en
Feedback
Sukant Tutorial

Sukant Tutorial

Open in Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Show more

📈 Analytical overview of Telegram channel Sukant Tutorial

Channel Sukant Tutorial (@sukanttutorial) is an active participant. Currently, the community unites 12 274 subscribers, ranking 16 353 in the Education category and 33 242 in the India region.

📊 Audience metrics and dynamics

Since its creation on невідомо, the project has demonstrated rapid growth, gathering an audience of 12 274 subscribers.

According to the latest data from 04 July, 2026, the channel demonstrates stable activity. Although there has been a change in the number of participants by -222 over the last 30 days and by -5 over the last 24 hours, overall reach remains high.

  • Verification status: Not verified
  • Engagement rate (ER): The average audience engagement rate is 17.41%. Within the first 24 hours after publication, content typically collects 4.37% reactions from the total number of subscribers.
  • Post reach: On average, each post receives 2 138 views. Within the first day, a publication typically gains 537 views.
  • Reactions and interaction: The audience actively supports content: the average number of reactions per post is 3.

📝 Description and content policy

The author describes the resource as a platform for expressing subjective opinions:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Thanks to the high frequency of updates (latest data received on 05 July, 2026), the channel maintains relevance and a high level of publication reach. Analytics show that the audience actively interacts with content, making it an important point of influence in the Education category.

12 274
Subscribers
-524 hours
-647 days
-22230 days
Posts Archive
Mathematics Questions 👆👆
+1
Mathematics Questions 👆👆

IMPORTANT UPDATE ବାରବାଟି ଟି-୨୦ ପାଇଁ ଜୁନ ୧ରେ ଅନଲାଇନ ଟିକଟ ବିକ୍ରି। ପେଟିଏମ ଇନସାଇଟରେ ଆପ, ପେଟିଏମ ଆପରେ କରିପାରିବେ ବୁକିଂ। http://insider.in ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ ଟିକଟ। ଦିନ ୧୧ଟାରୁ ୫୦୦୦ଟିକଟ ଅନଲାଇନରେ ବିକ୍ରି କରାଯିବ।

🟡 ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ⭐ ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ⭐ ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ⭐ ୧୮୦ ଜଣ IAS, ୨୦୦ ଜଣ IPS, ୩୭ ଜଣ IFS ଲାଗି ଯୋଗ୍ୟ ବିବେଚିତ ⭐ ଶ୍ରୁତି ଶର୍ମା ହାସଲ କରିଛନ୍ତି ପ୍ରଥମ ସ୍ଥାନ ⭐ ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ ⭐ ୨୩୨ ରାଙ୍କରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ ⭐ ୨୭୩ ରାଙ୍କରେ ସମୀର କୁମାର ଜେନା ⭐ ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ ⭐ ୩୭୬ ରାଙ୍କରେ ହର୍ଷିତ ମେହେର ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

IMPORTANT UPDATE ⭐ ଋଥଯାତ୍ରାରେ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି । ଶୃଙ୍ଖଳିତ ଭାବେ ରଥଯାତ୍ରା ପାଇଁ ପୁରୀ ପୁଲିସର ବୈଠକ । ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ହୋଟେଲ ଆସୋସିଏସନ୍ ସହ ପୁଲିସର ବୈଠକ । ୬୩୭୦୯୬୭୧୦୦ ହେଲ୍ପଲାଇନ ନମ୍ବର ଜାରି ପୁଲିସ I ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

ଜୁନ୍‌ ପହିଲାରୁ ୬ ବଡ଼ ପରିବର୍ତ୍ତନଗାଡ଼ିର ତୃତୀୟ ପକ୍ଷ ବୀମା ମହଙ୍ଗା ଜୁନ୍ ପହିଲାରୁ, ଦୁଇଟି ଚକିଆ ଏବଂ ଚାରି ଚକିଆ ଯାନର ତୃତୀୟ ପକ୍ଷ ବୀମା ମହଙ୍ଗା ହେବାକୁ ଯାଉଛି। ଏହାଫଳରେ ବର୍ତ୍ତମାନ ଆପଣଙ୍କୁ ତୃତୀୟ ପକ୍ଷ ବୀମା ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡିବ। ଦୁଇ ଚକିଆ ଯାନ କ୍ଷେତ୍ରରେ ୧୫୦ ସିସିରୁ ୩୫୦ ସିସି ମଧ୍ୟରେ ଯାନବାହନ ପାଇଁ ପ୍ରିମିୟମ ଦେୟ ୧୩୬୬ ଟଙ୍କା ରଖାଯାଇଥିବାବେଳେ ୩୫୦ ସିସିରୁ ଅଧିକ ଯାନ ପାଇଁ ପ୍ରିମିୟମ ୨୮୦୪ ଟଙ୍କା ପଡ଼ିବ। ⭕ ଏସବିଆଇ ଗୃହ ଋଣ ସୁଧହାର ବଢ଼ିବ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଘରୋଇ ଋଣ ବାହ୍ୟ ବେଞ୍ଚମାର୍କ ଋଣ ସୁଧ ହାର (ଇବିଏଲ୍‌ଆର୍‌)କୁ ୪୦ ବେସିସ୍‌ ପଏଣ୍ଟକୁ ୭.୦୫%କୁ ବୃଦ୍ଧି କରିଥିବାବେଳେ ଆରଏଲଏଲଆର ୬.୬୫% ପ୍ଲସ୍‌ କ୍ରେଡିଟ ରିସ୍କ ପ୍ରିମିୟମ ହେବ। ବର୍ଦ୍ଧିତ ସୁଧ ହାର ଜୁନ୍ ପହିଲାଠାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଗୃହ ଋଣ ସୁଧହାର ବୃଦ୍ଧି ପାଇବ। ଏହାପୂର୍ବରୁ ଇବିଏଲ୍‌ଆର୍‌ ୬.୬୫% ରହି ଥିବାବେଳେ ରେପୋ-ଲିଙ୍କ୍ ଋଣ ହାର (ଆର୍‌ଏଳ୍‌ଏଳ୍‌ଆର୍‌) ୬.୨୫% ରହିଥିଲା। ⭕ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ କାରବାର ଶୁଳ୍କ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ମାଧ୍ୟମରେ କାରବାର ମଧ୍ୟ ଜୁନ୍ ମାସରୁ ମହଙ୍ଗା ହେବ। ଆଇପିପିବି ଜୁନ୍ ୧୫ରୁ ଗ୍ରାହକଙ୍କଠାରୁ ନଗଦ କାରବାର ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ, ପ୍ରଥମ ତିନିଟି ନଗଦ ଟଙ୍କା ଉଠାଇବା, ନଗଦ ଜମା ଏବଂ ମିନି ଷ୍ଟେଟମେଣ୍ଟ ପାଇଁ କୌଣସି ଦେୟ ଲାଗୁ ହେବ ନାହିଁ । ମାଗଣା କାରବାର ପରେ ପ୍ରତ୍ୟେକ ନଗଦ ପ୍ରତ୍ୟାହାର କିମ୍ବା ନଗଦ ଜମା ପାଇଁ ଗ୍ରାହକ ୨୦ ଟଙ୍କା ସହ ଜିଏସ୍‌ଟି ଦେବେ। ଏଥିସହ ଏକ ମିନି ଷ୍ଟେଟମେଣ୍ଟ କାରବାର କ୍ଷେତ୍ରରେ ୫ ଟଙ୍କା ସହ ଜିଏସ୍‌ଟି ଦେବାକୁ ହେବ। ⭕ ସୁନା ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ ଜୁଡ଼୍ରୁ ସୁନାର ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ବର୍ତ୍ତମାନ ୨୫୬ ଟି ପୁରୁଣା ଜିଲା ବ୍ୟତୀତ ୩୨ ଟି ନୂତନ ଜିଲାରେ ହଲମାର୍କିଂ କେନ୍ଦ୍ର ଖୋଲାଯିବ। ବର୍ତ୍ତମାନ ଏହି ୨୮୮ ଟି ଜିଲାରେ ସୁନା ଅଳଙ୍କାରର ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ। ବର୍ତ୍ତମାନ ଏହି ଜିଲ୍ଲାଗୁଡ଼ିକରେ କେବଳ ୧୪, ୧୮, ୨୦, ୨୨, ୨୩ ଏବଂ ୨୪ କ୍ୟାରେଟ୍ ଅଳଙ୍କାର ବିକ୍ରି ହୋଇପାରିବ। ଏଗୁଡ଼ିକ କେବଳ ହଲମାର୍କିଂ ପରେ ବିକ୍ରୟ କରିବାକୁ ସକ୍ଷମ ହେବ ⭕ ଏକ୍ସିସ୍ ବ୍ୟାଙ୍କ ସଞ୍ଚୟ ଖାତା ନିୟମରେ ପରିବର୍ତ୍ତନ ସଞ୍ଚୟ ଖାତାରେ ସେବା ଚାର୍ଜ ବୃଦ୍ଧି କରିବାକୁ ଏକ୍ସିସ୍ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜୁନ୍ ୧ରୁ ସଞ୍ଚୟ କାତାରେ ସର୍ବନିମ୍ନ ସନ୍ତୁଳନ ବଜାୟ ରଖିବା ପାଇଁ ସୀମା ବୃଦ୍ଧି କରାଯାଇଛି। ଏହା ଅଧୀନରେ, ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୧୫,୦୦୦ ବଦଳରେ ସର୍ବନିମ୍ନ ୨୫,୦୦୦ ଟଙ୍କା କିମ୍ବା ଏକ୍ସିସ୍ ବ୍ୟାଙ୍କର ସମସ୍ତ ପ୍ରକାର ସଞ୍ଚୟ ଖାତାରେ ୧ ଲକ୍ଷ ଟଙ୍କା ଜମା ରଖିବାକୁ ପଡିବ। ⭕ ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହେବ ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରିଥାନ୍ତି। ଜୁଡ଼୍ ପହିଲାଠାରୁ ତୈଳ କମ୍ପାନୀ ପୁନର୍ବାର ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍‌ଦି ଘଟାଇପାରନ୍ତି। ଏହାପୂର୍ବରୁ ମେ ପହିଲାରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା ମହଙ୍ଗା ହୋଇଥିଲା। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

