ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 262 名订阅者,在 教育 类别中位列第 16 353,并在 印度 地区排名第 33 219

📊 受众指标与增长动态

невідомо 创建以来,项目保持高速增长,吸引了 12 262 名订阅者。

根据 06 七月, 2026 的最新数据,频道保持稳定运转。过去 30 天订阅人数变化为 -229,过去 24 小时变化为 -12,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 15.81%。内容发布后 24 小时内通常能获得 4.28% 的反应,占订阅者总量。
  • 帖子覆盖: 每篇帖子平均可获得 1 939 次浏览,首日通常累积 525 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 07 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 262
订阅者
-1224 小时
-577
-22930
帖子存档
ଯେଉଁମାନେ Labour Card Scholarship Apply କରି ନ ଥିଲେ ଏବେ ହିଁ କରିଦିଅନ୍ତୁ ✅ CLASS- VI, VII, VIII, IX, X, +2, +3,M. A., M. Com., M. Sc., B.tech, MCA, PHARMACY, B. Ed., Nursing, Teacher Training Link- https://youtu.be/hI2CaVNWGUQ

https://youtu.be/hI2CaVNWGUQ ବଢ଼ିଲା Labour Card Scholarship ଆବେଦନ ତାରିଖ Must Watch & Share👆👆

‼️IMPORTANT UPDATE‼️ ➡️ ଆଉ ମାଗଣା ନୁହେଁ, ଏଣିକି ଟୁଇଟ୍ କଲେ ଦେବାକୁ ପଡ଼ିବ ପଇସା ➡️ ସମ୍ପୂର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ରୋକ୍ ଲଗାଇବାକୁ ଯୋଜନା ➡️ ସରକାରୀ ଓ ବାଣିଜ୍ୟକ ସଂସ୍ଥା ଟ୍ୱିଟ୍ ଉପରେ ଦେୟ ଲାଗିବ ➡️ ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ଟ୍ୱିଟ୍‌ର ମାଲିକ ଏଲନ୍ ମସ୍କ ➡️ କାଜୁଆଲ ୟୁଜରଙ୍କ ପାଇଁ କୌଣସି ଦେୟ ବ୍ୟବସ୍ଥା ରହିବ ନାହିଁ

Repost from Sukant Tutorial
https://youtu.be/Q_5Lgf8lrB0 Postal ତରଫରୁ ବହୁତ ବଡ଼ ନିଯୁକ୍ତି ସୁଯୋଗ GDS Requirement 2022 👉Vacancy - 38,926 👉Only 10th Pass 👉No Exam , Free Apply 👉Last Date- 5/06/2022 Must Watch & Share👆👆

🟡 LAPTOP DBT SCHME IMPORTANT UPDATE 💠 ଯେଉଁ ମାନେ ଲାପଟପ୍ ପାଇଁ ଆବେଦନ କରି ସାରିଛନ୍ତି, ମୁଖ୍ୟତଃ ସେମାନଙ୍କ ପାଖକୁ ଏଭଳି ମେସେଜ ଆସିଛି 💠
🟡 LAPTOP DBT SCHME IMPORTANT UPDATE 💠 ଯେଉଁ ମାନେ ଲାପଟପ୍ ପାଇଁ ଆବେଦନ କରି ସାରିଛନ୍ତି, ମୁଖ୍ୟତଃ ସେମାନଙ୍କ ପାଖକୁ ଏଭଳି ମେସେଜ ଆସିଛି 💠 ଯେଉଁ ଛାତ୍ରଛାତ୍ରୀ ମନେ ଆଜି ଯାଏ ବ୍ୟାଙ୍କ୍ ରେ ଆଧାର ଲିଙ୍କ୍ କରାଇ ନାହାନ୍ତି, ସେମାନଙ୍କୁ ସୂଚିତ କରାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଏମିତି ମେସେଜ କରା ଯାଉଛି 💠 ଯଦି ଆପଣ ମାନେ ଲିଙ୍କ୍ କରାଇ ସାରିଛନ୍ତି,ତେବେ ଏ ମେସେଜ କୁ ଅଣଦେଖା (IGNORE) କରନ୍ତୁ 💠 ଯଦି ଆପଣ ମାନେ କିଛି ଦିନ ପୂର୍ବରୁ ଲିଙ୍କ୍ କରାଇ ଥିଲେ ତେବେ ଲିଙ୍କ୍ ର STATUS, ବ୍ୟାଙ୍କ୍ ରୁ ବୁଝି ନିଅନ୍ତୁ 💠 ଅଧିକ ବିବରଣୀ ପାଇଁ ଆମ YouTube Channel Sukant Tutorial ସହ ଯୋଡ଼ି ହେଇ ରୁହନ୍ତୁ

ସମସ୍ତଙ୍କ ପାଇଁ ବହୁତ ବଡ଼ ଖୁସି ଖବର Coming Soon Uploading ......🥰

“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୦.୦୫.୨୦୨୨ରିଖକୁ ବୃଦ୍ଧି
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୦.୦୫.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ।

