en
Feedback
Degree Class Odisha🧑‍🎓

Degree Class Odisha🧑‍🎓

Open in Telegram

←𝑭𝒐𝒓 𝑩𝒖𝒔𝒊𝒏𝒆𝒔𝒔 & 𝑪𝒐𝒍𝒍𝒂𝒃𝒐𝒓𝒂𝒕𝒊𝒐𝒏→ degreeclassodisha@gmail.com

Show more
8 337
Subscribers
-824 hours
-327 days
-15230 days
Posts Archive
Ready ତ???

ପୁଣି ଆରମ୍ଭ କରିବା ଏକ ନୂତନ ଶୈଳୀ ରେ 🔥

ଆଜି ସଂଧ୍ୟା 7 pm ରେ ମୁଁ Youtube ରେ Live ଆସିବି ଏକ ଉପହାର ସହିତ କିଛି ଜୀବନ ବଦଳାଇଲା ଭଳି କଥା ମଧ୍ଯ କହିବି 🔥❤️💎💐 ତୁମ ମାନଙ୍କ ପାଇଁ କିଛି
ଆଜି ସଂଧ୍ୟା 7 pm ରେ ମୁଁ Youtube ରେ Live ଆସିବି ଏକ ଉପହାର ସହିତ କିଛି ଜୀବନ ବଦଳାଇଲା ଭଳି କଥା ମଧ୍ଯ କହିବି 🔥❤️💎💐 ତୁମ ମାନଙ୍କ ପାଇଁ କିଛି ଉପଦେଶ ମଧ୍ଯ ରହିଛି ସମସ୍ତେ ମୋର ଗୋଟେ ଗୋଟେ ଯୋଦ୍ଧା 💪🔥🎯❤️💎 ସବୁ Ready ତ ସଂଧ୍ୟା 7pm ରେ 😊👇

ଯେଉଁ ମାନଙ୍କର exam ଅଛି join କର

Share with all friends ❤️ 🔥💐

ଆରେ ଯିଏ senior ପିଲା ଟିକେ ତୁମ ସାନ ଭାଇ ଓ ଭଉଣୀ ଙ୍କୁ କୁହ ଯେ Degree Class Odisha ର sir telegram ରେ ଆଜି live ଆସୁଛନ୍ତି ବୋଲି ଏତିକି କରିବ ନା ଖାଲି ନିଜେ ପଢ଼ିବ 👇 100%

NEP -2020 ପିଲା ଙ୍କ ପାଇଁ ଆଜି ସନ୍ଧ୍ୟାରେ 8 pm ରେ live stream ହେବ ଏହି Telegram ରେ ସବୁ Honours ପିଲା join କରିବ 🔥 କିପରି ପଢ଼ିବ full strategy କହିବି

ଯେଉଁ ମାନଙ୍କର paymemt ଦେବାର କିଛି Problem ଥିଲା ସେ ବିଷୟ ରେ ଆଜି ସନ୍ଧ୍ୟା Live-6.:00ରେ ପୁଣି ଏକ ଛୋଟ live Meeting ଟିଏ ହେବା ତା ସହ ଯିଏ ଓଡ଼ିଆ Cpet Class Karibaku ଚାହୁଁଛ ଆଜି live ରେ ଜଣେଇ ପାରିବ। ତେଣୁ ଦୟାକରି ଓଡ଼ିଆ ସମ୍ମାନ ବିଭାଗର ଛାତ୍ରଛାତ୍ରୀ Liveରେ Join କରିବେ।

🚀🔥🥳 LUCKY 30 🥳🔥🚀
🚀🔥🥳 LUCKY 30 🥳🔥🚀

Zero to HERO Strategy ରେ Class ହେବ 🔥

ଯେଉଁମାନେ ଆଗକୁ pg କରିବ ଓଡ଼ିଆ ଭାଷା ରେ ସେମାନେ ଆଜି ସଂଧ୍ୟା 6.30 ରେ live stream ରେ ରହିବ।।। ଆଜି ହେଉଚି ଶେଷ ତାରିଖ ନିଜ କୁ pg entrance ପାଇଁ ପ୍ରସ୍ତୁତି କରିବାର Admision କରିବବାରେ।।। ତେଣୁ ଯେଉଁମାନେ ବାକି ଅଛ ସେମାନେ ଆଜି କହିବ 👍

କାଲିର Cpet Class ର Last Live Meeting ସନ୍ଧ୍ୟା ୫:୦୦ ବେଳେ କେବଳ ଯେଉଁ ମାନେ ଓଡ଼ିଆ Cpet Class Karibaku Name ଦେଇଥିଲ live re Join କରିବେ। ତା ସହ ଓଡ଼ିଆ ପିଲା ଯେଉଁ ମାନେ CPET ଆଗକୁ ଦେବ ସେମାନେ ବି Live ରେ Join କରିବେ

Only Odia Cpet Student join this live.