en
Feedback
📰 ଓଡିଶା ନ୍ୟୁଜ ପେପର୍ 📰

📰 ଓଡିଶା ନ୍ୟୁଜ ପେପର୍ 📰

Open in Telegram

ଆପଣ ମାନେ ଏହି ସମୂହରେ ଦୈନିକ ପ୍ରାତଃରୁ ସମସ୍ତ ଓଡ଼ିଆ ଇଂରାଜୀ ହିନ୍ଦୀ ଖବରକାଜ,ଦୈନନ୍ଦିନ ଜୀବନର ତାଜା ସମାଚାର ଏବଂ ସାପ୍ତାହିକ ପତ୍ରିକା ପ୍ରଥମେ ପାଇବେ । ବି.ଦ୍ର- ଯଦି ଆପଣ ମାନଙ୍କୁ ଆମ ସମୂହଟି ଭଲ ଲାଗୁଛି ତେବେ ଦିଆଯାଇଥିବା ସମୂହର link ଟିକୁ Share କରନ୍ତୁ ।

Show more
1 438
Subscribers
No data24 hours
+17 days
+2130 days

Data loading in progress...

Tags Cloud
No data
Any problems? Please refresh the page or contact our support manager.
Incoming and Outgoing Mentions
---
---
---
---
---
---
Attracting Subscribers
September '26
September '26
+7
in 0 channels
August '26
+46
in 0 channels
Get PRO
July '26
+34
in 0 channels
Get PRO
June '26
+31
in 0 channels
Get PRO
May '26
+41
in 0 channels
Get PRO
April '26
+35
in 0 channels
Get PRO
March '26
+15
in 0 channels
Get PRO
February '26
+11
in 0 channels
Get PRO
January '26
+30
in 0 channels
Get PRO
December '25
+21
in 0 channels
Get PRO
November '25
+19
in 0 channels
Get PRO
October '25
+18
in 0 channels
Get PRO
September '25
+22
in 0 channels
Get PRO
August '25
+24
in 0 channels
Get PRO
July '25
+24
in 0 channels
Get PRO
June '25
+30
in 0 channels
Get PRO
May '25
+24
in 0 channels
Get PRO
April '25
+10
in 0 channels
Get PRO
March '25
+26
in 0 channels
Get PRO
February '25
+32
in 0 channels
Get PRO
January '25
+67
in 0 channels
Get PRO
December '24
+74
in 0 channels
Get PRO
November '24
+74
in 0 channels
Get PRO
October '24
+71
in 0 channels
Get PRO
September '24
+89
in 0 channels
Get PRO
August '24
+131
in 0 channels
Get PRO
July '24
+89
in 0 channels
Get PRO
June '24
+90
in 0 channels
Get PRO
May '24
+75
in 0 channels
Get PRO
April '24
+129
in 0 channels
Get PRO
March '24
+102
in 0 channels
Get PRO
February '24
+75
in 0 channels
Get PRO
January '24
+107
in 0 channels
Get PRO
December '23
+595
in 0 channels
Date
Subscriber Growth
Mentions
Channels
08 September0
07 September0
06 September+2
05 September0
04 September+2
03 September0
02 September+1
01 September+2
Channel Posts
📢 Important Notice / ଗୁରୁତ୍ୱପୂର୍ଣ୍ଣ ସୂଚନା / महत्वपूर्ण सूचना 📢 Dear Members, I have been sharing Odia, Hindi, and English e-papers with all of you on WhatsApp and Telegram since 2018 with the sole intention of helping everyone. However, due to copyright issues and some personal reasons, I have decided to permanently stop sharing all e-papers starting today. Thank you all so much for your continuous love, support, and trust over the years. Please support newspapers by reading them directly on their official websites or apps. ପ୍ରିୟ ସଦସ୍ୟଗଣ, ମୁଁ ୨୦୧୮ ମସିହାରୁ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମରେ ଆପଣମାନଙ୍କ ସେବା ଓ ସାହାଯ୍ୟ ପାଇଁ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଇ-ପେପର (e-papers) ସେୟାର କରିଆସୁଥିଲି। କିନ୍ତୁ କପିରାଇଟ୍ (Copyright) ନିୟମ ଏବଂ କିଛି ବ୍ୟକ୍ତିଗତ କାରଣ ଯୋଗୁଁ, ମୁଁ ଆଜିଠାରୁ ସବୁଦିନ ପାଇଁ ଇ-ପେପର ସେୟାର କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରୁଛି। ଏତେ ବର୍ଷ ଧରି ଆପଣମାନେ ଦେଇଥିବା ଭଲପାଇବା ଏବଂ ସହଯୋଗ ପାଇଁ ଅଶେଷ ଧନ୍ୟବାଦ। ଖବରକାଗଜ ପଢ଼ିବା ପାଇଁ ଦୟାକରି ସେମାନଙ୍କର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରନ୍ତୁ। प्रिय सदस्यों, मैं 2018 से WhatsApp और Telegram पर आप सभी की सेवा और मदद के लिए ओड़िया, हिन्दी और अंग्रेज़ी ई-पेपर्स शेयर कर रहा था। लेकिन कॉपीराइट नियमों और कुछ व्यक्तिगत कारणों की वजह से, मैं आज से हमेशा के लिए ई-पेपर शेयर करना पूरी तरह से बंद कर रहा हूँ। इतने वर्षों तक आपके प्यार, समर्थन और विश्वास के लिए आप सभी का बहुत-बहुत धन्यवाद। समाचार पत्रों को पढ़ने के लिए कृपया उनकी आधिकारिक वेबसाइट या ऐप का ही उपयोग करें।

