es
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Ir al canal en Telegram
1 639
Suscriptores
-224 horas
-47 días
-2630 días
Archivo de publicaciones
ତୁମ ମାନଂକ ନୁଆରେ ପୁନର୍ବାର cls ହେବାକୁ ଯାଉ ଅଛି ତେଣୁ ଯେଉଁ ମାନେ PAID cls ନେବା କୁ ଚାହୁଁଛ ତାହେଲେ 300 pay କରି Join କରି ପାରିବେ

ଆଜି ଗୋଟେ ନୂଆ ବ୍ୟବସ୍ଥା ହେବାକୁ ଯାଉ ଅଛି ସମସ୍ତେ ରହିବ 1 PM. ରେ

Scholarship ରେ ଏହି option କୁ yes କରିବ ତାହେଲେ କାହାର ବି revert ହବ ନାହିଁ
Scholarship ରେ ଏହି option କୁ yes କରିବ ତାହେଲେ କାହାର ବି revert ହବ ନାହିଁ

ବ୍ୟକ୍ତି ଗତ ଭାବେ ଯଦି କେହି ତମ ମାନଙ୍କୁ personal link pathau chanti ତାହେଲେ ମୋତେ ଜଣେଇବ ଯଦି ନ ଜଣେଇ join କରିବ ମୁ ଜାଣିଲି ଯଦି ସିଧା remove ହେଇ ଯିବ କେତେ ଜଣ ଭଣ୍ଡ ସାରଥୀ ଙ୍କ ଭଳି ନିଜର aukat ନଥାଇ ପିଲା ଙ୍କୁ personal ରେ link ଦେଉଛନ୍ତି ସେଥି ପ୍ରତି ସାବଧାନ ରହିବ ଠକାମୀ ର ଶିକାର ଠାରୁ ସର୍ବର୍ଦା ଦୂରରେ ରହିବ ନହେଲେ pasteiba

ମୋ ତରଫରୁ ଇଂରାଜୀ ନୂତନବରଷ ର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଙ୍କୁ ...

ମୋ ତରଫରୁ ଇଂରାଜୀ ନୂତନବରଷ ର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ .....

ନୂତନ ବର୍ଷ ର ଅଭିନନ୍ଦନ ପିଲା ମାନେ

Zero night celebration ହବ join କର ପ୍ରୋଗ୍ରାମ start ହେଲାଣି

ନିଜ ନିଜର ନାମ ପଞ୍ଜୀକରଣ ପାଇଁ ଏହି google form ପୂରଣ କରନ୍ତୁ ଆଜି ରାତି ୧୦ଟା ରେ ZERO NIGHT CELEBRATE ହେବ । https://docs.google.com/forms/d/e/1FAIpQLSeWzq6udZX7ZPU9e5WoPFHZFnY8Yq_nrtYwOJX4pPqeG_oY9w/viewform?vc=0&c=0&w=1&flr=0

ସବୁ ଆସିବ 7.30 ରେ ନିଜ ନିଜ ନାମ ଦେବ ଯେଉଁ ମାନେ ଇଛୁକ ଅଛ ଭାଗ ନେବାପାଇଁ ଆସିବ ସବୁ