1 641
订阅者
+124 小时
-27 天
-2430 天
帖子存档
ତୁମ ମାନଂକ ନୁଆରେ ପୁନର୍ବାର cls ହେବାକୁ ଯାଉ ଅଛି ତେଣୁ ଯେଉଁ ମାନେ PAID cls ନେବା କୁ ଚାହୁଁଛ ତାହେଲେ 300 pay କରି
Join କରି ପାରିବେ
ଆଜି ଗୋଟେ ନୂଆ ବ୍ୟବସ୍ଥା ହେବାକୁ ଯାଉ ଅଛି
ସମସ୍ତେ ରହିବ 1 PM. ରେ
Scholarship ରେ ଏହି option କୁ yes କରିବ ତାହେଲେ କାହାର ବି revert ହବ ନାହିଁ
Repost from ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
ବ୍ୟକ୍ତି ଗତ ଭାବେ ଯଦି କେହି ତମ ମାନଙ୍କୁ personal link pathau chanti ତାହେଲେ ମୋତେ ଜଣେଇବ ଯଦି ନ ଜଣେଇ join କରିବ ମୁ ଜାଣିଲି ଯଦି ସିଧା remove ହେଇ ଯିବ
କେତେ ଜଣ ଭଣ୍ଡ ସାରଥୀ ଙ୍କ ଭଳି ନିଜର aukat ନଥାଇ ପିଲା ଙ୍କୁ personal ରେ link ଦେଉଛନ୍ତି ସେଥି ପ୍ରତି ସାବଧାନ ରହିବ ଠକାମୀ ର ଶିକାର ଠାରୁ ସର୍ବର୍ଦା ଦୂରରେ ରହିବ
ନହେଲେ pasteiba
ମୋ ତରଫରୁ ଇଂରାଜୀ ନୂତନବରଷ ର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ .....
Zero night celebration ହବ join କର ପ୍ରୋଗ୍ରାମ start ହେଲାଣି
ନିଜ ନିଜର ନାମ ପଞ୍ଜୀକରଣ ପାଇଁ ଏହି google form ପୂରଣ କରନ୍ତୁ ଆଜି ରାତି ୧୦ଟା ରେ ZERO NIGHT CELEBRATE ହେବ ।
https://docs.google.com/forms/d/e/1FAIpQLSeWzq6udZX7ZPU9e5WoPFHZFnY8Yq_nrtYwOJX4pPqeG_oY9w/viewform?vc=0&c=0&w=1&flr=0
ସବୁ ଆସିବ 7.30 ରେ ନିଜ ନିଜ ନାମ ଦେବ
ଯେଉଁ ମାନେ ଇଛୁକ ଅଛ ଭାଗ ନେବାପାଇଁ ଆସିବ ସବୁ
现已上线!2025 年 Telegram 研究 — 年度关键洞察 
