CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more671
Subscribers
No data24 hours
-47 days
-3830 days
Posts Archive
✅ PATHANI SAMANTA MATHEMATICS TALENT SCHOLARSHIP SCHEME 2024-25
Deadline Extended for Online Applications (Fresh & Renewal):
For Students: Submit applications by 24.12.2024.
For Principals/Heads of Institutes: Validate student records by 31.12.2024.
✅ NIRMAN SHRAMIK KALYAN YOJANA (EDUCATIONAL ASSISTANCE) SCHOLARSHIP SCHEME 2023-24
Important Date Extensions:
Student/School Level: Submit applications by 31.12.2024 (6:00 PM).
Institute/WEO Level: Application validation deadline 31.01.2025 (6:00 PM).
DLO Level: Final validation deadline 28.02.2025 (6:00 PM).
🟪 ସୁଭଦ୍ରା ଯୋଜନାର ଆବେଦନ ସ୍ଥିତି ଜାଣିବା ପାଇଁ ଲିଙ୍କ
👉 https://cutt.ly/HeCnOgev
👉 https://cutt.ly/ReCnIZwr
+1
ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ । ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ ।
✅ ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ
-୩ ବର୍ଷ ପାଇଁ ସଞ୍ଜୟ ମାଲହୋତ୍ରାଙ୍କୁ RBI ଗଭର୍ଣ୍ଣର ନିଯୁକ୍ତି
-ଆସନ୍ତା ୧୧ ତାରିଖରୁ ନୂଆ ଦାୟିତ୍ବ ନେବେ ସଞ୍ଜୟ
-୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର
-ବର୍ତ୍ତମାନ ରାଜସ୍ବ ମନ୍ତ୍ରାଳୟର ସଚିବ ଅଛନ୍ତି ସଞ୍ଜୟ
✅ ଖୁବଶୀଘ୍ର ୫ହଜାର ଡାକ୍ତର ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ
- ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ୨ଟିି ସଂଶୋଧନ
- ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର
- ୩ ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ
- ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
