es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
672
Suscriptores
Sin datos24 horas
-47 días
-3930 días
Archivo de publicaciones
Kn karuchhanti sabu Ur any problem with uu 😔😒😞😔 Don't worry about Secretary officer by ✍️ @rajendra143_2k Supported by ✍️✍️ CARRER STUDY CLASSES TEAM 🗽🗽🗽🗽

Hello my dear students good evening all of...

⚪ନିଶାଡ଼ି, ଅଣଛାତ୍ରଙ୍କ ଉତ୍ପାତରେ ଅଣନିଶ୍ବାସୀ ବାଣୀବିହାର⚪ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ସୁରକ୍ଷାକୁ ନେଇ ଏବେ ବଡ଼ ସଂକଟ ଉଭା ହୋଇଛି। ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ବେ କ୍ୟାମ୍ପସ୍‌ରେ ଅସାମାଜିକ ଅଣଛାତ୍ର ବେଧଡ଼କ ପଶୁଛନ୍ତି। ନିଶା ଖାଇ କେତେବେଳେ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି ତ କେତେବେଳେ ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଏମିତିକି ଛାତ୍ରୀଙ୍କୁ ଟଣାଓଟରା କରିବାକୁ ପଛାଉ ନାହାନ୍ତି। ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ଆହୁରି ସଙ୍ଗିନ୍‌ ହୋଇପଡ଼ୁଛି। ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ କ୍ୟାମ୍ପସ୍‌ରେ ଓପନ୍‌ ବାର୍‌ ସୃଷ୍ଟି ହେଉଛି। ଖୋଲାଖୋଲି ମଦ ପିଇବା ସହ ଗଞ୍ଜେଇ ଟାଣୁଛନ୍ତି। ଯିଏ ପ୍ରତିବାଦ କଲା ସେମାନଙ୍କୁ ଆକ୍ରମଣ କରାଯାଉଛି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଏଭଳି ସ୍ଥିତିକୁ ନେଇ ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦ୍‌ବେଗର ବିଷୟ ଯେ, ସ୍ଥାନୀୟ ପୁଲିସ୍‌ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥିଲେ ବି ହାତଟେକି ଦେଇଛନ୍ତି।

🌸🌸🌸 ଜାନୁଆରୀ ୩୧ରେ ଶେଷ ହେବ ଇ କେୱାସି। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ। ବୋଧେ ଭୟରେ ଇ କେୱାଇସି ପାଇଁ ଆସୁନାହାନ୍ତି। ଖୁବଶୀଘ୍ର ସରେଣ୍ଡର କଲେ ଭଲ। ବ୍ଲକରେ ୩୦୦ରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ, ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ: କୃଷ୍ଣ ଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ

✅ Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ -ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ -ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ -ଜବାବ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଉଭୟ କ୍ୟାବ୍‌ ସଂସ୍ଥାକୁ ନିର୍ଦ୍ଦେଶ

1943 :: Netaji Subhas Chandra Bose Forms Provisional Government of Free India
1943 :: Netaji Subhas Chandra Bose Forms Provisional Government of Free India

Last Available Photo of Netaji Subhas Chandra Bose On His Arrival at Saigon On 17th August 1945
Last Available Photo of Netaji Subhas Chandra Bose On His Arrival at Saigon On 17th August 1945

ଅନ୍ୟାନ୍ୟ
+4
ଅନ୍ୟାନ୍ୟ

NEP UPDATE
+2
NEP UPDATE

🙅🙅😏🙅🙅🙅
🙅🙅😏🙅🙅🙅

ସୁଭଦ୍ରା ଯୋଜନା କଥା
ସୁଭଦ୍ରା ଯୋଜନା କଥା

ଗ୍ରୀଷ୍ମ କମିଂ
ଗ୍ରୀଷ୍ମ କମିଂ

ଶିମିଳିପାଳ ବୁଲିବାକୁ ଯାଉଥିଲେ.......
ଶିମିଳିପାଳ ବୁଲିବାକୁ ଯାଉଥିଲେ.......

ଜାନୁଆରୀ ୨୩ ଆସିଲେ ହିଁ କେବଳ ମନେ ପଡ଼ିବେ ନେତାଜୀ🤐
+1
ଜାନୁଆରୀ ୨୩ ଆସିଲେ ହିଁ କେବଳ ମନେ ପଡ଼ିବେ ନେତାଜୀ🤐

✅ ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର -ଅବସରପ୍ରାପ୍ତ IAS ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ -ସ୍ଥାନ ପାଇଲେ ୩ ସଦସ୍ୟ, ଜଣେ ମେମ୍ବର ସେକ୍ରେଟାରୀ -XIMB ପ୍ରଫେସର ଅସିତ ରଂଜନ ମହାନ୍ତି ସଦସ୍ୟ -ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ସଦସ୍ୟ -ଟିସ୍‌ ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ମନୋନୀତ -ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ ମେମ୍ବର ସେକ୍ରେଟାରୀ

✅ ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା ନିୟମାବଳୀ-୨୦୧୭ ସଂଶୋଧିତ -ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି -ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ -ଅଧିକ ମେଡିକାଲ୍‌ କଲେଜ କରି ଅଧିକ ଡାକ୍ତର ସୃଷ୍ଟି କରିବୁ -ତ୍ବରିତ ଭାବେ ୫ ହଜାର ଡାକ୍ତର ପଦ ପୂରଣ କରିବୁ -୧୨୪ ଡେଣ୍ଟାଲ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି

🤯 ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ -ରାଜ୍ୟର ୧୫୭ ପୁରୁଷ ସୁଭଦ୍ରାରେ ଆବେଦନ କରିଛନ୍ତି -ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

🟪 ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ -‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ’ -ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ- କୃଷ୍ଣଚନ୍ଦ୍ର ପାତ୍ର -‘କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି’