𝙏𝙃𝙊𝙐𝙂𝙃𝙏𝙎
Open in Telegram
💟 Mind ~ Self Help 💟 Body ~ Good Health 💟 Soul ~ Spirituality 🙏🏻❣️Jay Jagannath❣️🙏🏻☺️
Show more393
Subscribers
No data24 hours
No data7 days
+3130 days
Posts Archive
393
And you were just like the moon, so lonely, so full of imperfections. But just like the moon, you shine in times of darkness🖤
393
The more you appreciate your growth, the more inclined you will be to fuel your dreams.
When you take adversity as a part of life where you have to work to elevate yourself, you don't have time to feel like a victim.
Positive mindset fills you with hope, happiness and peace...
🚩Jay Jagannath ✨ 🚩
393
“ଯିଏ କନ୍ଦେଇବ „...
ସିଏ ବି କାନ୍ଦିବ
ଏଇଟା ଅଭିଶାପ ନୁହେଁ,ଏଇଟା ହିଁ ପ୍ରକୃତିର ବିଚାର
ତେଣୁ ବିନା କାରଣ ରେ କାହା ମନରେ ଟିକେ ଦୁଃଖ କିମ୍ବା.. "କଷ୍ଟ ଦିଅ ନାହିଁ „
ଜୟ ଜଗନ୍ନାଥ🙏🏻☺️❤️
393
Listen, a person becomes less sick because of the things he eats, he becomes more sick because of the things which keep eating him from within...!
Therefore think less but think right…!👍🏻☺️
393
ଏହି ଦୁନିଆରେ କେହି କାହାର ନୁହନ୍ତି ,
ମୃତ ଦେହକୁ ଶ୍ମଶାନରେ ପହଂଚାଇ ଦେଇ ନିଜ ଲୋକ ବି ପ୍ରଶ୍ନ କରନ୍ତି 🥺
ଆଉ କେତେ ସମୟ ଲାଗିବ ପୋଡିବାକୁ....? ଏହା ହିଁ ନିରାଟ ସତ୍ୟ
393
ଯେ ସ୍ବାମୀ କୁ ପତନ ରୁ ଉଦ୍ଧାର କରେ ସେ ପନ୍ଥୀ ପତି ର ଅଦ୍ଧ ଅଙ୍ଗବାସିନୀ ସେ ଅଦ୍ଧାଙ୍ଗିନୀ ଆଦିଶକ୍ତି ସ୍ବରୂପା ସେ ପରମ ପ୍ରେମମୟୀ ରାଧା ହୋଇ ପ୍ରେମ ପ୍ରଦାନ କରେ ସେ ଲକ୍ଷ୍ମୀ ସ୍ବରୂପା ଗୃହ ରେ ଧନଧାନ୍ୟ ପରିପୂର୍ଣ କରେ ସ୍ବାମୀ ଙ୍କ ପାଇଁ ଦେବୀ ସତୀ ଙ୍କ ସ୍ବରୂପ ରେ ପ୍ରାଣତ୍ୟାଗ କରିପାରେ ପାର୍ବତୀ ଙ୍କ ରୂପରେ ସନ୍ଧାନ ମାନଙ୍କୁ ସ୍ନେହ କରେ ସ୍ବାମୀ ର କ୍ଷତି ରେ ସ୍ତ୍ରୀ ମହାକାଳୀ ରୂପରେ ପାପୀ ମାନଙ୍କର ବିନାଶ କରେ ଗୋଟେ ସ୍ତ୍ରୀ ପାଇଁ ତାର ଏକମାତ୍ର ଦେବତା ହେଉଛନ୍ତି ତାର ସ୍ବାମୀ ।
ଜୟ ଶ୍ରୀ କୃଷ୍ଣ 🙏
393
Bookthoughs Behaviour is Always Greater Than Knomledge. Because In Life There are Many Situations Illhere Knowledge fails But. Behaviour Can Still Handle!🤍💐
393
କହିବା କମ୍, କରିବା ବେଶୀ