2
+7
ସମାଜ ଅନୁଗୋଳ 08-09-2026.pdf
45
3
+1
ସମ୍ବାଦ ରାଉରକେଲା 08-09-2026.pdf
79
4
+9
ସମ୍ବାଦ ଅନୁଗୋଳ 08-09-2026.pdf
78
5
sticker.webp
65
6
+3
ସକାଳ ମୟୂରଭଞ୍ଜ 08-09-2026.pdf
63
7
+7
ସକାଳ_ଉପକୂଳ_ଓ_ଅନୁଗୋଳ_08_09_2026.pdf
70
8
sticker.webp
53
9
+2
ସମୟ ବାଲେଶ୍ୱର_08-09-2026.pdf
56
10
sticker.webp
53
11
+1
ପ୍ରମେୟ ଭୁବନେଶ୍ବର 08-09-2026.pdf
64
12
sticker.webp
62
13
*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୬ ମସିହା (ମଙ୍ଗଳବାର)* *ଶକାବ୍ଦ -୧୯୪୮* *ସମ୍ବତ୍ -୨୦୮୩* *ଦିଲ୍ଲୀଶ୍ବରାବ୍ଦ -୧୪୩୩* *ସମ୍ବତ୍ସର- ରୌଦ୍ର* *ଭାଦ୍ରବମାସ- କୁଷ୍ଣପକ୍ଷ* *ତିଥି- ଦ୍ୱାଦଶୀ ଦିବା ଘ୦୩/୦୪ ଗତେ ତ୍ରୟୋଦଶୀ* *ନକ୍ଷତ୍ର- ପୁଷ୍ୟା ଦିବା ଘ୦୫/୩୬ ଗତେ ଅଶ୍ଳେଷା* *ଚନ୍ଦ୍ର- କର୍କଟ* *ଯୋଗ- ପରିଘ* *କରଣ - ତୈତିଳ* *ସୌରମାସ- ସିଂହ ୨୩ ଦିନ* *✧═════•❁❀❁•════✧* *ସୂର୍ୟୋଦୟ- ପ୍ରାତଃ ଘ୦୫/୩୬/୪୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୦* *✧═════•❁❀ *ଯୋଗିନୀ ନୈରୁତକୋଣେ ଦିବା ଘ୦୩/୦୪ ଗତେ ଦକ୍ଷିଣେ* *ମକର ରାଶିର ଘାତବାର* *ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ* *✧═════•❁❀❁•═══* *କାଳବେଳା-ଦିବା ଘ୦୧/୧୮ ଗତେ ଘ୦୨/୫୦ମଧ୍ୟେ* *ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୫ ମଧ୍ୟେ* ══•❁❀❁•═* *ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ ଗତେ ଘ୦୧/୧୭ ମଧ୍ୟେ ଓ ଘ୦୩/୧୧ଗତେ ଘ୦୪/୪୭ ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ═✧*══•❁❀❁•═*═══✧ *ଅଦ୍ୟ ପୋଇ ଦିବା ଘ୦୩/୦୫ ଗତେ ବାଇଗଣ ଭକ୍ଷଣ ନିଷେଧ* *═✧*══•❁❀❁•═════✧ *ଡ:ବାୟୁନନ୍ଦନ ମିଶ୍ର* *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ* *ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭* *ମୋବାଇଲ-9437064130* *www.adrushyashaktiastro.com* *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* *✧═════•❁❀❁•═════✧* *🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* *✧═════•❁❀❁•═════✧* *🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।* *✧═════•❁❀❁•═════✧* *🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।* *✧═════•❁❀❁•═════✧* *🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।* *✧═════•❁❀❁•═════✧* *🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।