବ୍ଲିଚିଂ ପାଉଡର ପ୍ରସ୍ତୁତି ଓ ବ୍ୟବହାର(vvimp)
୩- PH SCALE
୪- ବିଦ୍ୟୁତ୍ ସ୍ରୋତ ଓ ବିଭାବାନ୍ତର ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ, ପରିପଥ ରେ କିପରି ସଂଯୁକ୍ତ କରାଯାଏ ଚିତ୍ର ସହ (vvimp)
୫- ଖାଇବା ସୋଢା ରୁ ଧୋଇବା ସୋଢା କିପରି ପ୍ରସ୍ତୁତ କରାଯାଏ, ସମୀକରଣ ସହ ଲେଖ
ବ୍ୟବହାର(vvimp)
୬- ଆଲୋକ ର ପ୍ରତିଫଳନ କଣ ଓ ନିୟମ ଦୁଇଟି
୭- ଜାରଣ ଓ ବିଯାରଣ
୮- ଉତ୍ତଳ ଦର୍ପଣ ରେ ଅଭାସୀ ପ୍ରତିବିମ୍ବ ( ଚିତ୍ର)
୯-ପୃକ୍ତ କାର୍ବନ ଅପୃକ୍ତ କାର୍ବନ
୧୦-ବିଦ୍ୟୁତ୍ ପାୱାର କଣ
ଏହାର ସୂତ୍ର ଓ ଏକକ (vvimp)
୧୧- ଦୂର ଦୃଷ୍ଟି ସମୀପ ଦୃଷ୍ଟି
🟪 ସୁରୁଖୁରୁରେ ସରିଲା ତୃତୀୟ ଦିନର ଗଣିତ ପରୀକ୍ଷା
ଗଣିତରେ କପି କରି ଧରାପଡ଼ିଲେ ୫ ପରୀକ୍ଷାର୍ଥୀ
AI କ୍ୟାମେରା ଧରାପଡ଼ିଲେ ୫ ପରୀକ୍ଷାର୍ଥୀ
୬୦୦ ସେଣ୍ଟରରୁ ଲାଇଭ କରାଯାଉଛି ବୋର୍ଡ
NTA JEEMAIN Session II Exam April 2025
Correction / Edit Form Link Available Now
https://examinationservices.nic.in/JeeMain2025/root/Home.aspx?enc=Ei4cajBkK1gZSfgr53ImFVj34FesvYg1WX45sPjGXBqTRkzOFoiGPd1JFIpDHbov
✅ ODISHA POLICE RECRUITMENT UPDATE
🦠 8th March 2024 - For All students
🦠 09th March - Technical Paper ( Station Officer Fire )
📚🔱 Happy Maha Shivaratri to all Students! 🔱📚
May Lord Shiva bless you with sharp focus, wisdom, and success in your studies! 🕉️✨ Stay dedicated, work hard, and conquer all challenges like a true warrior! 💪🔥
Har Har Mahadev! 🚩🙏
