Creative Educational Idea
📈 Analytical overview of Telegram channel Creative Educational Idea
Channel Creative Educational Idea (@creativeeducationalidea) in the English language segment is an active participant. Currently, the community unites 36 943 subscribers, ranking 5 144 in the Education category and 11 246 in the India region.
📊 Audience metrics and dynamics
Since its creation on невідомо, the project has demonstrated rapid growth, gathering an audience of 36 943 subscribers.
According to the latest data from 10 June, 2026, the channel demonstrates stable activity. Although there has been a change in the number of participants by 138 over the last 30 days and by 10 over the last 24 hours, overall reach remains high.
- Verification status: Not verified
- Engagement rate (ER): The average audience engagement rate is 26.56%. Within the first 24 hours after publication, content typically collects 16.53% reactions from the total number of subscribers.
- Post reach: On average, each post receives 9 813 views. Within the first day, a publication typically gains 6 106 views.
- Reactions and interaction: The audience actively supports content: the average number of reactions per post is 14.
- Thematic interests: Content is focused on key topics such as creativeeducationalidea, tgt, bed, 2025-26.pdf, jts.
📝 Description and content policy
The author describes the resource as a platform for expressing subjective opinions:
“www.youtube.com/creativeeducationalidea.com”
Thanks to the high frequency of updates (latest data received on 11 June, 2026), the channel maintains relevance and a high level of publication reach. Analytics show that the audience actively interacts with content, making it an important point of influence in the Education category.
Data loading in progress...
| Date | Subscriber Growth | Mentions | Channels | |
| 11 June | 0 | |||
| 10 June | +12 | |||
| 09 June | +4 | |||
| 08 June | 0 | |||
| 07 June | 0 | |||
| 06 June | +8 | |||
| 05 June | 0 | |||
| 04 June | 0 | |||
| 03 June | +5 | |||
| 02 June | +1 | |||
| 01 June | +3 |
| 2 | Document from Creativeeducationalidea | 3 589 |
| 3 | https://youtu.be/iZZiHql9FOk?si=qnS1BDYW7mbX_HI6 | 6 078 |
| 4 | 🧑💼ଶିକ୍ଷକ ଆଶାୟୀ ମାନେ ପ୍ରମାଣ ପାଇଗଲେ ତ !!
ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଥିବା ୨୬,୦୦୦ ଶିକ୍ଷକ ନିଯୁକ୍ତି ଆଗାମୀ ଦିନ ପାଇଁ ନଥିଲା।😡
ଅଦ୍ୟାବଧି ୨୬,୬୧୫ ଜଣଙ୍କୁ ନିଯୁକ୍ତି ଦେଇସାରିଛନ୍ତି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି।📜
📢 ତେବେ ଆଉ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଁ ୨୨ଜୁନ୍ PMG ଆସିବେ ନା ପୁଣି ମିଛ ପ୍ରରୋଚନାର ଶିକାର ହେବେ 🙄 | 8 061 |
| 5 | Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb | 7 617 |
| 6 | https://youtu.be/6ZLmkzVlvCs?si=cePOyYszNIntK1qT | 7 578 |
| 7 | OSSC Teacher Educator Rejection list.pdf | 8 105 |
| 8 | https://youtu.be/scEnjtbxOXM?si=w36MLYNpL7K468xb | 7 898 |
| 9 | https://youtu.be/aveHNkn4nSw?si=dM9dDQWGzRvIPPLs | 7 723 |
| 10 | 🎓ସ୍ନାତକ ଡିଗ୍ରୀ (Graduation Degree) ଓ ରାଷ୍ଟ୍ରଭାଷା ରତ୍ନ (Rashtrabhasha Ratna) ଉପାଧିର ସମକକ୍ଷତା" ସମ୍ପର୍କରେ ସ୍ପଷ୍ଟୀକରଣ।
📝ପତ୍ରର ମୁଖ୍ୟ ବିଷୟବସ୍ତୁ
ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧିସୂଚନା ଅନୁସାରେ ପରିଚାଳିତ ହୁଏ।
ଏହା ଏକ ପ୍ରଚାରାତ୍ମକ (Promotional) ହିନ୍ଦୀ ଶିକ୍ଷା ପାଠ୍ୟକ୍ରମ, ନିୟମିତ ବିଶ୍ୱବିଦ୍ୟାଳୟ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ ନୁହେଁ।
ପ୍ରାର୍ଥୀମାନେ ନିଜର ସ୍ନାତକ କିମ୍ବା ଅନ୍ୟ ଡିଗ୍ରୀ ସହିତ ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମ କରିପାରିବେ।
କେତେକ ଛାତ୍ରଛାତ୍ରୀ ହିନ୍ଦୀକୁ ମୁଖ୍ୟ ବିଷୟ ଭାବେ ନେଇ ସ୍ନାତକ ଡିଗ୍ରୀ ପାଇଥିବାରୁ ସେମାନେ ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମରେ ଭର୍ତ୍ତି ହୋଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ:
ରାଷ୍ଟ୍ରଭାଷା ରତ୍ନ ପ୍ରମାଣପତ୍ର ଏକ ପ୍ରଚାରାତ୍ମକ ପାଠ୍ୟକ୍ରମର ପ୍ରମାଣପତ୍ର ଅଟେ ଏବଂ ଏହା ନିୟମିତ ସ୍ନାତକ (Graduation) ଡିଗ୍ରୀ ସହ ସମକକ୍ଷ ନୁହେଁ।
📌ନିଷ୍କର୍ଷ
ଏହି ପତ୍ର ଅନୁସାରେ "ରାଷ୍ଟ୍ରଭାଷା ରତ୍ନ" କୁ ନିୟମିତ BA କିମ୍ବା ଅନ୍ୟ କୌଣସି ସ୍ନାତକ ଡିଗ୍ରୀର ସମକକ୍ଷ (Equivalent) ଭାବେ ମାନ୍ୟତା ଦିଆଯାଇନାହିଁ। ଏହାକୁ କେବଳ ଏକ ହିନ୍ଦୀ ପ୍ରଚାରାତ୍ମକ ପାଠ୍ୟକ୍ରମ ଭାବେ ଦର୍ଶାଯାଇଛି। | 7 834 |
| 11 | ପ୍ରେସ ବିଜ୍ଞପ୍ତି
ଜୁନ ୨୦ ମଧ୍ୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ: ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍
ଭୁବନେଶ୍ୱର | ଜୁନ ୨୦୨୬
ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍ (AOTAA) ପକ୍ଷରୁ ରାଜ୍ୟ ସରକାରଙ୍କୁ ଜୁନ ୨୦ ସୁଦ୍ଧା ସମସ୍ତ ଖାଲି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ଚରମବାଣୀ (Ultimatum) ଦିଆଯାଇଛି। ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ ରାଜ୍ୟରେ—
ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୬୫୨ ପଦବୀ
ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୫,୫୩୮ ପଦବୀ
