en
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Open in Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Show more
2 141
Subscribers
No data24 hours
-17 days
-1430 days
Posts Archive
ମୁଁ ସମସ୍ତ ଙ୍କୁ ଜଣେଇ ଦେବା ପାଇଁ ଯେ ଆପଣ ମାନେ ଯେଉଁ ବ୍ୟସ୍ତ ବିବ୍ରତ ହେଉଛନ୍ତି ଆପଣ ମାନଙ୍କ ଏହି ପ୍ରୋଜେକ୍ଟ work/ ଗବେଷଣା ସନ୍ଦର୍ଭ କାର୍ଯ୍ୟକ୍
ମୁଁ ସମସ୍ତ ଙ୍କୁ ଜଣେଇ ଦେବା ପାଇଁ ଯେ ଆପଣ ମାନେ ଯେଉଁ ବ୍ୟସ୍ତ ବିବ୍ରତ ହେଉଛନ୍ତି ଆପଣ ମାନଙ୍କ ଏହି ପ୍ରୋଜେକ୍ଟ work/ ଗବେଷଣା ସନ୍ଦର୍ଭ କାର୍ଯ୍ୟକ୍ରମ କୁ ନେଇ ବିଶେଷ କରି OSOU ଦ୍ଵାରା ଦିଆ ଯାଇଥିବା ଏହି 20 ଗୋଟି ବିଷୟ କୁ ନେଇ ମନେ ରଖନ୍ତୁ ଏହି 20 ଗୋଟି ବିଷୟ ହେଉଛି ଆପଣ ମାନଙ୍କ 2020 ରେ ନିର୍ଦ୍ଧାରିତ କରା ଯାଇଥିବା ବିଷୟ ତେବେ ଏହା ଗବେଷଣା ସନ୍ଦର୍ଭ ର ବିଷୟ/PROJECT ର TOPIC ମଧ୍ଯ ନୁହ ଏହା ଏକ ନମୁନା ବା SAMPLE ତେବେ କିଛି STUDY CENTRE ର ଛୁଆ ମନେ ଏବଂ STUDY CENTRE ର COORDINATOR ମାନେ ବିଷୟ କୁ ଭଲ ଭାବରେ ନ ବୁଝି ଏହା କୁ ଗବେଷଣା କାର୍ଯ୍ୟକ୍ରମ ର ବିଷୟ ବୋଲି ବୁଝିନେଇଛନ୍ତି ଏବଂ ଏହା କୁ ନେଇ ବିଭିନ୍ନ ଗୁଜବ ମଧ୍ୟ ତିଆରି କରୁଛନ୍ତି ତେବେ ଗବେଷଣା କାର୍ଯ୍ୟ ପାଇଁ ବିଶେଷ କରି ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜ ମନ ମୂତାବକ TOPIC/ବିଷୟ କୁ ଚୟନ କରି ପାରିବେ ଅଥବା ନିଜ STUDY CENTRE ର ଦିଗ୍ ଦର୍ଶକ ଙ୍କ ଅନୁଯାୟୀ ଆପଣ ମାନେ ବିଷୟ କୁ ନିର୍ବାଚନ ମଧ୍ୟ କରି ପାରିବେ ତେଣୁ କାହା ଭ୍ରାନ୍ତ ଧାରଣା ରେ ପଢନ୍ତୁ ନାହି ଯଦି ଆପଣ ମାନଙ୍କ STUDY CENTRE କୁହେ ଯେ ଏହି ବିଷୟ ମଧ୍ୟରେ ହିଁ ଗବେଷଣା କାର୍ଯ୍ୟ କରିବା ପାଇଁ ତେବେ ଯାଇ ଏହି ବିଷୟ ଉପରେ ଗବେଷଣା କାର୍ଯ୍ୟ କରିବେ ନତୁବା ଆପଣ ମାନେ ନିଜ ଇଚ୍ଛା ଅନୁସାରେ ପ୍ରୋଜେକ୍ଟ କାର୍ଯ୍ୟ କୁ ସମ୍ପାଦନା କରି ପାରିବେ ଆପଣ ଙ୍କ KRISHNA SIR