https://youtu.be/wq3PDuzS6FI Summer Vacation Big Update 2022 |College ଓ University ରେ Summer Vacation ହେବ କି ନାହିଁ ? Must Watch & Share

ସାବିତ୍ରୀ ଅମାବାସ୍ୟା🙏🙏🙏
ସାବିତ୍ରୀ ଅମାବାସ୍ୟା🙏🙏🙏

https://youtu.be/YlGzpEFjeFM ଯଦି Status ଏହିପରି Show କରୁଛି Scholarship ଟଙ୍କା ମିଳିଗଲାଣି ଶୀଘ୍ର ଦେଖନ୍ତୁ ଆପଣଙ୍କ ପାଇଁ ଖୁସି ଖବର👆👆 Must Watch & Share

photo content

photo content

photo content

photo content

photo content

photo content

photo content

https://youtu.be/AbY8aU3T0nM Mathematics Important for board exam 2022👆👆👆

ଆଇପିଏଲ ଫାଇନାଲ ଲଢେଇ । ମୁହାଁମୁହିଁ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । କିଏ ହେବ ଚାମ୍ପିୟନ? ଉତ୍ତର ଅପେକ୍ଷାରେ ରହିଲି❤️ @IPL @gujarat_ti
ଆଇପିଏଲ ଫାଇନାଲ ଲଢେଇ । ମୁହାଁମୁହିଁ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । କିଏ ହେବ ଚାମ୍ପିୟନ? ଉତ୍ତର ଅପେକ୍ଷାରେ ରହିଲି❤️ @IPL @gujarat_titans @rajasthanroyals @SukantTutorial

🔴 ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା 🔴 ➡️ ଆମ YouTube Channel କୁ Share , Subscribe & Support କରନ୍ତୁ 👉 YouTube Channel Like - https://m.youtube.com/c/SukantTutorial ➡️ ଆମ Telegram Channel କୁ Share & Support କରନ୍ତୁ 👉 Telegram Channel Like- https://t.me/SukantTutorial ଆପଣ ମାନଙ୍କୁ ଏତେ ସହ ସାହାଯ୍ୟ କରୁଛି ଆପଣ ଆମ ପାଇଁ ଏତିକି କଣ କରିପାରିବେ ନାହିଁ👆👆👆👆 ଉତ୍ତର ଅପେକ୍ଷାରେ ରହିଲି❤️ @SukantTutorial

photo content

🔴+2 Results Big Update 2022🔴 ଜାଣନ୍ତୁ କେତେ ପ୍ରକାଶ ପାଇବ +2 Results👆👆👆👆