ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
645
المشتركون
لا توجد بيانات24 ساعات
-47 أيام
-1630 أيام
أرشيف المشاركات
🌸ଆଜି ଜାତୀୟ କନ୍ୟା ସନ୍ତାନ ଦିବସ🌸 କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୪ ତାରିଖକୁ ‘ଜାତୀୟ କନ୍ୟା ଦିବସ’ ଭାବେ ପାଳନ କରାଯାଏ। । ପ୍ରତ୍ୟେକ କ୍ଷେତ୍ରରେ କନ୍ୟା ସନ୍ତାନଙ୍କୁ ସମର୍ଥନ କରିବା ଓ ସେମାନଙ୍କ ପାଇଁ ଅଧିକରୁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । କନ୍ୟା ସନ୍ତାନମାନଙ୍କ ସାମାଜିକ ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସେମାନେ ଏକ ସମ୍ମାନଜନକ ଜୀବନ ଜିଇଁବା ଦିଗରେ ଗୃହ, ଗୋଷ୍ଠୀ ଏବଂ ଅନୁଷ୍ଠାନମାନଙ୍କରେ ଅନୁକୂଳ ବାତାବରଣ ନିର୍ମାଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସ୍ତରରେ ଏବଂ ବିଭିନ୍ନ ଜିଲ୍ଲାଗୁଡ଼ିକରେ ଏହି ଦିବସ ପାଳନ କରାଯାଏ। ଜାତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଜାତୀୟ କନ୍ୟା ଦିବସ ପାଳନ ପାଇଁ ପଦକ୍ଷେପ ନିଆଯାଇଥିଲା।
23 يناير 2025, 22:12

photo content
+5
23 يناير 2025, 08:34

ଦଶମ_ଶ୍ରେଣୀ_ପରୀକ୍ଷା_ଦର୍ପଣ_୨୦୨୫_250123_160047.pdf8.88 MB
23 يناير 2025, 08:34

Kn karuchhanti sabu Ur any problem with uu 😔😒😞😔 Don't worry about Secretary officer by ✍️ @rajendra143_2k Supported by ✍️✍️ CARRER STUDY CLASSES TEAM 🗽🗽🗽🗽
23 يناير 2025, 08:31

Hello my dear students good evening all of...
23 يناير 2025, 08:29

⚪ନିଶାଡ଼ି, ଅଣଛାତ୍ରଙ୍କ ଉତ୍ପାତରେ ଅଣନିଶ୍ବାସୀ ବାଣୀବିହାର⚪ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ସୁରକ୍ଷାକୁ ନେଇ ଏବେ ବଡ଼ ସଂକଟ ଉଭା ହୋଇଛି। ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ବେ କ୍ୟାମ୍ପସ୍‌ରେ ଅସାମାଜିକ ଅଣଛାତ୍ର ବେଧଡ଼କ ପଶୁଛନ୍ତି। ନିଶା ଖାଇ କେତେବେଳେ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି ତ କେତେବେଳେ ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଏମିତିକି ଛାତ୍ରୀଙ୍କୁ ଟଣାଓଟରା କରିବାକୁ ପଛାଉ ନାହାନ୍ତି। ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ଆହୁରି ସଙ୍ଗିନ୍‌ ହୋଇପଡ଼ୁଛି। ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ କ୍ୟାମ୍ପସ୍‌ରେ ଓପନ୍‌ ବାର୍‌ ସୃଷ୍ଟି ହେଉଛି। ଖୋଲାଖୋଲି ମଦ ପିଇବା ସହ ଗଞ୍ଜେଇ ଟାଣୁଛନ୍ତି। ଯିଏ ପ୍ରତିବାଦ କଲା ସେମାନଙ୍କୁ ଆକ୍ରମଣ କରାଯାଉଛି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଏଭଳି ସ୍ଥିତିକୁ ନେଇ ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦ୍‌ବେଗର ବିଷୟ ଯେ, ସ୍ଥାନୀୟ ପୁଲିସ୍‌ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥିଲେ ବି ହାତଟେକି ଦେଇଛନ୍ତି।
23 يناير 2025, 08:28

🌸🌸🌸 ଜାନୁଆରୀ ୩୧ରେ ଶେଷ ହେବ ଇ କେୱାସି। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ। ବୋଧେ ଭୟରେ ଇ କେୱାଇସି ପାଇଁ ଆସୁନାହାନ୍ତି। ଖୁବଶୀଘ୍ର ସରେଣ୍ଡର କଲେ ଭଲ। ବ୍ଲକରେ ୩୦୦ରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ, ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ: କୃଷ୍ଣ ଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ
23 يناير 2025, 08:28

✅ Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ -ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ -ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ -ଜବାବ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଉଭୟ କ୍ୟାବ୍‌ ସଂସ୍ଥାକୁ ନିର୍ଦ୍ଦେଶ
23 يناير 2025, 08:28

1943 :: Netaji Subhas Chandra Bose Forms Provisional Government of Free India
1943 :: Netaji Subhas Chandra Bose Forms Provisional Government of Free India
23 يناير 2025, 07:15

Last Available Photo of Netaji Subhas Chandra Bose On His Arrival at Saigon On 17th August 1945
Last Available Photo of Netaji Subhas Chandra Bose On His Arrival at Saigon On 17th August 1945
23 يناير 2025, 07:15

ଅନ୍ୟାନ୍ୟ
+4
ଅନ୍ୟାନ୍ୟ
23 يناير 2025, 07:15

NEP UPDATE
+2
NEP UPDATE
23 يناير 2025, 07:15

🙅🙅😏🙅🙅🙅
🙅🙅😏🙅🙅🙅
23 يناير 2025, 07:15

ସୁଭଦ୍ରା ଯୋଜନା କଥା
ସୁଭଦ୍ରା ଯୋଜନା କଥା
23 يناير 2025, 07:15

ଗ୍ରୀଷ୍ମ କମିଂ
ଗ୍ରୀଷ୍ମ କମିଂ
23 يناير 2025, 07:15

ଶିମିଳିପାଳ ବୁଲିବାକୁ ଯାଉଥିଲେ.......
ଶିମିଳିପାଳ ବୁଲିବାକୁ ଯାଉଥିଲେ.......
23 يناير 2025, 07:15

ଜାନୁଆରୀ ୨୩ ଆସିଲେ ହିଁ କେବଳ ମନେ ପଡ଼ିବେ ନେତାଜୀ🤐
+1
ଜାନୁଆରୀ ୨୩ ଆସିଲେ ହିଁ କେବଳ ମନେ ପଡ଼ିବେ ନେତାଜୀ🤐
23 يناير 2025, 07:15

photo content
+2
23 يناير 2025, 07:15

photo content
22 يناير 2025, 20:49

✅ ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର -ଅବସରପ୍ରାପ୍ତ IAS ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ -ସ୍ଥାନ ପାଇଲେ ୩ ସଦସ୍ୟ, ଜଣେ ମେମ୍ବର ସେକ୍ରେଟାରୀ -XIMB ପ୍ରଫେସର ଅସିତ ରଂଜନ ମହାନ୍ତି ସଦସ୍ୟ -ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ସଦସ୍ୟ -ଟିସ୍‌ ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ମନୋନୀତ -ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ ମେମ୍ବର ସେକ୍ରେଟାରୀ
22 يناير 2025, 12:38