*MAOD ଓଡ଼ିଆ ପ୍ରୋଜେକ୍ଟ* *ଯେଉଁ ମାନେ ମୋ ପାଖରେ** *REGISTRATION କରିଛନ୍ତି* *ପ୍ରୋଜେକ୍ଟ ନେବା ପାଇଁ* *ସେମାନଙ୍କୁ କହି ଦେବା ପାଇଁ ଚାହେଁ* *କି* *କୌଣସି ଅଲଗା GROUP ର FALTU କଥା ର ପଡ଼ିବେ ନାହିଁ* *ଠିକ୍ ଟାଇମ ରେ ପ୍ରୋଜେକ୍ଟ ଦିଆ ଯିବ ତାହା ବି study centre ର demand ଅନୁସାରେ* *ହାତ ଲେଖା PROJECT ର PRICE ସର୍ବାଧିକ 700 ଟଙ୍କା ଧାର୍ଯ୍ୟ କରା ଯାଇଚି ଯାହା TOPIC କୁ ଧରି ଏବଂ CONTENT କୁ ଧରି PRICE FIX କରା ହେଇଚି* *ସର୍ବନିମ୍ନ 300 ଟଙ୍କା ରହିଛି* *DTP WORK WALA PROJECT ମାତ୍ର 1000 ଟଙ୍କା ( କେବଳ 4ଟି ରହିଛି )* *ତେବେ SYNOPSIS ପାଇଁ* *କୌଣସି TENSION ନେବେ ନାହି* *ଯେଉଁ ମାନେ SYNOPSIS *ନେବେ ସେମାନଙ୍କୁ PAID କରିବାକୁ ହେବ *ପ୍ରତ୍ୟେକ DIST ର ପ୍ରତ୍ୟେକ STUDY CENTRE ରୁ ପିଲା ମାନେ ପ୍ରାୟ FULLFILL ହେଇ ଗଲେଣି* *ଯେଉଁ ମାନଙ୍କୁ ପ୍ରୋଜେକ୍ଟ ନେବା ପାଇଁ ଇଚ୍ଛା ଅଛି ଏବେ ହିଁ* *ମୋତେ 9078507424 ରେ MSG କରନ୍ତୁ* *ସୂଚନା* ⚠️ **ଅଯଥା କାହା କଥା ଶୁଣି DTP* *WORK କାହାଠାରୁ କିଣନ୍ତୁ ନାହି* *ଭଲ ଭାବରେ ବୁଝିବେ ଆପଣଙ୍କ* *STUDY CENTRE କଣ** *ଚାହୁଁଛନ୍ତି* *ଏବଂ KEUN TOPIC ଉପରେ ପ୍ରୋଜେକ୍ଟ ଦେବା ପାଇଁ କହୁଛନ୍ତି ବୁଝିବେ THEN କିଣିବେ* DTP WORK ଦେଲେ ଭଲ PROJECT ପାଇଁ କିନ୍ତୁ ଏବେ ଓଡ଼ିଶା ସାରା ସୁଭଦ୍ରା ଯୋଜନା ପାଇଁ ଗୋଟିଏ ଫୋର୍ସ ଚାଲିଚି ସମସ୍ତ COMPUTER ଦୋକାନ NET ZONE CYBER CAFE GUDAKO ମଧ୍ୟ ଖାଲି ନାହି ଗୋଟେ ପ୍ରୋଜେକ୍ଟ କୁ DTP କରିବା ପାଇଁ ହେଲେ 4 ରୁ 5 ଦିନ ସମୟ ଲାଗିବ ତେଣୁ ଆପଣ ଙ୍କ 2000 ଟଙ୍କା ପାଇଁ ସେମାନେ ଦିନ କୁ 2000 ଟଙ୍କା LOSS କରି ପାରିବେ ନାହିଁ ତା ପରେ ବି ସମସ୍ତେ dtp work ଦେଇ ପାରିବେ ନାହିଁ ତେଣୁ ବୁଝନ୍ତୁ ଆପଣ କଣ କରିବେ ମୁ ବାସ୍ ମୋ ରାୟ janeili ପୂର୍ବରୁ ବି ମୁ ମୋ ପିଲା ଙ୍କ ହାତ ଲେଖା ହିଁ submit କରେଇଚି ଏଣିକି ଆପଣ ମାନଙ୍କ ଇଚ୍ଛା ଜଣେ guider ଭାବରେ ଆପଣ ଙ୍କୁ ଜଣେଇ ଦେଲି SYNOPSIS ପାଇଁ କେହି TENSION ନେବେ ନାହିଁ ଠିକ୍ ସମୟ ରେ ଦେଇ ଦେବି ONLINE ରେ SYNOPSIS UPLOAD ପାଇଁ ନୋଟିସ ଆସିବା ଦିନ ଗୋଟେ ସୁନ୍ଦର VIDEO ଆପଣ ମାନଙ୍କୁ ଆସିଯିବ ସବୁ ଦେଖିବେ CLEAR କରି କୁହା ଯିବ କେମିତି KN ହବ ବୁଝିଲେ SO ଯଦି ନେବାକୁ ଚାହୁଁଛନ୍ତି ପ୍ରୋଜେକ୍ଟ ତେବେ ନିଜ ନିଜ STUDY CENTRE ର ନାମ କେଉଁ DIST ରେ ସେଇ STUDY CENTRE ଏବଂ ଆପଣ ଙ୍କ ନାମ ଲେଖିବେ PERSONAL *9078507424* ରେ MSG ଦେବେ

