1 575
Subscribers
No data24 hours
-87 days
-1930 days
Posts Archive
ଆରମ୍ଭ ହୋଇଗଲାଣି ଯେଉଁ ମାନେ ଇଚ୍ଛୁକ ଅଛନ୍ତି ଯୋଡ଼ି ହେଇ ପାରିବେ ଆଜି ଗୋଟିଏ ମହା ମିଳନ ହବ
ପୁରଣା ସ୍ମୃତିକୁ ସାଉଁଟିବାକୁ
ଏମିତି ସମୟ ସବୁ ବେଳେ ଆସେ ନାହିଁ
https://t.me/osounewadmission?videochat=feb9035a754a3c0faf
ଆଜି ଗୁରୁ ଦିବସ progarm ଅଛି new pila ମାନେ କରୁଛନ୍ତି ରାତି 8pm ରେ ହବ ତମେ ମାନେ ଚାହିଁଲେ ଯୋଗ ଦେଇ ପାରିବ
https://t.me/osounewadmission
କେବଳ ଟେଲିଗ୍ରାମ ରେ ହବ
ଆପଣ ମାନେ ଆସିଲେ ଖୁସି ହେବି ତେଣୁ ସମସ୍ତଙ୍କୁ ଅନୁରୋଧ ରହିଲା ସନ୍ଧ୍ୟା 8 pm ରେ ଆସିବେ ଆପଣ ମାନଙ୍କ ବହୁ ମୂଲ୍ୟ ସମୟ ରୁ କିଛି ସମୟ ଦେବେ
କିଛି ପୁରୁଣା ସ୍ମୃତି କୁ ମନେ ପକେଇ ନିଜ ଜୀବନ ଜଞ୍ଜାଳ ମଧ୍ୟରୁ କୁ କିଛି ସମୟ ବାହାର କରି ଦେବା ଆମେ ପୁଣି ଥରେ ମିଶି ଏକାଠି ହେବା ଆଜି ରାତି 8pm ରେ
କେବଳ ଟେଲିଗ୍ରାମ ରେ
ଖୁସି ଖବର ଯେଉଁ ମାନଙ୍କ 2022 ରେ back ଥିଲା osou pg ସେମାନେ form fillup again କରି ପାରିବେ
Exam september ମାସରେ ହେବ ତେଣୁ ଏମିତି chance ଆଉ ମିଳିବ ନାହିଁ ଶୀଘ୍ର ଶୀଘ୍ର ଯାହାର back ଅଛି ସେମାନେ form fillup କରି ନେବେ
WebPortal | Odisha State Open University (OSOU), Sambalpur, Odisha
https://webportal.osou.ac.in/search-result-june25p2.php
BACK PAPER EXAM RESULT
2025
PROJECT ଯାହାର ଦରକାର ଅଛି ମୋତେ MSG କରି ପାରିବ
9078507424
LAST DATE 27
ଏହା କେବଳ BACK PILA NKA ପାଇଁ
Last chance JAHARA assignment mane back thila se pg kimba ug ହେଉ ସେମାନେ archive site କୁ ଯାଇ year ଅନୁସାରେ assignment କୁ ଲେଖି 30 ତାରିଖ ସୁଦ୍ଧା osou addresh ରେ speed post କରି ଦେବେ mark ଆସିଯିବ
Repost from STUDY WITH KRISHNA SIR ( OSOU)
ଯେଉଁ ମାନଙ୍କ back ଲାଗିଥିଲା ( 2020,2021,2022 batch)ସେମାନଙ୍କ ଶେଷ ସୁଯୋଗ project submit କରିବା ପାଇଁ
ଆପଣଙ୍କୁ ଆଉ କୌଣସି study center ରେ ଦେବାକୁ ପଡ଼ିବ ନାହିଁ pdf ku ଆପଣ mail ମାଧ୍ୟମରେ send କରି ଦେବେ ଆପଣ ଙ୍କ mark ଆସିଯିବ
Last date last chance 27/05/2026
ତା ପୂର୍ବରୁ synopsis କୁ ଅପଲୋଡ଼ କରିବାକୁ ହବ ଶେଷ ତାରିଖ 15/05/2026
ଯାହାକୁ ପ୍ରୋଜେକ୍ଟ ଦରକାର ସେମାନେ mote 9078507424 ରେ msg କରି ପାରିବେ
କେବଳ ଓଡ଼ିଆ ପିଲା ଙ୍କୁ ମୁ ପ୍ରୋଜେକ୍ଟ ଦେଇ ପାରିବି
ଯାହାର back ଲାଗିଛି ପ୍ରୋଜେକ୍ଟ ହଉ କିମ୍ବା ଅନ୍ୟ କୌଣସି ପେପର୍
16 ତାରିଖ last DATE FORM fillup ର
2021 2022
2020 admission pila nka ପାଇଁ ଶେଷ ସୁଯୋଗ ହାତ ଛଡା କରନ୍ତୁ ନାହିଁ
ନିଜ ନିଜ ସାଙ୍ଗ ସାଥି ଯିଏ ବି ଅଛନ୍ତି ସମସ୍ତଙ୍କୁ ଜଣେଇ ଦିଅନ୍ତୁ ନହେଲେ certificate invalid ହେଇଯିବ
Project ଯାହାର ଦରକାର ଅଛି
Msg କରନ୍ତୁ
9078507424 no ରେ
