cookie

We use cookies to improve your browsing experience. By clicking «Accept all», you agree to the use of cookies.

avatar

ODIA MOTIVATION,SAYARI,QUIZ 🙏

ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ😇

Show more
India107 838The language is not specifiedMotivation & Quotes12 165
Advertising posts
2 407
Subscribers
+724 hours
+437 days
+21230 days

Data loading in progress...

Subscriber growth rate

Data loading in progress...

🌿🤭🌿 ସ୍କୁଲ ସରିବାର ବହୁତ୍ ବର୍ଷ ହେଇ ଗଲାଣି । ଆଜି ଯାଏ ବୁଝି ପାରିଲିଣି ସେ ଯନ୍ତ୍ରବାକ୍ସ ରେ ଥିବା ଦି ମୁନିଆ ର କାମ କଣ ? ମୁଁ ତ କାଗଜ ଦିସ୍ତା ରେ ଫୁଟେଇବା ପାଇଁ ବ୍ୟବହାର କରୁଥିଲି!! 🤣🤣🤣
Show all...
😁 36🤩 5👏 3😢 2🙏 2
ନିଜ ଲୋକ..................
Show all...
🙏 10👍 2 1
ଭଲ ପାଇବାର ନାଟକ..............
Show all...
👍 28🙏 10😢 1
କାହିଁକି ଏମିତି ହୁଏ ❓,, ଯିଏ ଭାଗ୍ୟରେ ନଥାଏ, ପ୍ରେମ ସବୁଠାରୁ ଅଧିକ ତା ସହିତ ହୁଏ 🥺😭😖
Show all...
😢 27👍 14🆒 3😡 3🔥 2❤‍🔥 1
ମୋର ଭୋଟ ଖୋର୍ଦ୍ଧା ର ଶିକ୍ଷା ସମସ୍ୟା ର ସମାଧାନ ଲାଗି। ମୋର ଭୋଟ ପରୀ , ବେବିନା, କୁନ୍ଦିଲି ଭଊଣି ର ନ୍ୟାୟ ଲାଗି। ମୋର ଭୋଟ ମୋର ଅଞ୍ଚଳ ର ଯୁବକ ବର୍ଗ ର ରୋଜଗାର ଲାଗି । ମୋର ଭୋଟ ମୋର ଅଞ୍ଚଳର ସାମାଜିକ ସଂସ୍କୃତ ର ପୁନଃ ସ୍ଥାପନା ଲାଗି । ମୋର ଭୋଟ ଭାରତ କେ ବିଶ୍ଵ ଗୁରୁ ବନାବାର ଲାଗି। ଆଜି ଠାରୁ ଆମେ ସମସ୍ତେ ଭୋଟ ଦେବୁ , ଭ୍ରଷ୍ଟାଚାର ଦାଗି ନେତା ମାନଙ୍କୁ ତାଙ୍କର ରାସ୍ତା ଦେଖେଇ ଦେବୁ । Vote for nation🚩
Show all...
👍 13
ଯିଏ ମୁଁହ ଦେଖି ଜାଣି ପାରେ ପେଟ ର ଭୋକ ଗହୀର ମନ ର କଥା...ହୁଏତ ପାଠ ପଢ଼ି ନଥାଏ ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସେ..ସେ ମାଗେନ କେବେ ନିଜ ପାଇଁ ତାର ପ୍ରତ୍ୟେକ ବାର ବ୍ରତ ଓଷା ର ଶୀର୍ଷ ବିନ୍ଧୁ ଆମେ🥰 ପବିତ୍ର ମାତୃଦିବସ ରେ ମୋର ସମସ୍ତ ମା ମାନଙ୍କୁ ପ୍ରଣାମ 🙏 #ମାତୃଦିବସ #ସମୟ ସରି ଆସୁଛି
Show all...
💯 20🙏 13 7👍 2
କଣ ଲେଖିବି.. ଶବ୍ଦ କମ ପଡିବ.. କଣ କହିବି.. ଜୀବନ ସରିଯିବ.. ସିଏ ସମୁଦ୍ର ମୁଁ ଶଙ୍ଖେ ପାଣି .. ତା ମମତା ପ୍ରଭୁ ନପାରିଲେ ଜାଣି.. ମୁଁ ଛାର ମନୁଷ୍ୟ .. କେମିତି ମାପିବି ପୁଣି.. ~~ମାତୃ ଦିବସର ଅଭିନନ୍ଦନ..🚩
Show all...
27🙏 6
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ବିଜ୍ଞାନର ଅଗ୍ରଗତି ଘଟିଥିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନି। ମଣିଷ ଯେତେଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦେଶକ, ଆମେମାନେ ଜଣେ ଜଣେ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣ ର ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର ଅଭିନୟଟି ସୁନ୍ଦରତା ରେ ଭରିଯାଉ ।
Show all...
🙏 20🔥 7👍 5
ମହୁ ପରି ମିଠା କଥା ବାର୍ତ୍ତା କରୁଥିବା ଲୋକ ବେଳେ ବେଳେ ମହୁମାଛି ପରି ଆଘାତ ମଧ୍ୟ ଦିଅନ୍ତି ,ସର୍ବଦା ନିଜ Choice ର ଜୀବନ ମିଳିବ ନାହିଁ,ଯାହା ମିଳୁଛି ବାସ୍ ତାକୁ ହିଁ Choice କରିବାକୁ ପଡିବ। Rakesh........
Show all...
👍 42
ଅହଙ୍କାରୀ ବନ୍ଧୁ ମାନଙ୍କୁ ଚେତେଇ କହୁଛି ଏହି କାହାଣୀ, କରନାହିଁ ଏତେ ଗର୍ବ ଅହଂକାର ନଷ୍ଟହେବ ଜାଣିଶୁଣି । ନିଜର ଯେତେ ସୁନ୍ଦର ନା ଦେଇଥାନ୍ତୁ ପଛେ, ଜୀବନର ଶେଷରେ ଲୋକେ ଆପଣଙ୍କୁ କେବଳ ଶବ ହିଁ କହିବେ....
Show all...
🔥 26🙏 14👍 5👏 3❤‍🔥 2