ଆପଣମାନେ ଟିକେ ଆମ Channel କୁ Share କରନ୍ତୁ (Friends)🥰 Channel Link -https://m.youtube.com/c/SukantTutorial

✅ INDIA POST GDS RECRUITMENT 2022 ⭐ TOTAL POST- 38,926 ⚪ JOB CATAGORY ➡️ BRANCH POSTMASTER (BPM) ➡️ ASSISTANT BRANCH POSTMASTER (ABPM)/DakSevak ⚪ SALARY ➡️ BPM- 12,000 ➡️ ABPM/DakSevak- 12,000 ⭕ QUALIFICATION- 10TH PASS ⭐ AGE- 18-40 💠 APPLICATION FEE- 100 ☀️ REQUIRED DATA ➡️ NAME (IN CAPITAL LETTER AS PER X CLASS CERTIFICATE ) ➡️ FATHER'S NAME / MOTHER'S NAME ➡️ MOBILE NUMBER ➡️Email ID ➡️ Date of Birth ➡️ Gender ➡️ Community ➡️ PwD – Type of Disability – (HH/OH/VH)- Percentage of disability ➡️ State in which Xth class passed ➡️ LANGUAGE studied in Xth class ➡️ Year of Passing Xth class ➡️ Scanned PASSPORT Photograph ➡️ Scanned Signature ⚡ UPLOADING DOCUMENTS ➡️ RECENT PHOTOGRAPH ➡️ SIGNETURE ⭐ START DATE- 02/05/2022 ⭐ END DATE- 05/06/2022 ⭐️HDD Requirements 2022 Full Details Link - https://youtu.be/Q_5Lgf8lrB0

Group ରେ ଥିବା ସମସ୍ତ Members ଗ୍ରାମୀଣ ଡାକ ସେବକ Job ରେ Apply କରନ୍ତୁ .....ବିନା ପରୀକ୍ଷା Only 10th Pass Video Link- https://youtu.be/Q_5Lgf8lrB0

https://youtu.be/Q_5Lgf8lrB0 Postal ତରଫରୁ ବହୁତ ବଡ଼ ନିଯୁକ୍ତି ସୁଯୋଗ GDS Requirement 2022 👉Vacancy - 38,926 👉Only 10th Pass 👉No Exam , Free Apply 👉Last Date- 5/06/2022 Must Watch & Share👆👆

https://youtu.be/Cbwy_YsTeJI ଆସିଗଲା SC, ST ପିଲାଙ୍କ ବ୍ୟାଙ୍କ ଖାତାକୁ State Scholarship ଟଙ୍କା Must Watch👆👆

🟡 ଓଡ଼ିଶା ଓ ବାତ୍ୟା-୧୩ ରୁ ୨୨ ●୨୦୧୩ (୧୪, ଅକ୍ଟୋବର)- ଫାଇଲିନ ●୨୦୧୪ (୧୨, ଅକ୍ଟୋବର)- ହୁଡ଼ହୁଡ଼ ●୨୦୧୮ (୧୦, ଅକ୍ଟୋବର)- ତିତଲି ●୨୦୧୯ (୨୬, ଏପ୍ରିଲ)- ଫନି ●୨୦୨୦ (୧୬, ମେ)- ଅମ୍ଫାନ ●୨୦୨୧ (୨୫, ମେ)- ୟାସ ●୨୦୨୧ (୨୬, ସେପ୍ଟେମ୍ବର)- ଗୁଲାବ ●୨୦୨୧ (୫, ଡିସେମ୍ବର)- ଜୱାଦ ●୨୦୨୨ (୬, ମେ' ପରେ)- ଆସିପାରେ 'ଆସାନି @SukantTutorial

NEET UG - 2022 Last date of Registration is now extended till 15 may 2022
NEET UG - 2022 Last date of Registration is now extended till 15 may 2022

https://youtu.be/YEghxBId-lg State Scholarship ଟଙ୍କା କୁ ନେଇ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା For SC, ST, OBC/SEBC, EBC Students Must Watch & Share Every Students👆👆

600 Members Complete Thanks you so much❤️❤️

sticker.webp0.26 KB

photo content

https://youtu.be/idSfcu1v_FY 👉Finally ଆସିଗଲା OBC /SEBC ,EBC ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ State Scholarship ଟଙ୍କା 👉କିପରି ଚେକ୍ କରିବେ ଦେଖନ୍ତୁ Must Watch & Share Every Students👆👆

Breaking News:- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲେଜ ଓ ବିଶ୍ଵବିଦ୍ୟାଳୟ ରେ ବଢିପାରେ ଖରା ଛୁଟି। - ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା (ସୂଚନା ଯୋଗ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଖରା ଛୁଟି ମେ ୨ ପର୍ଯ୍ୟନ୍ତ ଅଛି ।) - ସ୍କୁଲ୍ ଓ +୨ କଲେଜ ଖରା ଛୁଟି ମଧ୍ୟ ବଢିପାରେ । ( ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଛୁଟି ଅଛି) - ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ । ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial