ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
645
المشتركون
-324 ساعات
-47 أيام
-1730 أيام
أرشيف المشاركات
27 فبراير 2025, 21:53

+8
ପରୀକ୍ଷା_ଦର୍ପଣ_୨୦୨୦_ପରୀକ୍ଷା_ଦର୍ପଣ_ବିଜ୍ଞାନ_SciencePD.pdf4.14 MB
27 فبراير 2025, 10:53

ଧ୍ୟାନ ଦିଅ Sure ବଳି କୁହାଯାଇଛି କିନ୍ତୁ ସେଇ ଉପରେ ଜୀବନୀ ଅବୁ Previous Year Question ହେଲା Real Questions ନୁହଁ
27 فبراير 2025, 10:53

photo content
+5
27 فبراير 2025, 10:53
20 مارس 2025, ~10:45

ନମସ୍କାର ସମସ୍ତଙ୍କୁ 🙏 ମୁଁ ତୁମର ପ୍ରିୟ SIR, ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @rajendra143_2k ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଆଉ ଯେତିକି ପିଲା ଦେଇଥିବ ତାଙ୍କ ଭିତରେ ଯିଏ 1,2,3 ହେଇଥିବ ତାକୁ ପୁରସ୍କୁତ କରାଯିବ.. 👍 ନିଜର ଫଟୋ ଉଠାଇ share କରିବ DP ରେ all students PIC files Prepare ହେବ,,,, https://t.me/carrerstudyclasses 👆👆👆👆👆🔗🔗🔜🔜🔜 Join all should ...
27 فبراير 2025, 08:13

୧- ସମ ବିଭାଜନ ରେ ନ୍ୟଷ୍ଟି ବିଭାଜନ ର ଚାରୋଟି ଅବସ୍ଥା(vvimp) ୨- ସପୁଷ୍ପକ ଉଦ୍ଭିଦ ର ସମୟନ ପ୍ରକ୍ରିୟା(vvimp) ୩- ଆଲୋକସ୍ଲେଷଣ ୪- ମେଣ୍ଡେଲ୍ ଦୁଇସଙ୍କରଣ ପରୀକ୍ଷଣ(vvimp) ୫- ଜଙ୍ଗଲ ସୁରକ୍ଷାର ଜଙ୍ଗଲ ସମ୍ପଦ ର ଅଂଶୀଦାର ର ଭୂମିକା (imp) ୬- ଗ୍ଲୋବାଲ ୱର୍ମିଂ ୭- covid ୧୯ ଟିକା ପ୍ରସ୍ତୁତି(vvimp) ୮- ଗ୍ଲୋମେରୁଲସ ରେ ରକ୍ତ ଛଣା କାର୍ଯ୍ୟ କିପରି ସମ୍ପାଦିତ ହୁଏ (vvimp) ୯- କୋଷ ରେ ସାଇଟ୍ରିକ୍ ଚକ୍ର ୧୦- ଖାଦ୍ୟ ଶୃଙ୍ଖଳ
27 فبراير 2025, 04:16

1- ବିଦ୍ୟୁତ୍ ସ୍ରୋତର ପ୍ରଭାବ କଣ? ଜୁଲ୍ ଙ୍କ ତାପଜ ବିଦ୍ୟୁତ୍ ନିୟମ ନିଗମନ କର। (Vvimp) ୨- ବ୍ଲିଚିଂ ପାଉଡର ପ୍ରସ୍ତୁତି ଓ ବ୍ୟବହାର(vvimp) ୩- PH SCALE ୪- ବିଦ୍ୟୁତ୍ ସ୍ରୋତ ଓ ବିଭାବାନ୍ତର ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ, ପରିପଥ ରେ କିପରି ସଂଯୁକ୍ତ କରାଯାଏ ଚିତ୍ର ସହ (vvimp) ୫- ଖାଇବା ସୋଢା ରୁ ଧୋଇବା ସୋଢା କିପରି ପ୍ରସ୍ତୁତ କରାଯାଏ, ସମୀକରଣ ସହ ଲେଖ ବ୍ୟବହାର(vvimp) ୬- ଆଲୋକ ର ପ୍ରତିଫଳନ କଣ ଓ ନିୟମ ଦୁଇଟି ୭- ଜାରଣ ଓ ବିଯାରଣ ୮- ଉତ୍ତଳ ଦର୍ପଣ ରେ ଅଭାସୀ ପ୍ରତିବିମ୍ବ ( ଚିତ୍ର) ୯-ପୃକ୍ତ କାର୍ବନ ଅପୃକ୍ତ କାର୍ବନ ୧୦-ବିଦ୍ୟୁତ୍ ପାୱାର କଣ ଏହାର ସୂତ୍ର ଓ ଏକକ (vvimp) ୧୧- ଦୂର ଦୃଷ୍ଟି ସମୀପ ଦୃଷ୍ଟି
27 فبراير 2025, 04:16

🟪 ସୁରୁଖୁରୁରେ ସରିଲା ତୃତୀୟ ଦିନର ଗଣିତ ପରୀକ୍ଷା ଗଣିତରେ କପି କରି ଧରାପଡ଼ିଲେ ୫ ପରୀକ୍ଷାର୍ଥୀ AI କ୍ୟାମେରା ଧରାପଡ଼ିଲେ ୫ ପରୀକ୍ଷାର୍ଥୀ ୬୦୦ ସେଣ୍ଟରରୁ ଲାଇଭ କରାଯାଉଛି ବୋର୍ଡ
27 فبراير 2025, 04:15

27 فبراير 2025, 04:15

✅ ODISHA POLICE RECRUITMENT UPDATE 🦠 8th March 2024 - For All students 🦠 09th March - Technical Paper ( Station Officer Fire )
27 فبراير 2025, 04:15

NAYAGARH HOME GUARD RECRUITMENT
27 فبراير 2025, 04:15

PURI HOME GUARD RECRUITMENT
27 فبراير 2025, 04:15

BALASORE HOME GUARD RECRUITMENT
BALASORE HOME GUARD RECRUITMENT
27 فبراير 2025, 04:15

ROURKELA HOME GUARD RECRUITMENT
ROURKELA HOME GUARD RECRUITMENT
27 فبراير 2025, 04:15

it's our official disscus group All should be join 🙂🙂
27 فبراير 2025, 04:12

27 فبراير 2025, 04:11

27 فبراير 2025, 03:35