en
Feedback
Current Affairs and Editorials

Current Affairs and Editorials

Open in Telegram

Sᴛᴜᴅʏ ʟɪғᴇ... Aʟʟ Job updates ᴇᴅᴜᴄᴀᴛɪᴏɴᴀʟ Bᴏᴏᴋs, Editorials, Dᴀɪʟʏ Cᴜʀʀᴇɴᴛ Aғғᴀɪʀs, ᴛᴏᴅᴀʏ ʜɪsᴛᴏʀʏ ᴀʟʟ ᴀᴠᴀɪʟᴀʙʟᴇ ɪɴ ᴛᴇʟᴇɢʀᴀᴍ ᴄʜᴀɴɴᴇʟ.. Jᴏɪɴ ~ Cʜᴀɴɴᴇʟ ʟɪɴᴋ ~ current_affairs_magazine_all

Show more
4 840
Subscribers
No data24 hours
-117 days
-4830 days
Posts Archive
+1
Employment News ● 22 Aug - 28 Aug 2026.pdf73.69 MB

sticker.webp0.11 KB

+1
English Employment News 15 August - 21 August 2026.pdf84.58 MB

ନିଯୁକ୍ତି_ଖବର_15_21_ଅଗଷ୍ଟ_2026.pdf5.57 MB

+1
Employment News ● 08 Aug - 14 Aug 2026...pdf16.01 MB

sticker.webp0.11 KB

Repost from Odia Newspapers
+2
Hindi Employment News 25 Jul - 31 Jul 2026..pdf.pdf28.07 MB

Repost from Odia Newspapers
sticker.webp0.15 KB

Repost from Odia Newspapers
sticker.webp0.11 KB

You Can get all English and Hindi Newspaper Here https://t.me/all_indian_newspaper_india

Repost from Odia Newspapers
+1
ସମ୍ବାଦ_କଥା_ମେ-2026.pdf40.39 MB

Repost from Odia Newspapers
sticker.webp0.16 KB

English Employment News 27 Jun - 03 Jul 2026 ..pdf16.83 MB

Repost from Odia Newspapers
sticker.webp0.11 KB

+1
ସମ୍ବାଦ_କଥା_ଜୁନ୍-2026.pdf42.54 MB

sticker.webp0.16 KB

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ଜୁନ୍ ମାସ ୨୧ ତାରିଖ ୨୦୨୬ ମସିହା (ରବିବାର)* *ଶକାବ୍ଦ -୧୯୪୮* *ସମ୍ବତ -୨୦୮୩* *ଦିଲ୍ଲୀସ୍ୱରାଦ୍ଧ-୧୪୩୩* *ସମ୍ବତ୍ସର- ରୌଦ୍ର* *ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ* *ତିଥି- ସପ୍ତମୀ ଦିବା ଘ୦୩/୦୪ ଗତେ ଅଷ୍ଟମୀ* *ନକ୍ଷତ୍ର- ପୂର୍ବା ଫାଃ ଦିବା ଘ୦୯/୫୫ ଗତେ ଉତ୍ତରା ଫାଃ* *ଚନ୍ଦ୍ର- ସିଂହ ଦିବା ଘ୦୪/୦୪ ଗତେ କନ୍ୟା* *ଯୋଗ- ଅସୃକ୍* *କରଣ - ବାଣିଜ୍ୟ* *ସୌରମାସ- ମିଥୁନ ୦୭ ଦିନ* *✧═════•❁❀❁•════✧* *ସୁର୍ୟୋଦୟ- ପ୍ରାତଃ ଘ୦୫/୧୩/୧୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୭* *✧═════•❁❀ *ଯୋଗିନୀ ବାୟବ୍ୟେ ଦିବା ଘ୦୩/୦୪ ଗତେ ଐଶ।ନ୍ୟେ* *ମେଷ ରାଶିର ଘାତବାର* *କର୍କଟ ଓ ମକର ରାଶିର ଘାତଚନ୍ଦ୍ର* *ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ମୃତେ ଦ୍ଵିପାଦ ଦିବା ଘ୦୯/୫୫ ଗତେ ତ୍ରୀ ପାଦ ଦିବା ଘ୦୩/୦୪ ଗତେ ଦ୍ଵିପାଦ ପୁଷ୍କର ଦୋଷ* *✧═════•❁❀❁•═══* *କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୩୦ ମଧ୍ୟେ* ══•❁❀❁•═* *ବିଶୁଦ୍ଧ ଅମୃତ ବେଳା- ଦିବା ୦୬/୫୦ଗତେ ଘ୦୯/୧୩ ମଧ୍ୟେ ଓ ଘ୦୧/୩୧ ଗତେ ଘ୦୨/୦୧ ମଧ୍ୟେ ରାତ୍ରି ଘ୦୮/୦୦ଗତେ ଘ୧୧/୧୩ ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୩୮ ଗତେ ଘ୦୪/୨୭ ମଧ୍ୟେ ═✧*══•❁❀❁•═*════✧ *ଅଦ୍ୟ ତାଳ ଦିବା ଘ୦୩/୦୪ ଗତେ ନଡ଼ିଆ ଭକ୍ଷଣ ନିଷେଧ* *═✧*══•❁❀❁•═════✧ *ଡ:ବାୟୁନନ୍ଦନ ମିଶ୍ର* *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ* *ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭* *ମୋବାଇଲ-9437064130* *www.adrushyashaktiastro.com* *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।* *✧═════•❁❀❁•═════✧* *🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।* *✧═════•❁❀❁•═════✧* *🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।* *✧═════•❁❀❁•═════✧* *🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।* *✧═════•❁❀❁•═════✧* *🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।* *✧═════•❁❀❁•═════✧* *🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।* *✧═════•❁❀❁•═════✧* *🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।* *✧═════•❁❀❁•═════✧* *🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।* *✧═════•❁❀❁•═════✧* *🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।* *✧═════•❁❀❁•═════✧* *🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।* *✧═════•❁❀❁•═════✧* *🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।* *✧═════•❁❀❁•═════✧* *🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

+1
रोजगार_समाचार_●_20_जून_26_जून_2026.pdf55.00 MB

ନିଯୁକ୍ତିଖବର 16-22 ମଇ 2026.pdf5.91 MB