cookie

We use cookies to improve your browsing experience. By clicking «Accept all», you agree to the use of cookies.

avatar

BSC Science Official Creatives📚

🚀 ପ୍ରିୟ ଛାତ୍ରଛାତ୍ରୀମାନେ ଏହି ଚ୍ୟାନେଲରେ ସାରା ଓଡ଼ିଶାର ପ୍ରତେକ ୟୁନିଭାର୍ସିଟି ପିଲାମାନଙ୍କ ପାଇଁ 𝗔𝗟𝗟 𝗕𝗦𝗖 𝗦𝗖𝗜𝗘𝗡𝗖𝗘 𝗛𝗢𝗡𝗦 𝗡𝗼𝘁𝗲𝘀 📚 ମାଗଣାରେ ଯୋଗେଇ ଦିଆଯାଇଛି, 🌈 BSc All Hons Notes 📚 are Available here. If any Quarry Then👇 🔥 A𝚍𝚖𝚒 :-

Show more
Advertising posts
3 738
Subscribers
+1024 hours
+867 days
+33530 days

Data loading in progress...

Subscriber growth rate

Data loading in progress...

Photo unavailableShow in Telegram
Boys Whatsapp ଗ୍ରୁପରେ 71 ଜଣଙ୍କୁ pending ରଖା ଯାଇଛି, ତାଙ୍କୁ ସମସ୍ତଙ୍କୁ କଡ଼ା ସନ୍ଦେଶ ଯଦି ୨୪ ଘଣ୍ଟା ମଧ୍ୟରେ ନିଜ ନିଜ Whatsapp ID ନାଁ ନ ଲେଖିଛ, ମୁ add କରିବି ନାହିଁ ଏବଂ ସେମାନେ କରିଥିବା Request କୁ ମୁ Reject କରିଦେବି,,, ଏଣୁ ଯଥା ସମ୍ଭବ ନିଜ ନିଜ ନାଁ Whatsapp User Id ରେ ଲେଖି ଦିଅନ୍ତୁ..... ଏବଂ ଝିଅ ପିଲାମାନେ ଏ ଗ୍ରୁପରୁ ଦୂରେଇ ରୁହ, ନହେଲେ ନିଜେ ହଇରାଣରେ ପଡିଲେ ଆଉ ତମ କଥା ଶୁଣା ଯିବ ନାହିଁ.... ତୋମ ପାଇଁ ଅଲଗା ଗ୍ରୁପ ଅଛି ସେଇଠି add ହବ... ଧର୍ଯ୍ୟ ଧର....
Show all...
👍 1
❤️💚💛🩷💙🩵💜🖤🩶❤️❤️‍🩹🤍🤎💝💖 ପିଲାମାନେ ଆମ ଓଡିଶାର ପ୍ରତେକ ୟୁନିଭେର୍ସିଟି Questions ତଳେ ଦିଆଯାଇଥିବା ଚ୍ୟାନେଲ ରେ ଅପଲୋଡ଼ କରାଯାଉଛି ଏଣୁ ସେ ଚ୍ୟାନେଲ ରେ ବାଧ୍ୟ୍ୟ join ହେଇଯାନ୍ତୁ, କାରଣ ବାରମ୍ବାର ଏ ଲିଙ୍କ ଦିଆଯିବ ନାହିଁ, ଏଣୁ ସମସ୍ତଙ୍କୁ ମୋର ଅନୁରୋଧ join ହେଇଯାନ୍ତୁ.......... Link :- 👇👇👇👇 https://t.me/+RiI7H8pnato1MTU1 ସମସ୍ତ ୟୁନିଭେର୍ସିଟି Questions ସବୁ 👆👆 ଏଇ ଚ୍ୟାନେଲରେ ଅପଲୋଡ଼ କରାଯାଉଛି, ଏଣୁ ସମସ୍ତଙ୍କୁ ଅନୁରୋଧ join ହେଇଯାନ୍ତୁ 😔
Show all...
𝐁𝐒𝐂 𝐒𝐂𝐈𝐄𝐍𝐂𝐄 𝐎𝐅𝐅𝐈𝐂𝐈𝐀𝐋 𝐐𝐔𝐄𝐒𝐓𝐈𝐎𝐍 𝐁𝐀𝐍𝐊 ™️

📶 𝐌𝐚𝐢𝐧 𝐂𝐡𝐚𝐧𝐧𝐞𝐥 :- @himansuofficialbotany 🛜♂️𝐀𝐥𝐥 𝐎𝐝𝐢𝐬𝐡𝐚 𝐔𝐧𝐢𝐯𝐞𝐫𝐬𝐢𝐭𝐲 𝐐𝐮𝐞𝐬𝐭𝐢𝐨𝐧𝐬 𝐀𝐫𝐞 𝐏𝐫𝐨𝐯𝐢𝐝𝐞𝐝 𝐇𝐞𝐫𝐞 ❣️❣️ 🔥 𝐀𝐝𝐦𝐢𝐧 :- @himansuofficial143

sticker.webp0.34 KB
sticker.webp0.68 KB
📌📌 ପିଲାମାନେ ଆମ ଚ୍ୟାନେଲ କୁ ନିଜ ନିଜ ସାଙ୍ଗସାଥି ମାନଙ୍କୁ ଦବେଇକି Share କର 📲📲📲, ଯାହାଦ୍ୱାରା ଓଡ଼ିଶାର ପ୍ରତେକ ଛାତ୍ରଛାତ୍ରୀଙ୍କ ମୋବାଇଲରେ ଆମ ଚ୍ୟାନେଲ ପହଂଚି ପାରିବ, ମୋର ତମ ସମସ୍ତଙ୍କ ଉପରେ ଅଗାଢ଼ ବିଶ୍ୱାସ ଅଛି ଠିକ ଆଗରୁ ଯେମିତି ଏ ଚ୍ୟାନେଲକୁ Share 📲 କରିଆସୁଥିଲେ ସେଇଭଳି ଏବେ ମଧ୍ୟ Share 📲 କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ 🥰 ଧନ୍ୟବାଦ ❣️ ଜୟ ଜଗନ୍ନାଥ ⭕❗⭕ 🙏 ✅ ଚ୍ୟାନେଲ :- https://t.me/himansuofficialbotany 🍄 @himansuofficialbotany
Show all...
👍 1
CC 12 complete note.pdf4.96 MB
✅ CHEMISTRY CORE 12 COMPLETE NOTES 👇👇👇👇
Show all...
angle of prism.pdf1.45 MB
diffraction grating .pdf1.47 MB
Newton's Ring.pdf1.04 MB
❣️ PHYSICS GE-2 PRACTICAL RECORD 🥰 👇👇👇
Show all...
4th sem inorganic practical [email protected]1.38 MB
4th sem physical practical [email protected]1.18 MB
Choose a Different Plan

Your current plan allows analytics for only 5 channels. To get more, please choose a different plan.