Degree Class Odisha🧑🎓
Open in Telegram
8 366
Subscribers
-324 hours
-347 days
-15130 days
Posts Archive
🥰🙏ଜୟ ଜଗନ୍ନାଥ🙏🥰
★ଯେଉଁମାନେ ଆଗାମୀ ସମୟରେ କିମ୍ବା ଏବେ Competitive Exam ପାଇଁ ପ୍ରସ୍ତୁତ ହେଉଛନ୍ତି ନିଶ୍ଚିନ୍ତ ଏହି ଚ୍ୟାନେଲ୍ କୁ Subscribe କରିଦିଅନ୍ତୁ ।
🔗 YouTube→https://youtube.com/@governmentwarriors1
🔗 Telegram→https://t.me/govermentwarriors
ପିଲାମାନେ ଦୁଃଖିତ ପ୍ରଶ୍ନ Change କରାଯାଇଚି , ଯେହେତୁ ଏଇଟା 25 ମାର୍କ ର ତେଣୁ ପ୍ରଶ୍ନ change କରିବାକୁ ଖୁବ୍ କମ୍ ସମୟ ଲାଗିଥିବ।।।
କେହି ମନ ଦୁଃଖ କରନି ଆଶା କରେ ତ ଥାବି ସମସ୍ତେ ଲେଖିକି ଆସିଥିବ ।।।😢❤😊
ବହୁତ୍ ସହଜ ପ୍ରଶ୍ନ ମଧ୍ୟ ଥିଲା।।।।
ହଉ ଆଗାମୀ 6th sem ପାଇଁ ପଢାପଢ଼ି କର ❤
