es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
673
Suscriptores
Sin datos24 horas
-67 días
-3930 días
Archivo de publicaciones
✅ ADMIT CARD AHSC EXAMINATION-2025 FOR CC Candidate https://onlineapp.bseodisha.ac.in/HSCAdmitCard_2025/login_parent.aspx

🌸 ଆସିଲା ମାଟ୍ରିକ୍‌ ପରୀକ୍ଷା ଆଡମିଟ୍ କାର୍ଡ 🌸 ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ । ମାଟ୍ରିକ୍‌ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡ ୱେବସାଇଟରୁ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ www.bseodisha.ac.in ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡ୍‌ମିଟ୍ କାର୍ଡ ପାଇପାରିବେ।

✅ JEE MAIN JEE (Main) – 2025 : SESSION – 1 FINAL ANSWER KEY OF B.E. / B.Tech AS ON 09.02.2025

ପିଲାଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ପିଲାଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଖା ଯାଉ କଣ ହେଉଛି
ଦେଖା ଯାଉ କଣ ହେଉଛି

ଜାତୀୟ କୃମି ନାଶକ ଦିବସ
ଜାତୀୟ କୃମି ନାଶକ ଦିବସ

ସମାଜ ମାଟ୍ରିକ ମନ୍ତ୍ର 10_02_2025

ଶିକ୍ଷା ସମ୍ବାଦ ଓଡ଼ିଆ 10-02-2025

ପ୍ରମେୟ ମାଟ୍ରିକ୍ ଗାଇଡ୍ ଓଡ଼ିଆ 10-02-2025

+2
ଶିକ୍ଷା ସମ୍ବାଦ ସାମାଜିକ ବିଜ୍ଞାନ 09-02-2025

ପରୀକ୍ଷା_ଦର୍ପଣ_୨୦୨୫_ସାମାଜିକ_ବିଜ୍ଞାନ_ସେଟ_୩_SUBJECTIVE_ANS_PKS_1.pdf

ବାରବାଟୀ ତଥ୍ୟ
+1
ବାରବାଟୀ ତଥ୍ୟ

+2 EXAM 2025
+2 EXAM 2025

AIRTEL ଉପଭୋକ୍ତା ମାନଙ୍କ ପାଇଁ
AIRTEL ଉପଭୋକ୍ତା ମାନଙ୍କ ପାଇଁ