en
Feedback
𖣔ꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋSTUDY WITH OMM PRΔKΔSH

𖣔ꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋꠋSTUDY WITH OMM PRΔKΔSH

Open in Telegram

Learn With Me Any Query,Contact Me: - @study_with_omm_prakash_bot

Show more
1 437
Subscribers
No data24 hours
+37 days
-1230 days
Posts Archive
ଓମ୍ ଙ୍କ ନିୟମ ଲେଖି ବିଶିଷ୍ଟ ପ୍ରତିରୋଧ ବିଷୟରେ ବର୍ଣ୍ଣନା କର? ଓମ୍ ଙ୍କ ନିୟମ ଲେଖି ବିଶିଷ୍ଟ ପ୍ରତିରୋଧ ବିଷୟରେ ବର୍ଣ୍ଣନା କର? Answer kn heba

ଶିଶୁ ହସିଲେ ଦୁନିଆ ହସିବ 😀 ଆଜିର ଶିଶୁ ଆସନ୍ତାକାଲିର ନାଗରିକ l ଦେଶର ସମୃଦ୍ଧି ବର୍ତ୍ତମାନର ଶିଶୁଙ୍କ ଉଚ୍ଚ ମାନର ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ
ଶିଶୁ ହସିଲେ ଦୁନିଆ ହସିବ 😀 ଆଜିର ଶିଶୁ ଆସନ୍ତାକାଲିର ନାଗରିକ l ଦେଶର ସମୃଦ୍ଧି ବର୍ତ୍ତମାନର ଶିଶୁଙ୍କ ଉଚ୍ଚ ମାନର ଶିକ୍ଷା ଏବଂ  ଉତ୍ତମ ସ୍ବାସ୍ଥ୍ୟ ଉପରେ ନିର୍ଭର କରେ l ଶିଶୁ ଦିବସ ଅବସରରେ ଶିଶୁ ମାନଙ୍କୁ ତାଙ୍କ ଅଧିକାର,ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କଲେ, ଆଦର୍ଶ ଭାରତ ଗଢ଼ିବା ସମ୍ଭବ ହେବ l ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜୟନ୍ତୀ ତଥା ଶିଶୁ ଦିବସ ଅବସରରେ ସମସ୍ତ  ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା | Children are the future, so let’s work towards making it bright. Happy Children’s Day! ” #HappyChildrensDay2024 Happy Children's Day To All My Students. Make Your All Moments Happiest In This Day. ❝Study With Omm Prakash❞