* *✧═════•❁❀❁•═════✧* *🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।* *✧═════•❁❀❁•═════✧* *🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।* *✧═════•❁❀❁•═════✧* *🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।* *✧═════•❁❀❁•═════✧* *🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।* *✧═════•❁❀❁•═════✧* *🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।* *✧═════•❁❀❁•═════✧* *🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।* *✧═════•❁❀❁•═════✧*
61
14
+7
ସମାଜ ଅନୁଗୋଳ 07-09-2026.pdf
119
15
+2
ସମ୍ବାଦ ଯାଜପୁର 07-09-2026.pdf
114
16
+9
ସମ୍ବାଦ ଅନୁଗୋଳ 07-09-2026.pdf
112
17
+7
ସକାଳ ମୟୂରଭଞ୍ଜ 07-09-2026.pdf
90
18
+9
ପ୍ରମେୟ ଭୁବନେଶ୍ବର 07-09-2026.pdf
101
19
*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ସେପ୍ଟେମ୍ବର ମାସ ୦୭ ତାରିଖ ୨୦୨୬ ମସିହା (ସୋମବାର)* *ଶକାବ୍ଦ -୧୯୪୮* *ସମ୍ବତ୍ -୨୦୮୩* *ଦିଲ୍ଲୀଶ୍ବରାବ୍ଦ -୧୪୩୩* *ସମ୍ବତ୍ସର- ରୌଦ୍ର* *ଭାଦ୍ରବମାସ- କୁଷ୍ଣପକ୍ଷ* *ତିଥି- ଏକାଦଶୀ ଦିବା ଘ୦୫/୩୧ ଗତେ ଦ୍ୱାଦଶୀ* *ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୭/୧୭ ଗତେ ପୁଷ୍ୟା* *ଚନ୍ଦ୍ର- ମିଥୁନ ଦିବା ଘ୦୧/୪୪ ଗତେ କର୍କଟ* *ଯୋଗ- ବ୍ୟତିପ।ତ* *କରଣ - ବବ* *ସୌରମାସ- ସିଂହ ୨୨ ଦିନ* *✧═════•❁❀❁•════✧* *ସୂର୍ୟୋଦୟ- ପ୍ରାତଃ ଘ୦୫/୩୬/୨୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୦* *✧═════•❁❀ *ଯୋଗିନୀ ଅଗ୍ନିକୋଣେ ଦିବା ଘ୦୫/୩୧ ଗତେ ନୈରୁତକୋଣେ* *କନ୍ୟା ରାଶିର ଘାତଚନ୍ଦ୍ର* *ମିଥୁନ ରାଶିର ଘାତବାର* *ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *✧═════•❁❀❁•═══* *କାଳବେଳା-ଦିବା ଘ୦୭/୦୫ ଗତେ ଘ୦୮/୪୦ମଧ୍ୟେ* *ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୩ ମଧ୍ୟେ* ══•❁❀❁•═* *ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୨୫ ଗତେ ଘ୧୨/୪୯ମଧ୍ୟେ ଓ ରାତ୍ରି ଘ୦୬/୪୧ ଗତେ ଘ୦୯/୦୨ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୪/୫୦ମଧ୍ୟେ* ═✧*══•❁❀❁•═*═══✧ *ଅଦ୍ୟ ଶିମ୍ବ ଦିବା ଘ୦୫/୩୧ ଗତେ ପୋଇ ଭକ୍ଷଣ ନିଷେଧ* *═✧*══•❁❀❁•═════✧ *ଡ:ବାୟୁନନ୍ଦନ ମିଶ୍ର* *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ* *ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭* *ମୋବାଇଲ-9437064130* *www.adrushyashaktiastro.com* *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *ମେଷ: ବନ୍ଧୁମାନଙ୍କ ସହିତ ମଉଜ ମସ୍ତି କରିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରର ସମସ୍ତେ ଉଲ୍ଲସିତ ରହିବେ।