𝙏𝙃𝙊𝙐𝙂𝙃𝙏𝙎
Open in Telegram
💟 Mind ~ Self Help 💟 Body ~ Good Health 💟 Soul ~ Spirituality 🙏🏻❣️Jay Jagannath❣️🙏🏻☺️
Show more393
Subscribers
No data24 hours
No data7 days
+3130 days
Posts Archive
393
ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ଼ କୌଣସି ଗୁଣ ନାହିଁ।
ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧର୍ଯ୍ୟ ଦ୍ଵାରା ସମସ୍ତ ବିପଦକୁ ପାରି କରାଯାଇପାରେ।
ଜୟ ଜଗନ୍ନାଥ 🙏🏻☺️❤️
393
ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ଼ କୌଣସି ଗୁଣ ନାହିଁ।
ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧର୍ଯ୍ୟ ଦ୍ଵାରା ସମସ୍ତ ବିପଦକୁ ପାରି କରାଯାଇପାରେ।
ଜୟ ଜଗନ୍ନାଥ 🙏🏻☺️❤️
393
And you were just like the moon, so lonely, so full of imperfections. But just like the moon, you shine in times of darkness🖤
393
ସମୟର କି ଅପୂର୍ବ ଳିଳା🙂
ଅର୍ଜୁନ କର୍ଣ୍ଣ ଙ୍କର କିଛି ବି ଖରାପ୍ କରି ନ ଥିଲେ ତଥାପି କର୍ଣ୍ଣ ଅର୍ଜୁନ ଙ୍କର ଶତ୍ରୁ ହେଇଗଲେ😊
ଠିକ୍ ସେମିତି ବେଳେ ବେଳେ ମଣିଷ କିଛି କରି ନ ଥାଏ ହେଲେ ବି ଅନ୍ୟର ଶତ୍ରୁ ହେଇ ଯାଏ😌
393
ମଣିଷ ନିଜର ବ୍ୟବହାର ଏବଂ ସଂସ୍କାର ପାଇଁ ବଡ଼ ହୋଇଥାଏ, ଟଙ୍କା ପାଇଁ ନୁହେଁ.... ଟଙ୍କା ତ ଭିକାରୀ ବି ରୋଜଗାର କରୁଛି । ସବୁବେଳେ ସମସ୍ତଙ୍କୁ ସମ୍ମାନ ଦିଅ ଏବଂ ସମସ୍ତଙ୍କ ହୃଦୟରେ ରହିବାକୁ ଚେଷ୍ଟା କର ।
ଜୟ ଜଗନ୍ନାଥ🙏🏻☺️❤️
393
ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଅନ୍ତି ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା।
ଶୁଭ ସକାଳ
🙏🏻ଜୟ ଜଗନ୍ନାଥ🙏🏻🥰
393
ଦୁନିଆରେ ସବୁଠାରୁ ଓଜନ ଜନଷ ହେଉଛି ଇଜ୍ଜତ ଯାହା ଥରେ ତଳେ ପଡିଗଲେ ଆଉ କେବେ ବି ଉପରକୁ ଉଠେନାହିଁ ☺️
ଜୟ ଜଗନ୍ନାଥ🙏🏻😊❤️
393
Your life can change overnight, anything can happen anytime.
You can wake up to a completely different reality tomorrow. The same way bad things unexpectedly happened to you, is also how good things can come to you when you least expect them.
Because with life you never know, so trust that there's always movement even when everything feels stagnant and hopeless.
393
In our life happiness is more important than smile
because smile comes from lips
but happiness comes from the heart
So BE HAPPY FOREVER ☺️
393
Arjuna looking at God and speaking
" O Lord of the universe, O universal from, I see in your body many, many arms, bellies, mouths, and eyes, expanded everywhere, without limit. I see in you no end, no middle and no beginning"......
Shrimadbhagavat Gita ♥️
393
ଜୀବନ ଟା ଖାଲି ଦୁଇ ଦିନର ଦିନେ ତୁମ ସପକ୍ଷରେ ଦିନେ ତୁମ ବିପକ୍ଷରେ 😊
ସପକ୍ଷରେ ଥିବା ଦିନ ଗର୍ବ କରନା ବିପକ୍ଷରେ ଥୂବା ଦିନ ଧର୍ଯ୍ୟ ଛାଡନା🥹
393
ଶୁଭ 75 ତମ ଗଣତନ୍ତ୍ର ଦିବସ ।
ଆମର ଜାତୀୟ ପତାକା ର ଉଜ୍ଜ୍ୱଳ ରଙ୍ଗ ସମଗ୍ର ଦେଶରେ ଏକତା ଏବଂ ସୌହାର୍ଦ୍ଦ୍ୟକୁ ପ୍ରେରଣା ଦିଏ ।
ଗଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଶୁଭକାମନା। 🇮🇳
393
ସୁଦାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ ମାଧବ ସମ୍ପର୍କ କାହାକୁ କୁହାଯାଏ .. ?🤔
ମାଧବ ହସିକରି ଉତ୍ତର ଦେଲେ 😄
ଯେଉଁଠି ସ୍ବାର୍ଥ ଥାଏ ସେଠି ସମ୍ପର୍କ ନଥାଏ🙅🏻♀️
ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ବାର୍ଥ ନଥାଏ .. ! ☝🏻🙂
ଅର୍ଥାତ- ବିନା ସ୍ବାର୍ଥରେ ବନ୍ଧାଯାଇଥୁବା ଡୋରକୁ ହିଁ ସମ୍ପର୍କ କୁହାଯାଏ ..☺️❤️
393
ପ୍ରଭୁଙ୍କ ପାଦ ପଦ୍ମ ଏ ହେଉଛି ପ୍ରଭୁ ରାମଲାଲ୍ଲାଙ୍କ ପାଦ ପଦ୍ମ । ଫଟୋରେ କରନ୍ତୁ, ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମର ଦର୍ଶନ ....🙌🏻🚩🙏🏻🚩
393
ଜୟ ଜଗଦୀଶା, ଜୟ ଜୟ ଜଗଦୀଶା । ଯୋଇ ରାମ 🚩......
ସୋଇ ଜଗଦୀଶା!!⭕️❗️⭕️
ଯିଏ ରାମ ସେଇ ହେଉଛନ୍ତି ଶ୍ରୀ ଜଗନ୍ନାଥ ସ୍ବୟଂ ପରଂବ୍ରହ୍ମ, କାଳିଆର ଅପୂର୍ବ ଶ୍ରୀ ରଘୁନାଥ ବେଶ ।🙏🏻😍🥰
