SMART STUDY ODISHA LIBRARY📚
Open in Telegram
The group is designed For all #OCS #ASO #OSSC #OSSSC aspirant DM @its_incognito Main channel @smartstudyodisha New Discussion group @sso_discussion1 For Materials join @sso_library YouTube https://youtube.com/channel/UCv3M7-wy3Nh_xNH_pzcSRQQ
Show moreThe country is not specifiedEducation98 795
1 269
Subscribers
No data24 hours
No data7 days
No data30 days
Posts Archive
Watch "Transformational journey of Indian Hockey and Odisha's role | Men's Hockey World Cup | FIH 2023" on YouTube
https://youtu.be/fFwnFj5jP6Y
Last yr gs 10 mrk rakhiki b selected e yr 40 50 rakhiki b not selected,wah OPSC chairman sir 🙏
Repost from SMART STUDY ODISHA
Hello friends ...
Good evening to all of you...
ଆଉ କିଛି ଘଣ୍ଟା ପରେ ସବୁ ଅପେକ୍ଷା ର ଅନ୍ତ ହେଇ ସେଇ ଶୁଭ ମୁହୂର୍ତ୍ତ ପହଞ୍ଚିବାକୁ ଯାଉଛି।
ସମସ୍ତେ last minute tips pain msg karuchanti , but a time tips ଦେବାର କି ନେବାର samay nuha..
But କାଲି ପାଇଁ କି6 suggestions ସମସ୍ତ ଙ୍କ ପାଇଁ :-
😴1st of all ଆଜି ରାତି late night study jama ବି କରିବେନି , complete 5-6hr ର rest ଦରକାର , so that କାଲି full efficiency re exam ଦେବେ।
💫 ସମସ୍ତେ ପରୀକ୍ଷା କେନ୍ଦ୍ର ରେ before time ରେ ପହଞ୍ଚିବାକୁ ଚେଷ୍ଟା କରିବ , last minute re ପହଞ୍ଚିବାକୁ planning ଜମା ବି କରିବେନି ।
⭐ ସବୁ shift ପୂର୍ବରୁ କିଛି କିଛି ଖାଇକି exam କୁ entry କରିବେ, sufficient ପାଣି ପିଇବେ ।
🌟 ସବୁ paper ସରିଲା ପରେ ସେ question ଉପରେ କିଛି ବି discussion ନ କରି next paper pain focus କରିବେ।
✨Paper 1 ଯଦି b ଭଲ ନ ହୁଏ ସେଥି ପାଇଁ tension ନ ହେଇ paper 2 ,3 କେମିତି best ହବ ସେଥିପାଇଁ ଚେଷ୍ଟା କରିବେ ।🙂
So wish you ALL THE VERY BEST to all my friends....
ଜୟ ଜଗନ୍ନାଥ।🙏🙏🙏