* *ବୃଷ: ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ। ବିବାହ କଥା ଫାଇନାଲ୍‌ ହୋଇପାରେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ଯୋଗ ଅଛି।* ‌ *ମିଥୁନ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଭଲ ଆୟ ହେବ। କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁଙ୍କ ସହଯୋଗ ପାଇବେ। ରାସ୍ତାରେ ଚାଲିବା ସମୟରେ ସତର୍କ ରହନ୍ତୁ।* *କର୍କଟ: ଆଶାନୁରୂପ ପରୀକ୍ଷା ଫଳ ଆସିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ ଲୋକଙ୍କ ମତ ନିଅନ୍ତୁ। ଆପଣଙ୍କୁ ଲାଭର ଅବସର ମିଳିବ। ଅଫିସରେ ସମାରୋହର ପରିବେଶ ରହିବ।* *ସିଂହ: ଅଫିସରେ ଅଧିକ କାମ କରି କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।* *କନ୍ୟା: ଗ୍ରାଫିକ ଡିଜାଇନର୍‌ଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପାରିବାରିକ ସମାରୋହରେ ବନ୍ଧୁ ବାନ୍ଧବଙ୍କ ସହିତ ମିଶିବେ। ମାନ ସମ୍ମାନ ବଢ଼ିବ।* *ତୁଳା: ସମୟର ଦୁରୁପଯୋଗ କରନ୍ତୁ ନାହିଁ। ସଫ୍‌ଟୱେର ଇଂଜିନିୟରଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ। ମାନସିକ ଅଶାନ୍ତି ଦୂର ହେବ। ଲୋକଙ୍କୁ ସାହାଯ୍ୟ କରିବାକୁ ଆଗଭର ରହିବେ।* *ବିଛା: ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ ହୋଇଯିବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ଆପଣଙ୍କ ସନ୍ତାନ ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ।* *ଧନୁ: ତରବରିଆ ଭାବେ କାମ କଲେ କ୍ଷତି ହୋଇପାରେ। ନୂଆ କାରବାରରେ ଭଲ ଲାଭ ହେବ। ଜୀବନସାଥୀଙ୍କ ଲାଗି ବିଶେଷ କିଛି କରିପାରନ୍ତି। ପ୍ରିୟଜନଙ୍କୁ ନିଜ ଦୁଃଖ ସମ୍ପର୍କରେ କହିବେ।* *ମକର: ଅଫିସ କାମରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।* *କୁମ୍ଭ: ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ଆପଣଙ୍କୁ ବ୍ୟବସାୟ ସମାରୋହରେ ସାମିଲ ହେବାର ମଉକା ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ।* *ମୀନ: ଅଫିସରେ କାମର ବୋଝ ବଢ଼ିବ। ବୈବାହିକ ଜୀବନରେ ଭ୍ରାନ୍ତ ଧାରଣା ଦୂର ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ।*
82
20
+8
ସମାଜ ଅନୁଗୋଳ 06-09-2026.pdf
95