CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more671
Subscribers
No data24 hours
-47 days
-3930 days
Posts Archive
Recruitment Notice
Odisha Police announces recruitment for the post of S.I. of Police and equivalent rank (CPSE-2024). For detailed advertisement, visit the OdishaPolice website (http://odishapolice.gov.in) from 18.01.2025. Eligible candidates are invited to apply online.
Release of Admit Cards for the Candidates of JEE (Main)–2025 Session-1 (January 2025) scheduled to appear on 22, 23 and 24 January 2025 - Reg.
🌸🌸🌸
ଫେବୃୟାରୀରୁ ପରିବହନ ବିଭାଗର ନୂଆ ବ୍ୟବସ୍ଥା। ଗାଡ଼ିରେ ବିମା ନ ଥିଲେ ଟୋଲ ଗେଟରେ ଜଣାପଡ଼ିବ। ଗାଡ଼ି ମାଲିକଙ୍କ ପାଖକୁ ଯିବ ଇ ଚାଲାଣ । ଇ ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ।
✅ ଓଡ଼ିଶା ପୋଲିସର ୯୩୩ SI ରାଙ୍କ୍ ପଦବୀ ପାଇଁ ବିଜ୍ଞାପନ
-ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞାପନ
-୬୦୯ ସବ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆହ୍ବାନ
-୨୫୩ ସବ୍ ଇନ୍ସପେକ୍ଟର (ଆର୍ମଡ) ପାଇଁ ବିଜ୍ଞାପନ
-୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ)
-୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ବି ଦରଖାସ୍ତ ଆହ୍ବାନ
✅ APPLICATION FEE
General / OBC / EWS : 800/-
SC / ST : 650/-
Pay the Examination Fee Through Debit Card / Credit Card / Net Banking Only.
Extension of Last Date for Submission of Online Application Form for All India Sainik Schools Entrance Examination (AISSEE)-2025
🌸 ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି 🌸
Extension of dateline of "Vyasakabi Fakir Mohan Bhasabruti" Scholarship (2024-25). Eligible GENERAL/ST/SC/OBC/SEBC/EBC students are requested to register and apply for scholarship by 05.01.2025 positively.
The Online Apply date at student level - 16.01.2025 to 22.01.2025
The last date for institute-level Validation 16.01.2025 to 27.01.2025
🌸 ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି 🌸
ଚଳିତ ବର୍ଷ ୨୦୨୪-୨୫ ପାଇଁ "ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି" ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଇଁ ତୁମେ ଯୋଗ୍ୟ ଅଟ। ଏହି ଯୋଜନାରେ ଏକକାଳୀନ 20,000 ଟଙ୍କା ଛାତ୍ରବୃତ୍ତି ପାଇବାର ବ୍ୟବସ୍ଥା ଅଛି। ଏହା ଅନ୍ୟ କୌଣସି ଛାତ୍ରବୃତ୍ତି ପାଇଥିଲେ ମଧ୍ୟ ପାଇପାରିବ। ଏଣୁ ତୁରନ୍ତ ଆଧାର ନମ୍ବର ଜରିଆରେ State Scholarship Portal(www.scholarship.odisha.gov.in)ରେ ପଞ୍ଜିକରଣ କରି, ତିନିଦିନ ଭିତରେ ଆବେଦନ କରି ବୃତ୍ତିରାଶି ପାଆନ୍ତୁ ।
ଉଚ୍ଚଶିକ୍ଷା ବିଭାଗ, ଓଡିଶା
ଆସନ୍ତା ଜାନୁଆରୀ ୨୦ ତାରିଖ (ସୋମବାର) ଦିନ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି
