en
Feedback
𝙏𝙃𝙊𝙐𝙂𝙃𝙏𝙎

𝙏𝙃𝙊𝙐𝙂𝙃𝙏𝙎

Open in Telegram

💟 Mind ~ Self Help 💟 Body ~ Good Health 💟 Soul ~ Spirituality 🙏🏻❣️Jay Jagannath❣️🙏🏻☺️

Show more
393
Subscribers
No data24 hours
No data7 days
+3130 days
Posts Archive
ଜୀବନ ହେଉଛି ମୃତ୍ୟୁ ଠାରୁ ଧାର ଆଣିଥିବା କିଛି ସମୟ, ଏ ସମୟ କେବେ ଚାଲିଯିବ କେହି ବି ଜାଣି ପାରିବେ ନାହିଁ...ଏ ଜୀବନ ଥିବା ଯାଏଁ ରାଗ, ଋଷା, ହିଁସା, ଛାଡ଼ି ସମସ୍ତଙ୍କ ସହିତ ହସ, ଖୁସିରେ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ।😊

ଗୀତା ସାର ଯାହା ହେଲା ଠିକ୍ ହେଲା ଯାହା ହେଉଛି ଠିକ୍ ହେଉଛି ଯାହା ହେବ ତାହା ମଧ୍ୟ ଠିକ୍ ହେବ । ତୁମର କ’ଣ ଗଲାଯେ ତୁମେ କାନ୍ଦୁଛ ତୁମେ କ’ଣ ଆଣିଥୁଲ ଯେ- ତୁମେ ହଜାଇ ଦେଲ ତୁମେ କ’ଣ ସୃଷ୍ଟି କରିଥୁଲ ଯେ ନଷ୍ଟ ହୋଇଗଲା ତୁମେ ଯାହା ନେଲ ଏହିଠାରୁ ନେଲ ଯାହା ଦେଲ ଏହିଠାରେ ଦେଲ । ଯାହା ଆଜି ତୁମର ବୋଲି ଭାବୁଛ ତାହା କାଲି ଆଉ କାହାର ଥିଲା । ପର ଦିନ ଆଉ କାହାର ହୋଇଯିବ । ପରିବର୍ତ୍ତନ ସଂସାରର ନିୟମ ।

ଭଗବାନଙ୍କ ଠାରୁ ନ୍ୟାୟ ମିଳୁଥିଲେ          ନ୍ୟାୟାଳୟ ନଥାନ୍ତା ସରସ୍ବତୀଙ୍କ ଠାରୁ ଜ୍ଞାନ ମିଳୁଥିଲେ            ବିଦ୍ୟାଳୟ ନଥାନ୍ତା ଆର୍ଶୀବାଦରେ କାମ ଚଳୁଥିଲେ             ଔଷଧାଳୟ ନଥାନ୍ତା ବିନା କାମରେ ଭାଗ୍ୟ ବଦଳୁଥିଲେ             କାର୍ଯ୍ୟାଳୟ ନଥାନ୍ତା      ତେଣୁ ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଭରସା କରନ୍ତୁ ।।      

ପ୍ରତ୍ୟେକ ଶରୀରର ସବୁଠାରୁ ଦାମୀ ଅଂଶ ହେଉଛି... ହୃଦୟ, ଯେଉଁଠି ରହିବାର ଯୋଗ୍ୟତା ସମସ୍ତଙ୍କ ପାଖରେ ନ ଥାଏ☺️❤️

