The Learner Odisha
Open in Telegram
Welcome to "The learner odisha" Telegram Channel. We collaboratively prepare for Different Teaching Exams like RHT, LTR, OSSTET, OTET, SSB TGT, OAVS, KVS and many more. Join with us, for a better guidance 🫰🫰🫰
Show moreThe country is not specifiedEducation35 030
5 097
Subscribers
No data24 hours
+17 days
-230 days
Posts Archive
5 097
*All the Best everyone.*
*ବେଶୀ Stress ନନେଇକି, ଶାନ୍ତିରେ ଶୋଇବ ଆଜି*
*କାଲି ଅଯଥା Risk ନେବନାହିଁ, ଯେତିକି ଆସିବ କରିବ । ଅଧିକା Attempt ପାଇଁ କି ମନ ଇଚ୍ଛା କିଛି ମାରିବନି ।*
ଠାକୁର ନିଶ୍ଚୟ ତୁମ ପରିଶ୍ରମର ଫଳ ଦେବେ ।*
5 097
ମୁଁ Prepare କରିବା ସମୟରେ Prelims ପାଇଁ କରିଥିବା କିଛି Notes। କାଗଜ ଉପରେ ଯେତେ ଥର ଠିକ୍ ଚିହ୍ନ ଆଉ ଅଲଗା ଗାର ପଡ଼ିଛି, Minimum ସେତିକି ଥର ମୁଁ Revise କରିଛି।
GK/GS ରେ ଯେଉଁ ମାନେ ଦୁର୍ବଳ ଅଛନ୍ତି, ମନେ ରଖ ଆମେ ବି ଦୁର୍ବଳ ଥିଲୁ କିନ୍ତୁ ପାର ହେଇଗଲୁ ହିଁ, ଠିକ୍ ସେମିତି ପଢ଼ିଚାଲ, ଭଲ ନିଶ୍ଚୟ ହେବ । 🙏🙏🙏
