en
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Open in Telegram
1 643
Subscribers
No data24 hours
-37 days
-3130 days
Posts Archive
ଶୀଘ୍ର ଶୀଘ୍ର ଲେଖି ଦିଅ ସବୁ
ଶୀଘ୍ର ଶୀଘ୍ର ଲେଖି ଦିଅ ସବୁ

3RD SEM PAID CLS କେବଳ 400 ଟଙ୍କା କିନ୍ତୁ ଆପଣ ମାନେ ବର୍ତ୍ତମାନ INSTALMENT ମାଧ୍ୟମରେ ମଧ୍ୟ JOIN ହେଇ ପାରିବେ ବର୍ତ୍ତମାନ କେବଳ 200 ଟଙ୍କା ଦେଇ ଏକ ମାସ ପରେ ଆଉ ବଳକା 200 ଟଙ୍କା କୁ ଦେଇ ପାରିବେ ଏହି ଅଫର୍ କେବଳ ଦଶହରା ପୂର୍ବରୁ ଯେଉଁ ମାନେ JOIN କରିବେ ସେମାନଙ୍କ ପାଇଁ ଅଟେ PAYMENT କରିବା ପାଇଁ NO ହେଲା 9078507424 PAYMENT କରି ସାରିବା ପରେ SCREEN SHOT ପଠେଇବା କୁ ଭୁଲିବେ ନାହିଁ

ଆସନ୍ତା କାଲି ଠାରୁ MAOD 10 ଆରମ୍ଭ ହେବ ଯେଉଁ ମାନେ PAID CLS ରେ JOIN କରି ନାହାନ୍ତି କରି ନେବେ ଯେଉଁ ମାନେ INTERESTED ଅଛନ୍ତି 9078507424 ରେ PAYMENT କରି ସେଇ NO ରେ SCREEN SHOT ପଠେଇବାକୁ ଭୁଲିବେ ନାଇ

କେଉଁ ମାନେ କାଲି ସବୁ CLG ଯାଇଥିଲ Cls କରିବାକୁ

ଏଥର WP ଗ୍ରୁପ୍ ଆଉ ହବ ନାହି ଯାହା ହବ CHANNEL କାରଣ WP GROUP କଲେ ଝିଅ ପିଲା ଙ୍କୁ ବହୁତ୍ PERSONAL MSG ଯାଉଛି ସେଇଥି ପାଇଁ ଏଥର CHANNEL ତିଆରି କରା ଯିବ

ସମସ୍ତ REGULAR OR DISTANCE ପିଲା ଯେଉଁ ମାନେ PASS ହେଇଛନ୍ତି PG ରେ ସମସ୍ତ ଙ୍କ ପାଇଁ ଖୁସି ଖବର ଦେଖନ୍ତୁ ଏମିତି SUJAGA ହାତ ଛଡ଼ା କରନ୍ତୁ ନାହିଁ https://youtu.be/O5lsEVPpDN0

3Rd SEM ର CLS ALREADY START ହେଇ ଯାଇ ଅଛି ଯେଉଁ ମାନେ PAID CLS ନେବାକୁ ଚାହୁଁ ଛନ୍ତି ଏବେ ହିଁ 9078507424 ରେ PAYMENT କରି SCREEN SHOT ସେଇ NO ରେ ପଠେଇବାକୁ ଭୁଲିବେ ନାହିଁ PAID PAIN ମୂଲ୍ୟ କେବଳ 399

ସମସ୍ତେ ଟିକିଏ GREVENCY ପକାଅ ଯେ ASSIGNMENT SUBMIT କରିବା ପାଇଁ ଏହି ମାସ LAST ପର୍ଯ୍ୟନ୍ତ DATE ଦିଆ ଯାଉ

ନିଜ ନିଜ STUDY CENTRE ରେ ପଚରା ଟିକେ ସବୁ ପିଲା RED PEN ରେ QUESTION ଲେଖିଲେ ହବ ତ ବୋଲି କାରଣ ସବୁ STUDY CENTRE SAME ନୁହନ୍ତି

କେହି pannic ହୁଅ nai OSOU BAND ହେଇନି କେବଳ admission ଏ ବର୍ଷ ଆସି ନାହି Youtuber ମାନଂକ କଥା ଶୁଣି ଭୟ ବିତ ହୁଅ ନାହିଁ ଯେ ପର୍ଯ୍ୟନ୍ତ OPSC ରେ POSTING ବାହାରିବ ନାହି ସେତେ ଦିନ ଯାଏଁ OSOU BAND ହେଇ ରହିବ ଯେଉଁ ଦିନ OPSC ପୁଣି ଥରେ ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ନିଯୁକ୍ତି ବାହାର କରିବ ସଙ୍ଗେ ସଙ୍ଗେ osou ଚାଲିବ

3Rd SEM ର CLS ALREADY START ହେଇ ଯାଇ ଅଛି ଯେଉଁ ମାନେ PAID CLS ନେବାକୁ ଚାହୁଁ ଛନ୍ତି ଏବେ ହିଁ 9078507424 ରେ PAYMENT କରି SCREEN SHOT ସେଇ NO ରେ ପଠେଇବାକୁ ଭୁଲିବେ ନାହିଁ PAID PAIN ମୂଲ୍ୟ କେବଳ 399

Photo from 🙏ɪɴꜰᴏʀᴍᴀᴛɪᴏɴ ɪꜱ ᴡᴇᴀʟᴛʜ🙏
Photo from 🙏ɪɴꜰᴏʀᴍᴀᴛɪᴏɴ ɪꜱ ᴡᴇᴀʟᴛʜ🙏

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର) - Statistics & analytics of Telegram channel @osou4thsem