record.ogg13.25 MB

ALL THE VEY BEST

+1
record.ogg14.18 MB

ଯେଉଁ ମାନଙ୍କୁ ପ୍ରୋଜେକ୍ଟ ଦରକାର ଅଛି ମୋତେ PERSONAL ରେ MSG କରି REGISTER କରେଇ ଦିଅ ନିଜ ନା ଏବଂ STUDY CENTRE NAME ଦେଇ କାରଣ ମୁ ଗୋଟିଏ STUDY CENTRE ରୁ ମାତ୍ର 10 ରୁ 12 ଜଣ ଙ୍କ ପିଲା ଙ୍କୁ ହିଁ ନେଇ ପାରିବି ତା ଠାରୁ ଅଧିକ ନେଇ ପିଲା ଙ୍କୁ ହଇରାଣ ରେ ପକେଇ ପାରିବି ନାହି KHOLIKOTE ର ALREDY 8 ଜଣ ହେଇଗଲାଣି ଆଉ ମାତ୍ର 4 TI SIT ACHHI ଯେଉଁ ମାନଙ୍କୁ ଦରକାର ଏବେ ହିଁ ରେଜିଷ୍ଟର କରି ନିଅନ୍ତୁ ପ୍ରୋଜେକ୍ଟ COST 300 ରୁ 1000 FREE SYNOPSIS ଯଦି କିଛି PROBLEM ହେଲା PROJECT REJECT ହେଲା NEW PROJECT ଦିଆ ଯିବ Note ⚠️ (ଯଦି SUCCESFUL ହୁଏ ନାହିଁ ଆବଶ୍ୟକ କ୍ଷେତ୍ର ରେ MONEY RETURN ଦିଆ ଯିବ) WP ରେ PERSONAL ରେ MSG କରନ୍ତୁ 9078507424 NO ରେ

କାଲି ସକାଳୁ କରିବା CLS 6.30 ରେ

MORA NETWORK ପଳେଇଲା ରେ ଭଏସ CHAT LOGIN HAUNI CLS RU LEAVE

https://t.me/studywithkrishnasir1?livestream=f9c75ae8e4eb2bf99c ଶେଷ ସେମିଷ୍ଟର ର ଶେଷ CLS MAOD 13 ର 2 marks alochana ହବ ସବୁ join କର

. https://t.me/studywithkrishnasir1?livestream=775cf3730ddcaf5b16 JOIN NOW for live cls MAOD 13 IMPORTANT CLS ,

JOIN now for live CLS

JOIN now for free live CLS

କାଲି ସନ୍ଧ୍ୟା 5 ରେ MAOD 13 ବ୍ଲକ୍ 1 AND 2 ର 2 MARK 5 MARK LONG QUESTION DISCUSSION ହବ