ସରକାରୀ ହାଇସ୍କୁଲରେ ୫,୫୬୫ ପଦବୀ
ସହକାରୀ ଶିକ୍ଷକ (Assistant Teacher) ୧୫,୦୦୦ ପଦବୀ
OAVS (Odisha Adarsha Vidyalaya Sangathan) ରେ ୧,୮୩୧ ପଦବୀ
ଖାଲି ରହିଛି।
ଏହିପରି ମୋଟ ୨୯,୫୮୬ରୁ ଅଧିକ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଆବଶ୍ୟକ।
ରାଜ୍ୟର ୧,୨୦,୦୦୦ରୁ ଅଧିକ B.Ed. ଓ D.El.Ed. ପାସ୍ ପ୍ରାର୍ଥୀ, ଯେଉଁମାନେ OTET ଏବଂ OSSTET ଯୋଗ୍ୟତା ହାସଲ କରିଛନ୍ତି, ସେମାନେ ଦୀର୍ଘଦିନ ଧରି ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ନିଯୁକ୍ତିରେ ବିଳମ୍ବ ହେତୁ ଅନେକ ପ୍ରାର୍ଥୀ ବୟସ ସୀମା ଅତିକ୍ରମ କରୁଛନ୍ତି।
ମୁଖ୍ୟ ଦାବି
✅ ସମସ୍ତ ଖାଲି ଶିକ୍ଷକ ପଦବୀର ତୁରନ୍ତ ବିଜ୍ଞପ୍ତି ପ୍ରକାଶ
✅ ୧୫,୦୦୦ ସହକାରୀ ଶିକ୍ଷକ ଓ ୧,୮୩୧ OAVS ପଦବୀର ତୁରନ୍ତ ନିଯୁକ୍ତି
✅ ସରକାରୀ, ଅନୁଦାନପ୍ରାପ୍ତ ଏବଂ OAVS ବିଦ୍ୟାଳୟର ସମସ୍ତ ଖାଲି ପଦବୀ ପୂରଣ
✅ ସ୍ୱଚ୍ଛ ଓ ସମୟବଦ୍ଧ ନିଯୁକ୍ତି ପ୍ରକ୍ରିୟା
✅ ବିଳମ୍ବ ଯୋଗୁଁ ପ୍ରଭାବିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି
ଚେତାବନୀ
ଜୁନ ୨୦ ସୁଦ୍ଧା ସରକାର ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ ନହେଲେ, ରାଜ୍ୟର ୧,୨୦,୦୦୦ରୁ ଅଧିକ ଯୋଗ୍ୟ ଶିକ୍ଷକ ପ୍ରାର୍ଥୀ ଆନ୍ଦୋଳନକୁ ତୀବ୍ରତର କରିବେ।
"ଖାଲି ପଦବୀ ପୂରଣ କର – ଶିକ୍ଷାକୁ ବଞ୍ଚାଅ – ଯୋଗ୍ୟ ପ୍ରାର୍ଥୀଙ୍କୁ ନ୍ୟାୟ ଦିଅ"
ଜାରିକର୍ତ୍ତା:
ଅଲ୍ ଓଡ଼ିଶା ଟିଚର ଅସ୍ପିରାଣ୍ଟ ଆସୋସିଏସନ୍ (AOTAA)
ଭୁବନେଶ୍ୱର, ଓଡ଼ିଶା ✊📚 | 8 096 |
| 12 | https://youtu.be/EVAyq6bPt_Y?si=-3G6SKKK20LUD9CN | 7 700 |
| 13 | Higher Qualification can't be selected in Lower Post supreme court order.pdf | 7 858 |
| 14 | https://youtu.be/yaFo7HNfBH4?si=vBY9VMxi9Jm-YhpJ | 9 228 |
| 15 | ପ୍ରଶ୍ନ ପଚାରନ୍ତୁ । ଆଗାମୀ ଦିନ କେବେ ??
କେତେବେଳେ ୨୦,୦୦୦ କେତେବେଳେ ୨୬,୦୦୦ କେତେବେଳେ ୪୫,୦୦୦ । ଏ ବାଉଳା ମନ୍ତବ୍ୟ କାହିଁକି 🙄
ଶିକ୍ଷା ବିଭାଗର ଉତ୍ତର ଯଦି ଆଇନ ମନ୍ତ୍ରୀ ରଖିବେ, ତେବେ କେବେ ଏବଂ କେତେ ସଂଖ୍ୟକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ।🪳
ଗତ ୮ ମାସ ହେଲା ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ୪୫,୦୦୦ ଶିକ୍ଷକ ନିଯୁକ୍ତି କଥା କହୁଥିବା ବେଳେ ଆଜି ୨୬,୦୦୦କଥା କେଉଁ ତଥ୍ୟ ଆଧାରରେ 🤔
ସମସ୍ତଙ୍କୁ ଅନୁରୋଧ,ସବୁ ରାଗ-ଅଭିମାନ ଛାଡ଼ି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରନ୍ତୁ।🙏 | 8 370 |
| 16 | ପ୍ରେସ ବିଜ୍ଞପ୍ତି
ଜୁନ ୨୦ ମଧ୍ୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ: ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍
ଭୁବନେଶ୍ୱର | ଜୁନ ୨୦୨୬
ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍ (AOTAA) ପକ୍ଷରୁ ରାଜ୍ୟ ସରକାରଙ୍କୁ ଜୁନ ୨୦ ସୁଦ୍ଧା ସମସ୍ତ ଖାଲି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ଚରମବାଣୀ (Ultimatum) ଦିଆଯାଇଛି। ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ ରାଜ୍ୟରେ—
ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୬୫୨ ପଦବୀ
ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୫,୫୩୮ ପଦବୀ
ସରକାରୀ ହାଇସ୍କୁଲରେ ୫,୫୬୫ ପଦବୀ
ସହକାରୀ ଶିକ୍ଷକ (Assistant Teacher) ୧୫,୦୦୦ ପଦବୀ
OAVS (Odisha Adarsha Vidyalaya Sangathan) ରେ ୧,୮୩୧ ପଦବୀ
ଖାଲି ରହିଛି।
ଏହିପରି ମୋଟ ୨୯,୫୮୬ରୁ ଅଧିକ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଆବଶ୍ୟକ।
ରାଜ୍ୟର ୧,୨୦,୦୦୦ରୁ ଅଧିକ B.Ed. ଓ D.El.Ed. ପାସ୍ ପ୍ରାର୍ଥୀ, ଯେଉଁମାନେ OTET ଏବଂ OSSTET ଯୋଗ୍ୟତା ହାସଲ କରିଛନ୍ତି, ସେମାନେ ଦୀର୍ଘଦିନ ଧରି ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ନିଯୁକ୍ତିରେ ବିଳମ୍ବ ହେତୁ ଅନେକ ପ୍ରାର୍ଥୀ ବୟସ ସୀମା ଅତିକ୍ରମ କରୁଛନ୍ତି।
ମୁଖ୍ୟ ଦାବି
✅ ସମସ୍ତ ଖାଲି ଶିକ୍ଷକ ପଦବୀର ତୁରନ୍ତ ବିଜ୍ଞପ୍ତି ପ୍ରକାଶ
✅ ୧୫,୦୦୦ ସହକାରୀ ଶିକ୍ଷକ ଓ ୧,୮୩୧ OAVS ପଦବୀର ତୁରନ୍ତ ନିଯୁକ୍ତି
✅ ସରକାରୀ, ଅନୁଦାନପ୍ରାପ୍ତ ଏବଂ OAVS ବିଦ୍ୟାଳୟର ସମସ୍ତ ଖାଲି ପଦବୀ ପୂରଣ
✅ ସ୍ୱଚ୍ଛ ଓ ସମୟବଦ୍ଧ ନିଯୁକ୍ତି ପ୍ରକ୍ରିୟା
✅ ବିଳମ୍ବ ଯୋଗୁଁ ପ୍ରଭାବିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି
ଚେତାବନୀ
ଜୁନ ୨୦ ସୁଦ୍ଧା ସରକାର ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ ନହେଲେ, ରାଜ୍ୟର ୧,୨୦,୦୦୦ରୁ ଅଧିକ ଯୋଗ୍ୟ ଶିକ୍ଷକ ପ୍ରାର୍ଥୀ ଆନ୍ଦୋଳନକୁ ତୀବ୍ରତର କରିବେ।
"ଖାଲି ପଦବୀ ପୂରଣ କର – ଶିକ୍ଷାକୁ ବଞ୍ଚାଅ – ଯୋଗ୍ୟ ପ୍ରାର୍ଥୀଙ୍କୁ ନ୍ୟାୟ ଦିଅ"
ଜାରିକର୍ତ୍ତା:
ଅଲ୍ ଓଡ଼ିଶା ଟିଚର ଅସ୍ପିରାଣ୍ଟ ଆସୋସିଏସନ୍ (AOTAA)
ଭୁବନେଶ୍ୱର, ଓଡ଼ିଶା ✊📚 | 1 |
| 17 | https://x.com/i/status/2063928525514776960 | 7 929 |
| 18 | PGT HISTORY 📲
https://ozuqp.on-app.in/app/oc/791533/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app
PGT ENGLISH 📲
https://ozuqp.on-app.in/app/oc/791536/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app | 8 020 |
| 19 | SSB/OPSC PGT CRASH COURSE💊
📌 Complete Syllabus wise Contempt classes
📌 Revision classes
📌MCQs classes
📌Notes & Study materials PDF/PPT
📌E-Book with QSN
PGT Economics 📲
https://ozuqp.on-app.in/app/oc/791526/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app
PGT Education 📲
https://ozuqp.on-app.in/app/oc/791522/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app
PGT Political Science 📲
https://ozuqp.on-app.in/app/oc/791527/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app
PGT ODIA 📲
https://ozuqp.on-app.in/app/oc/791523/ozuqp?utm_source%3Dcopy-link%26utm_medium%3Dtutor-course-referral%26utm_campaign%3Dcourse-overview-app | 7 678 |
| 20 | No text... | 7 432 |
Available now! Telegram Research 2025 — the year's key insights 
