en
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Open in Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Show more
2 137
Subscribers
-224 hours
-37 days
-1130 days
Posts Archive
ଖୁସି ଖବର ସମସ୍ତ ଙ୍କ ପାଇଁ

କାହା କଥା ଶୁଣି ତମେ ssb office କୁ jao ନାହି ପୂର୍ବରୁ jau notice ଆସିଥିଲା ସେଇଟା କିଏ ଜଣେ edit କରି ଦେଇଚି ସେଇଟା ssb ର official ନଥିଲା ତମେ ମାନେ ssb ଆଗରେ ଧାରଣା ଦେଲେ b mulya ନାହି Better ହବ ପଢିବାକୁ ଇଚ୍ଛା ଥିଲେ ଠିକ୍ ସେ ପଢ଼ ନହେଲେ ଅନ୍ୟ jrf kimba net pain ପଢୁଚ ଯଦି ପଢ଼

କେଉଁ ମାନେ SSB POST ପକେଇବ
Anonymous voting

CLS KARIBA KI NAHI JADI KARIBA KAUTHI PAIN KARIBA
Anonymous voting

Kan କରିବା ଆଉ cls କଣ କରିବା ଏଥିରେ ବି କିଣା ବିକା ଥିବ

Kan Kariba

ଦୁଃଖ ଭାରି ଦୁଃଖ

Wait kara video ଆସୁଚି

Sad news for all

Cls କରିବା ପାଇଁ କେହି କହିବ ନାହି

"ଲୁଇ ଭଣଇ ଗୁରୁ ପୁଛିଅ ଜାଣ" ଏହା ଯାହାର ଉକ୍ତି
Anonymous voting

"ମାରିଅ ଶାଶୁ ନଣନ୍ଦ ଘରେ କଳି ମାଆ ମାରିଆ କାହ୍ନୁ ଉଇଲା କବାଳି" ଏହା କାହାର ଉକ୍ତି
Anonymous voting

ହେବ୍ରଜ ପଞ୍ଜିକା କିଏ ରଚନା କରିଥିଲେ
Anonymous voting

ଲୁଇ ପା ଓ ଶବରୀ ପା କେତେ ଟି ଲେଖାଏଁ ଗୀତ ରଚନା କରିଛନ୍ତି
Anonymous voting

କାହ୍ନୁ ପା ଙ୍କ ଗୀତ ସଂଖ୍ୟା କେତେ
Anonymous voting

23 ଜଣ ସିଦ୍ଧ ଚର୍ଯା ମାନଙ୍କ ମଧ୍ୟରୁ ସର୍ବାଧିକ ଗୀତ କିଏ ଲେଖିଛନ୍ତି
Anonymous voting