es
Feedback
Sukant Tutorial

Sukant Tutorial

Ir al canal en Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Mostrar más

📈 Análisis del canal de Telegram Sukant Tutorial

El canal Sukant Tutorial (@sukanttutorial) es un actor destacado. Actualmente la comunidad reúne a 12 262 suscriptores, ocupando la posición 16 353 en la categoría Educación y el puesto 33 219 en la región India.

📊 Métricas de audiencia y dinámica

Desde su creación el невідомо, el proyecto ha mostrado un crecimiento acelerado, reuniendo a 12 262 suscriptores.

Según los últimos datos del 06 julio, 2026, el canal mantiene una actividad estable. En los últimos 30 días la variación de miembros fue de -229, y en las últimas 24 horas de -12, conservando un alto alcance.

  • Estado de verificación: No verificado
  • Tasa de interacción (ER): El promedio de interacción de la audiencia es 15.81%. Durante las primeras 24 horas tras publicar, el contenido suele obtener 4.28% de reacciones respecto al total de suscriptores.
  • Alcance de las publicaciones: Cada publicación recibe en promedio 1 939 visualizaciones. En el primer día suele acumular 525 visualizaciones.
  • Reacciones e interacción: La audiencia responde de forma activa: el promedio de reacciones por publicación es 4.

📝 Descripción y política de contenido

El autor describe el recurso como un espacio para expresar opiniones subjetivas:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Gracias a la alta frecuencia de actualizaciones (últimos datos recibidos el 07 julio, 2026), el canal mantiene la vigencia y un amplio alcance. La analítica demuestra que la audiencia interactúa activamente con el contenido, lo que lo convierte en un punto de referencia dentro de la categoría Educación.

12 262
Suscriptores
-1224 horas
-577 días
-22930 días
Archivo de publicaciones
ଯେଉଁମାନେ Labour Card Scholarship Apply କରି ନ ଥିଲେ ଏବେ ହିଁ କରିଦିଅନ୍ତୁ ✅ CLASS- VI, VII, VIII, IX, X, +2, +3,M. A., M. Com., M. Sc., B.tech, MCA, PHARMACY, B. Ed., Nursing, Teacher Training Link- https://youtu.be/hI2CaVNWGUQ

https://youtu.be/hI2CaVNWGUQ ବଢ଼ିଲା Labour Card Scholarship ଆବେଦନ ତାରିଖ Must Watch & Share👆👆

‼️IMPORTANT UPDATE‼️ ➡️ ଆଉ ମାଗଣା ନୁହେଁ, ଏଣିକି ଟୁଇଟ୍ କଲେ ଦେବାକୁ ପଡ଼ିବ ପଇସା ➡️ ସମ୍ପୂର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ରୋକ୍ ଲଗାଇବାକୁ ଯୋଜନା ➡️ ସରକାରୀ ଓ ବାଣିଜ୍ୟକ ସଂସ୍ଥା ଟ୍ୱିଟ୍ ଉପରେ ଦେୟ ଲାଗିବ ➡️ ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ଟ୍ୱିଟ୍‌ର ମାଲିକ ଏଲନ୍ ମସ୍କ ➡️ କାଜୁଆଲ ୟୁଜରଙ୍କ ପାଇଁ କୌଣସି ଦେୟ ବ୍ୟବସ୍ଥା ରହିବ ନାହିଁ

Repost from Sukant Tutorial
https://youtu.be/Q_5Lgf8lrB0 Postal ତରଫରୁ ବହୁତ ବଡ଼ ନିଯୁକ୍ତି ସୁଯୋଗ GDS Requirement 2022 👉Vacancy - 38,926 👉Only 10th Pass 👉No Exam , Free Apply 👉Last Date- 5/06/2022 Must Watch & Share👆👆

🟡 LAPTOP DBT SCHME IMPORTANT UPDATE 💠 ଯେଉଁ ମାନେ ଲାପଟପ୍ ପାଇଁ ଆବେଦନ କରି ସାରିଛନ୍ତି, ମୁଖ୍ୟତଃ ସେମାନଙ୍କ ପାଖକୁ ଏଭଳି ମେସେଜ ଆସିଛି 💠
🟡 LAPTOP DBT SCHME IMPORTANT UPDATE 💠 ଯେଉଁ ମାନେ ଲାପଟପ୍ ପାଇଁ ଆବେଦନ କରି ସାରିଛନ୍ତି, ମୁଖ୍ୟତଃ ସେମାନଙ୍କ ପାଖକୁ ଏଭଳି ମେସେଜ ଆସିଛି 💠 ଯେଉଁ ଛାତ୍ରଛାତ୍ରୀ ମନେ ଆଜି ଯାଏ ବ୍ୟାଙ୍କ୍ ରେ ଆଧାର ଲିଙ୍କ୍ କରାଇ ନାହାନ୍ତି, ସେମାନଙ୍କୁ ସୂଚିତ କରାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଏମିତି ମେସେଜ କରା ଯାଉଛି 💠 ଯଦି ଆପଣ ମାନେ ଲିଙ୍କ୍ କରାଇ ସାରିଛନ୍ତି,ତେବେ ଏ ମେସେଜ କୁ ଅଣଦେଖା (IGNORE) କରନ୍ତୁ 💠 ଯଦି ଆପଣ ମାନେ କିଛି ଦିନ ପୂର୍ବରୁ ଲିଙ୍କ୍ କରାଇ ଥିଲେ ତେବେ ଲିଙ୍କ୍ ର STATUS, ବ୍ୟାଙ୍କ୍ ରୁ ବୁଝି ନିଅନ୍ତୁ 💠 ଅଧିକ ବିବରଣୀ ପାଇଁ ଆମ YouTube Channel Sukant Tutorial ସହ ଯୋଡ଼ି ହେଇ ରୁହନ୍ତୁ

