CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more671
Subscribers
No data24 hours
-47 days
-3930 days
Posts Archive
ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ଯ ହାସଲ କରିବା ନିମନ୍ତେ ରାଜ୍ଯ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସରକାରଙ୍କୁ ଆପଣଙ୍କ ସୁଚିନ୍ତିତ ପରାମର୍ଶ ପଠାନ୍ତୁ। ନିମ୍ନ ପ୍ରଦତ୍ତ ପୋର୍ଟାଲ୍, ଇମେଲ୍ ଅଥବା ହ୍ବାଟସ୍ଆପ୍ ନମ୍ବରରେ ୨୦ ନଭେମ୍ବର, ୨୦୨୪ ସୁଦ୍ଧା ଆପଣଙ୍କ ମତାମତ ପଠାଇ ପାରିବେ।
http://visionodisha.gov.in
Email: vision@odisha.gov.in
ହ୍ବାଟସ୍ଆପ୍: ୬୩୭୦୯ ୫୧୯୨୦
🎇୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ🎇
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍ଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍ଲାଇନ୍ରେ ଫର୍ମପୂରଣ କରିବେ। ଏ ସଂକ୍ରାନ୍ତରେ ଶୁକ୍ରବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
. 👍👍👍
My dear students good night sweet dreams take care of your health
🌃🌃🌃🌃🌃🌃🌃🌃🌃🌃
Hello my dear students good afternoon 🌞🌞🌞
All my family members & sopprter
💐💐💐💐💐