ଆଧ୍ୟାତ୍ମିକ ହିଁ ବିଜ୍ଞାନ ଅଟେ,, ଶିକ୍ଷା କୁ ଯିଏ ବ୍ୟବସାୟ ବା କାରବାର ଭାବି ଅଧ୍ୟୟନ କରେ ତା'ର ଅଧୋଃଗତି ହୁଏ ଅବା ପତନ ହୁଏ, ଯିଏ ଭାରତୀୟ ସଭ୍ୟତା ବା Hindu mythology ଧର୍ମଶାସ୍ତ୍ର କୁ ପଠନ କରେ ଏବଂ ଏହାକୁ ବିଜ୍ଞାନ ରେ ବ୍ୟବହାର କରେ ସିଏ ବୈକୁଣ୍ଠ ଆନଂଦ ର ଉପଭୋଗ କରେ , ମୁଁ କହୁଛି କିଛି ଶିଖନ୍ତୁ କି ନ ଶିଖନ୍ତୁ ....... କେବଳ ଆପଣ ନିଜେ ନିଜକୁ ଜାଣନ୍ତୁ ଯେ ମୁଁ ଏ ସଂସାର ର ମହାନ୍ ଆତ୍ମା , ଆଉ ମୁଁ ଭଗବାନଙ୍କ ସନ୍ତାନ ବହୁତ୍ ଭାଗ୍ୟବାନ ଆତ୍ମାଅଟେ, ପବିତ୍ରତା (ବ୍ରହ୍ମଚର୍ଯ୍ୟ) ମୋର ସ୍ବଧର୍ମ ଅଟେ ଆପଣ ଜ୍ଞାନୀ ଅଟନ୍ତି ଇଏ ତ ସତ୍ୟ ଅଟେ ,ଦିନେ ନା ଦିନେ OAS , income tax inspector,ବା IAS ହୋଇଯିବେ .... ତା ପରେ...? ହଁ ତା ପରେ ଆପଣ ଅବସର ନେଇଯିବେ କିନ୍ତୁ ତା ପରେ......? ଇଏ ଆତ୍ମ ଚେତନା ର ଅଞ୍ଜନ ଅଟେ... କେବଳ ପ୍ରବୃତ୍ତି ମାର୍ଗ ର ପଠପଢ଼ିବେ ତ Tension ବଢ଼ିବ ଯଦି ଆପଣ both spiritual and Physical ଏଇ ଅଧ୍ୟୟନ କରିବେ ତେବେ soul automatically Attention ହୋଇଯିବ ଆଉ ପାପ ପୂଣ୍ୟ ର ବି ବିଚାର ଆସିଯିବ 😊 ଜୟ ଜଗନ୍ନାଥ🙏🏻☺️❤️

ଯେତେବେଳେ ମଣିଷର ପରିସ୍ଥିତି ଖରାପ୍ ହୋଇଥାଏ ସେତେବେଳେ ବହୁତ୍ କିଛି ଶୁଣିବାକୁ ଆଉ ସହିବାକୁ ପଡ଼ିଥାଏ। ତେଣୁ ନୀରବ ରହି ପରିସ୍ଥିତିକୁ ସାମ୍ନା କରିବା ସବୁଠାରୁ ଭଲ ହୋଇଥାଏ😊 ଜୟ ଜଗନ୍ନାଥ🙏🏻☺️❤️

ସୁଖ ଆଉ ଦୁଃଖ ନିଜ ଭାଗ୍ୟ ବଳରେ ମିଳିଥାଏ.. ଧନୀ ଗରିବ ଏଥିରେ କିଛି ନେବା ଦେବା ନଥାଏ... କାନ୍ଦିବାକୁ ଥିବ ଯଦି ରାଜପ୍ରାସାଦ ରେ ଥିଲେ ମଧ୍ଯ କାନ୍ଦିବାକୁ ପଡିବ, ଆଉ ହସିବାର ଥିବ ଯଦି ଝୁପୁଡ଼ି ଘରେ ମଧ୍ଯ ହସର ଗୁଞ୍ଜନ ଶୁଣା ଯାଉଥିବ । ଜୟ ଜଗନ୍ନାଥ🙏🏻☺️❤️

Be Happy and Spread Happiness 😊❤️

ସମସ୍ତଙ୍କ ଜୀବନର ଶେଷ ଷ୍ଟେସନ ମଶାଣି....      ଦିନେ ସମସ୍ତଙ୍କୁ ସେ ଷ୍ଟେସନ ଯିବାକୁ ହେବ। ତାରିଖ, ସମୟ,ଟିକେଟ ଉପର ବାଲା ହାତରେ....               ତେଣୁ ଜୀବନ ଯାତ୍ରାରେ ସୁଖୀ ରହିବା ଶିଖନ୍ତୁ.... ବହୁତ କିଛି ଶିଖାଏ ଏ ଜୀବନ, କେବେ ହସାଏ ତ ପୁଣି କେବେ କନ୍ଦାଏ,ହେଲେ କଣ୍ଟା ଉପରେ ଛିଡା ହୋଇ ଯିଏ ହସିବା ଶିଖିଯାଏ... ତା ଆଗରେ ଜୀବନ ମୁଣ୍ଡ ନୁଆଁଏ।       ଜୟ ଜଗନ୍ନାଥ🙏🏻😊❤️

Everything is teached by sanatan SHREE RAM -- Don't give up in any situation SHREE KRISHNA -- Everything happens for a reason. GANESHA ---- Respect everyone & be humble to everyone MAHADEV -- Self-control is the key SHREE USHNU -- Salvation for Humanity HANUMAN -- Be dedicated, Selflessness & Brave.

ସବୁବେଳେ ନିଜ ଚରିତ୍ରରୁ ପବିତ୍ର ରୁହନ୍ତୁ, “ମା ବାପା"ଙ୍କର ସମ୍ମାନ ବନାଇ ରଖନ୍ତୁ.! ଏଇଟା ଭାବନ୍ତୁ ନି ଦୁନିଆ କ'ଣ କହୁଛି କଣ ଭାବୁଚି... କାରଣ ଲୋକ ତ ସେଇମାନେ ହିଁ.. ଯିଏ ସୀତା ମାତା ଙ୍କୁ ବି ପ୍ରଶ୍ନ କରିବାକୁ ପଛେଇ ନଥିଲେ.... ଜୟ ଜଗନ୍ନାଥ🙏🏻☺️❤️

Lord Jagannath in a world full of distractions, help me to focus on you⭕️‼️⭕️🛐☺️❤️😇🙏🏻

Lord Jagannath in a world full of distractions, help me to focus on you☺️❤️😇🙏🏻

ମହାଭାରତରୁ ଶିକ୍ଷା • ଯୁଧୂଷ୍ଠିରଙ୍କ ପରି ଜୁଆ ଖେଳନ୍ତୁ ନାହିଁ | • କର୍ନା ପରି ଦୁଗ୍ଧ ବ୍ୟକ୍ତିଙ୍କ ଅନୁଗ୍ରହ ଗ୍ରହଣ କରନ୍ତୁ ନାହିଁ । • ଧୃତରାଷ୍ଟ୍ର ପରି ତୁମ ପୁଅକୁ ଭଲ ପାଅ ନାହିଁ | • କୁନ୍ତ୍ରୀ ପରି ଅନୁପ‌ଯୁକ୍ର ଭାବରେ ବ୍ୟବହାର କରନ୍ତୁ ନାହିଁ | ଦୌର୍ପଦୀ ପରି ଅନୁପଯୁକ୍ତ ସ୍ଥାନରେ ହସନ୍ତୁ ନାହିଁ | ପାଣ୍ଡୁ ଭଳି ଲୋଭ ଉପରେ ନିର୍ଭରଶୀଳ ହୁଅନ୍ତୁ ନାହିଁ । ଦୁର୍ଯ୍ୟୋଧନଙ୍କ ପରି ଜିସ୍ଫୋର ହୁଅନ୍ତୁ ନାହିଁ। • ଭୀଷ୍ମଙ୍କ ପରି ଅନ୍ୟାୟ ପ୍ରତିଶୃତି ଦ୍ବାରା ବନ୍ଧା ହୁଅନ୍ତୁ ନାହିଁ । ଦୁଃଶାସନ ପରି ମହିଳାଙ୍କୁ ଅପମାନ କରନ୍ତୁ ନାହିଁ | ଅର୍ଯ୍ୟୋତ୍ସ୍ନାମା ପରି ନିୟନ୍ତ୍ରଣରୁ ବାହାରକୁ ଯାଆନ୍ତୁ ନାହିଁ । • ଶାନ୍ତନୁ ପରି କାମରେ ସଂଲଗ୍ନ ହୁଅନ୍ତୁ ନାହିଁ | ଗାନ୍ଧାରୀ ପରି ଅନ୍ଧମାନଙ୍କୁ ଅନୁସରଣ କରନ୍ତୁ ନାହିଁ । • ପାରିକଶିତ୍ ପରି କ୍ରୋଧରେ ଅନୁପ‌ଯୁକ୍ତ କାର୍ଯ୍ୟ କରନ୍ତୁ ନାହିଁ | • ଦ୍ରୋଣାଚାର୍ଯ୍ୟଙ୍କ ପରି ଅଧା ସତ୍ୟରେ ବିଶ୍ବାସ କରନ୍ତୁ ନାହିଁ | • ଶାଲି ପରି ଲୋକଙ୍କୁ ନିରୁତ୍ସାହିତ କରିବା ସହିତ କମ୍ପାନୀ ରଖନ୍ତୁ ନାହିଁ |

And you were just like the moon, so lonely, so full of imperfections. But just like the moon, you shine in times of darkness🖤

कठिन परिश्रम का कोई विकल्प नहीं है. हमेशा विनम्र और भूखे रहो.👍🏻😊

The more you appreciate your growth, the more inclined you will be to fuel your dreams. When you take adversity as a part of life where you have to work to elevate yourself, you don't have time to feel like a victim. Positive mindset fills you with hope, happiness and peace... 🚩Jay Jagannath ✨ 🚩

Accept everything except nothing👍🏻