ସମସ୍ତଙ୍କ ପାଇଁ ବହୁତ ବଡ଼ ଖୁସି ଖବର Coming Soon Uploading ......🥰

“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୦.୦୫.୨୦୨୨ରିଖକୁ ବୃଦ୍ଧି
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୦.୦୫.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ।

ଆପଣମାନେ ଟିକେ ଆମ Channel କୁ Share କରନ୍ତୁ (Friends)🥰 Channel Link -https://m.youtube.com/c/SukantTutorial

✅ INDIA POST GDS RECRUITMENT 2022 ⭐ TOTAL POST- 38,926 ⚪ JOB CATAGORY ➡️ BRANCH POSTMASTER (BPM) ➡️ ASSISTANT BRANCH POSTMASTER (ABPM)/DakSevak ⚪ SALARY ➡️ BPM- 12,000 ➡️ ABPM/DakSevak- 12,000 ⭕ QUALIFICATION- 10TH PASS ⭐ AGE- 18-40 💠 APPLICATION FEE- 100 ☀️ REQUIRED DATA ➡️ NAME (IN CAPITAL LETTER AS PER X CLASS CERTIFICATE ) ➡️ FATHER'S NAME / MOTHER'S NAME ➡️ MOBILE NUMBER ➡️Email ID ➡️ Date of Birth ➡️ Gender ➡️ Community ➡️ PwD – Type of Disability – (HH/OH/VH)- Percentage of disability ➡️ State in which Xth class passed ➡️ LANGUAGE studied in Xth class ➡️ Year of Passing Xth class ➡️ Scanned PASSPORT Photograph ➡️ Scanned Signature ⚡ UPLOADING DOCUMENTS ➡️ RECENT PHOTOGRAPH ➡️ SIGNETURE ⭐ START DATE- 02/05/2022 ⭐ END DATE- 05/06/2022 ⭐️HDD Requirements 2022 Full Details Link - https://youtu.be/Q_5Lgf8lrB0

Group ରେ ଥିବା ସମସ୍ତ Members ଗ୍ରାମୀଣ ଡାକ ସେବକ Job ରେ Apply କରନ୍ତୁ .....ବିନା ପରୀକ୍ଷା Only 10th Pass Video Link- https://youtu.be/Q_5Lgf8lrB0

https://youtu.be/Q_5Lgf8lrB0 Postal ତରଫରୁ ବହୁତ ବଡ଼ ନିଯୁକ୍ତି ସୁଯୋଗ GDS Requirement 2022 👉Vacancy - 38,926 👉Only 10th Pass 👉No Exam , Free Apply 👉Last Date- 5/06/2022 Must Watch & Share👆👆

https://youtu.be/Cbwy_YsTeJI ଆସିଗଲା SC, ST ପିଲାଙ୍କ ବ୍ୟାଙ୍କ ଖାତାକୁ State Scholarship ଟଙ୍କା Must Watch👆👆

🟡 ଓଡ଼ିଶା ଓ ବାତ୍ୟା-୧୩ ରୁ ୨୨ ●୨୦୧୩ (୧୪, ଅକ୍ଟୋବର)- ଫାଇଲିନ ●୨୦୧୪ (୧୨, ଅକ୍ଟୋବର)- ହୁଡ଼ହୁଡ଼ ●୨୦୧୮ (୧୦, ଅକ୍ଟୋବର)- ତିତଲି ●୨୦୧୯ (୨୬, ଏପ୍ରିଲ)- ଫନି ●୨୦୨୦ (୧୬, ମେ)- ଅମ୍ଫାନ ●୨୦୨୧ (୨୫, ମେ)- ୟାସ ●୨୦୨୧ (୨୬, ସେପ୍ଟେମ୍ବର)- ଗୁଲାବ ●୨୦୨୧ (୫, ଡିସେମ୍ବର)- ଜୱାଦ ●୨୦୨୨ (୬, ମେ' ପରେ)- ଆସିପାରେ 'ଆସାନି @SukantTutorial

NEET UG - 2022 Last date of Registration is now extended till 15 may 2022
NEET UG - 2022 Last date of Registration is now extended till 15 may 2022

https://youtu.be/YEghxBId-lg State Scholarship ଟଙ୍କା କୁ ନେଇ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା For SC, ST, OBC/SEBC, EBC Students Must Watch & Share Every Students👆👆

600 Members Complete Thanks you so much❤️❤️

sticker.webp0.26 KB

photo content

https://youtu.be/idSfcu1v_FY 👉Finally ଆସିଗଲା OBC /SEBC ,EBC ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ State Scholarship ଟଙ୍କା 👉କିପରି ଚେକ୍ କରିବେ ଦେଖନ୍ତୁ Must Watch & Share Every Students👆👆

Breaking News:- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲେଜ ଓ ବିଶ୍ଵବିଦ୍ୟାଳୟ ରେ ବଢିପାରେ ଖରା ଛୁଟି। - ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା (ସୂଚନା ଯୋଗ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଖରା ଛୁଟି ମେ ୨ ପର୍ଯ୍ୟନ୍ତ ଅଛି ।) - ସ୍କୁଲ୍ ଓ +୨ କଲେଜ ଖରା ଛୁଟି ମଧ୍ୟ ବଢିପାରେ । ( ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଛୁଟି ଅଛି) - ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ । ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial