CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多645
订阅者
-324 小时
-47 天
-1730 天
帖子存档
✅ ଏଥର କେବଳ କଳା ରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ
▪️ ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ।
▪️ ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ।
▪️ପୂର୍ବରୁ ନୀଳ(ବ୍ଲୁ) ରଙ୍ଗରେ ଛାତ୍ରଛାତ୍ରୀ ଲେଖୁଥିବାବେଳେ ଏଥର କଟକଣା ଜାରି ହୋଇଛି।
▪️ ପରୀକ୍ଷା ଖାତା ସ୍କାନ ବେଳେ ବ୍ଲୁ କାଳି ଅସୁବିଧା ହେଉଛି।
▪️ ତେଣୁ ଛାତ୍ରଛାତ୍ରୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ।
▪️ଛାତ୍ରଛାତ୍ରୀଙ୍କୁ ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ କରାଇବେ।
▪️ଅନ୍ୟପକ୍ଷରେ ପରୀକ୍ଷା ସମୟ ୩ ଘଣ୍ଟା ଥିବାବେେଳ ତା ପୂର୍ବରୁ ଯଦି କେହି ପରୀକ୍ଷା ଖାତା ଦିଅନ୍ତି ତେବେ ତାଙ୍କୁ ପ୍ରଶ୍ନପତ୍ର ନେବାକୁ ଅନୁମତି ମିଳିବନି।
▪️ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।
▪️ ପରୀକ୍ଷା ୯ଟାରେ ଆରମ୍ଭ ହେବ।
ଛାତ୍ରଛାତ୍ରୀ ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ।
▪️ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍କୁ ପଠାଯିବ ପ୍ରଶ୍ନପତ୍ର।
▪️ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ।
▪️ହବ୍ରୁ ପରୀକ୍ଷା ଦିନ ସମସ୍ତ କେନ୍ଦ୍ରକୁ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପଠାଯିବ।
10 2月 2025, 10:58
✅ ADMIT CARD MADHYAMA EXAMINATION-2025
https://onlineapp.bseodisha.ac.in/HSCAdmitCard_2025/login_madhyama.aspx
10 2月 2025, 10:58
✅ ADMIT CARD AHSC EXAMINATION-2025 FOR CC Candidate
https://onlineapp.bseodisha.ac.in/HSCAdmitCard_2025/login_parent.aspx
10 2月 2025, 10:58
✅ ADMIT CARD AHSC EXAMINATION-2025
https://onlineapp.bseodisha.ac.in/HSCAdmitCard_2025/login.aspx
10 2月 2025, 10:58
🌸 ଆସିଲା ମାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ 🌸
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ ।
ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍ମିଟ୍ କାର୍ଡ ୱେବସାଇଟରୁ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ www.bseodisha.ac.in ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡ୍ମିଟ୍ କାର୍ଡ ପାଇପାରିବେ।
10 2月 2025, 10:58
✅ JEE MAIN
JEE (Main) – 2025 : SESSION – 1 FINAL ANSWER KEY OF B.E. / B.Tech AS ON 09.02.2025
10 2月 2025, 09:58
ପରୀକ୍ଷା_ଦର୍ପଣ_୨୦୨୫_ସାମାଜିକ_ବିଜ୍ଞାନ_ସେଟ_୩_SUBJECTIVE_ANS_PKS_1.pdf
09 2月 2025, 05:16