‘‘ମୋର କଥା କେହି ଶୁଣୁ ନାହିଁ, କହି କହି ଥକି ଗଲେଣି, କିନ୍ତୁ କେହି ହେଲ ଶୁଣୁ ନାହାନ୍ତି ଅର୍ଥାତ୍ ସେମାନଙ୍କ ଉପରେ କିଛି ପ୍ରଭାବ ପଡ଼ୁନିเ ମୋ ମତରେ ଏଥିରେ ଶୁଣିବା ଲୋକଠାରୁ କହିବା ଲୋକର ଦୋଷ ଅଧିକ। କହିବା ଲୋକେ କରିବା ଜାଣନ୍ତି ନାହିଁ। ସେମାନେ ନିଜ ଆଡ଼କୁ ଦେଖନ୍ତୁ। ଆତ୍ମନିରୀକ୍ଷଣ କାର୍ଯ୍ୟର ଶୂନ୍ୟତା ଉପରେ ଟିକା ଟିପ୍ପଣୀ କରିବା । ବାଣୀର ସଫଳତା କର୍ମଶୀଳତାରେ ରହିଛି । ଆପଣ କିଛି ନ କହନ୍ତୁ କି ସ୍ଵଳ୍ପ କହନ୍ତୁ, କିନ୍ତୁ କାର୍ଯ୍ୟରେ ଲାଗି ରହନ୍ତୁ । ଆପଣ ଦେଖିବେ ଅଳ୍ପଦିନ ମଧ୍ୟରେ କିଛି ନ କହିଲେ ବି ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୋଇ ଆସିବେ । ତେଣୁ କହନ୍ତୁ କମ୍, କରନ୍ତୁ ବେଶୀ । କାରଣ କହିବାର ପ୍ରଭାବ ତ କ୍ଷଣିକ, ମାତ୍ର କାର୍ଯ୍ୟର ପ୍ରଭାବ ସ୍ଥାୟୀ ହୋଇଥାଏ ।
ଜୟ ଜଗନ୍ନାଥ🙏🏻☺️❤️
393
ଏକାକୀ ଚାଲ
ମହାନ୍ ବ୍ୟକ୍ତି ସର୍ବଦା ଏକାକୀ ଚାଲନ୍ତି । ନିଃସଂଗତା କାରଣରୁ ବହୁତ ଦୂର ପର୍ଯ୍ୟନ୍ତ ଚାଲି ପାରନ୍ତି । ଏକୁଟିଆ ବ୍ୟକ୍ତିମାନେ ନିଜ ଦ୍ୱାରା ହିଁ ସଂସାରର ମହାନତମ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେମାନଙ୍କୁ ଏକମାତ୍ର ନିଜସ୍ଵ ପ୍ରେରଣା ପ୍ରାପ୍ତ ହୋଇଛି । ସେମାନେ ସର୍ବଦା ନିଜସ୍ଵ ଆନ୍ତରିକ ସୁଖ ଦ୍ଵାରା ସଦାବେଳେ ପ୍ରଫୁଲ୍ଲିତ ରହିଛନ୍ତି । ଅନ୍ୟ ଦ୍ୱାରା ନିଜର ଦୁଃଖ ଦୂର କରିବାର ଆଶା କେବେ ରଖ୍ ନାହାନ୍ତି । ନିଜ ବୃତ୍ତିଗୁଡ଼ିକ ଉପରେ ସେମାନେ ଭରସା ରଖୁଥାନ୍ତି ।
ଏକାକିତା ଜୀବନର ପରମ ସତ୍ୟ । କିନ୍ତୁ ଏକାକିତା କାରଣରୁ ବିଭ୍ରାନ୍ତ ହେବା, ମନ ମାରିବା, କର୍ଭବ୍ୟ ପଥରେ ହତୋତ୍ସାହିତ ବା ନିରାଶ ହେବା ସବୁଠାରୁ ବଡ଼ ପାପ । ଏକାକିତା ତୁମ ନିଜର ଆନ୍ତରିକ ପ୍ରଦେଶରେ ଲୁଚି ରହିଥୁବା ଶକ୍ତିଗଡ଼ିକୁ ବିକଶିତ କରିବାର ସାଧନ ଅଟେ । ନିଜ ଉପରେ ଆଶ୍ରିତ ରହିବା ଦ୍ୱାରା ତୁମେ ନିଜର ଉଚ୍ଚତମ ଶକ୍ତିଗୁଡ଼ିକୁ ଖୋଜି ବାହାର କରିପାରିବ ।
ଜୟ ଜଗନ୍ନାଥ🙏🏻☺️❤️
393
☝🏻ଏକାକୀ ଚାଲ🙂

Do everything you gotta do
But not with ego ,not with lust ,not with envy but with love , compassion,humility and devotion
-Lord Krishna 🙏🏻☺️❤️
393
ଭଗବାନ ରାମଙ୍କ ଠାରୁ ୬ ଟିି ଶିକ୍ଷା☝🏻🙂
୧. ଧର୍ଯ ରଖିବା ।
୨. କେବେ ଗର୍ବ କରିବା ନାହିଁ।
୩. ବଡ ଲୋକଙ୍କୁ ସମ୍ମାନ ଦେବା।
୪. ନାରୀ ଙ୍କୁ ସମ୍ମାନ ଦେବା।
୫. ନିଜ ପ୍ରତିଜ୍ଞାକୁ ପାଳନ କରିବା।
୬. ସାହାସ ଓ ସହନଶୀଳତା ରକ୍ଷା କରିବା।
ଜୟ ଶ୍ରୀ ରାମ🙏🏻☺️❣️